ମହେନ୍ଦ୍ରଗିରିର ବିକାଶ ପାଇଁ ଅଣ୍ଟା ଭିଡିଲେ ସରକାର

ମୋହନା (ମିହିର ଜତି): ପୌରାଣିକ କଥାବସ୍ତୁ ଅନୁସାରେ ମହେନ୍ଦ୍ରଗିରିରେ ପଞ୍ଚୁ ପାଣ୍ଡବ ଅଜ୍ଞାତବାସ କରିଥିଲେ। ଏବେ ସେହି କ୍ଷେତ୍ରର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି ସରକାର। ବିଶେଷ କରି ମହେନ୍ଦ୍ରଗିରିକୁ ଯୋଗାଯୋଗ କରୁଥିବା ରାସ୍ତାର ଉନ୍ନତି ପାଇଁ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର। ସେଥିପାଇଁ ଆଜି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଯାଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମହେନ୍ଦ୍ରଗିରିରେ ପହଞ୍ଚି ଥିଲେ। ସେଠାରେ ସେ ପ୍ରଥମେ ମହେନ୍ଦ୍ରଗିରିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପାଖରୁ ନିରିଖେଇ ଦେଖିଥିଲେ। […]

Mahendragiri

Mahendragiri

Manoranjan Sial
  • Published: Saturday, 11 September 2021
  • Updated: 11 September 2021, 09:48 PM IST

Sports

Latest News

ମୋହନା (ମିହିର ଜତି): ପୌରାଣିକ କଥାବସ୍ତୁ ଅନୁସାରେ ମହେନ୍ଦ୍ରଗିରିରେ ପଞ୍ଚୁ ପାଣ୍ଡବ ଅଜ୍ଞାତବାସ କରିଥିଲେ। ଏବେ ସେହି କ୍ଷେତ୍ରର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି ସରକାର। ବିଶେଷ କରି ମହେନ୍ଦ୍ରଗିରିକୁ ଯୋଗାଯୋଗ କରୁଥିବା ରାସ୍ତାର ଉନ୍ନତି ପାଇଁ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର। ସେଥିପାଇଁ ଆଜି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଯାଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମହେନ୍ଦ୍ରଗିରିରେ ପହଞ୍ଚି ଥିଲେ। ସେଠାରେ ସେ ପ୍ରଥମେ ମହେନ୍ଦ୍ରଗିରିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପାଖରୁ ନିରିଖେଇ ଦେଖିଥିଲେ। ପରେ ଏହି କ୍ଷେତ୍ରର କିପରି ବିକାଶ ହୋଇ ପାରିବ, ସେନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ମହେନ୍ଦ୍ରଗିରିକୁ ସଂଯୋଗ କରୁଥିବା ରାସ୍ତା ଉନ୍ନତି ହେଲେ ପର୍ଯ୍ୟଟନ ଋତୁରେ ଅଧିକରୁ ଅଧିକ ପର୍ଯ୍ୟଟକ ଆସିପାରିବେ ବୋଲି ଶ୍ରୀ ମହାପାତ୍ର ମତବ୍ୟକ୍ତ କରିଛନ୍ତି।

ବ୍ରହ୍ମପୁରଠାରୁ ମହେନ୍ଦ୍ରଗିରି ଯିବାକୁ ହେଲେ, ତୁମ୍ବାଠାରୁ କଇପୁର ଯାଏଁ ରାସ୍ତାର ଉନ୍ନତିକରଣ କରିବାକୁ ପଡ଼ିବ। ଏହି ରାସ୍ତାର ଉନ୍ନତିକରଣ ହେଲେ ବହୁ କମ୍‌ ସମୟ ଭିତରେ ପର୍ଯ୍ୟଟକଙ୍କ ମହେନ୍ଦ୍ରଗିରି ପହଞ୍ଚି ପାରିବେ। ସେଥିପାଇଁ ତୁମ୍ବାଠାରୁ କଇପୁର ରାସ୍ତାର ଉନ୍ନତିକରଣ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀ ମହାପାତ୍ର ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମହେନ୍ଦ୍ରଗିରିରୁ ଫେରିବା ପରେ ଶ୍ରୀ ମହାପାତ୍ର ଚନ୍ଦ୍ରଗିରି ଯାଇଥିଲେ। ସେ ତିବ୍ବତୀୟ ବଙ୍ଗଳାଠାରେ ଅଧିକାରୀ ସହ ଛେଳିଗଡ଼ ଜଳ ସେଚନ ପ୍ରକଳ୍ପ ଉପରେ ସମୀକ୍ଷା ବୈଠକ କରିଛନ୍ତି। ବର୍ତ୍ତମାନ ପ୍ରକଳ୍ପର ଟନେଲ ନିର୍ମାଣ ପାଇଁ ଟେଣ୍ଡର ସାରିଛି। ଏହି ପ୍ରକଳ୍ପ କିଭଳି ଶୀଘ୍ର କାର୍ଯ୍ୟକ୍ଷମ ହୋଇପାରିବ, ସେନେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଛେଳିଗଡ଼ ଜଳ ସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଗଂଜାମ ଓ ଗଜପତି ଜିଲ୍ଲାର ୬୦୦୦ ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ। ଏହାଛଡ଼ା ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ହେବା ସହିତ ଲୋକଙ୍କ ରୋଜଗାରକ୍ଷମ ବଢ଼ିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ବେଳେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଏଡିଏମ୍‌ ସଂଗ୍ରାମ ପଣ୍ଡା, ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର, ପିଏଆଇଟିଡିଏ ସରୋଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story