ଘର ଆଗରେ ଖେଳୁଥିବା ବେଳେ ମାରିଲା ବଜ୍ର, ଚାଲିଗଲା ଛାତ୍ରର ଜୀବନ

ବୀରମିତ୍ରପୁର/କାମାକ୍ଷାନଗର/ବଲାଙ୍ଗିର(ରାକେଶ/ମନରଞ୍ଜନ/ବିଦ୍ୟାଧର): ଏମିତି ବି ଆସେ ମୃତ୍ୟୁ। ଘର ଆଗଣାରେ ଖେଳୁଥିବା ବେଳେ ମାରିଲା ବଜ୍ର। ଘଟଣା ସ୍ଥଳରେ ଚାଲିଗଲା ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ଜୀବନ। ଆଜି ଏପରି ହୃଦୟ ବିଦାରକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ଅଞ୍ଚଳରେ ଘଟିଛି। ସେହିପରି ବଲାଙ୍ଗିର ଜିଲ୍ଲାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚରେ ବଜ୍ରପାତ ଘଟି ୮ଟି ଗୋରୁଙ୍କ ପ୍ରାଣ ଯାଇଛି। ଆଜି ଅପରାହ୍ନରେ ଆଁରମୁଣ୍ଡା ବ୍ଲକ୍‌ ଝାରବେଡା ପଞ୍ଚାୟତ କରମାବାହାଲ ଗାଁର ୱିଲିୟମ୍‌ କୁଲୁଙ୍କ […]

Lightning

Lightning

Manoranjan Sial
  • Published: Wednesday, 29 September 2021
  • Updated: 29 September 2021, 10:17 PM IST

ବୀରମିତ୍ରପୁର/କାମାକ୍ଷାନଗର/ବଲାଙ୍ଗିର(ରାକେଶ/ମନରଞ୍ଜନ/ବିଦ୍ୟାଧର): ଏମିତି ବି ଆସେ ମୃତ୍ୟୁ। ଘର ଆଗଣାରେ ଖେଳୁଥିବା ବେଳେ ମାରିଲା ବଜ୍ର। ଘଟଣା ସ୍ଥଳରେ ଚାଲିଗଲା ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ଜୀବନ। ଆଜି ଏପରି ହୃଦୟ ବିଦାରକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ଅଞ୍ଚଳରେ ଘଟିଛି। ସେହିପରି ବଲାଙ୍ଗିର ଜିଲ୍ଲାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚରେ ବଜ୍ରପାତ ଘଟି ୮ଟି ଗୋରୁଙ୍କ ପ୍ରାଣ ଯାଇଛି।

ଆଜି ଅପରାହ୍ନରେ ଆଁରମୁଣ୍ଡା ବ୍ଲକ୍‌ ଝାରବେଡା ପଞ୍ଚାୟତ କରମାବାହାଲ ଗାଁର ୱିଲିୟମ୍‌ କୁଲୁଙ୍କ ୧୨ ବର୍ଷର ପୁତ୍ର ଆଶ୍ୱିନ କୁଲୁ ଘର ଅଗଣାରେ ଖେଳୁ ଥିଲା। ଠିକ୍‌ ଏହି ସମୟରେ ବଜ୍ରପାତ ହୋଇଥିଲା। ଫଳରେ ଚେତା ହରାଇ ସେ ତଳେ ପଡ଼ି ଯାଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ରାଉରକେଲା ଇସ୍ପାତ ଜେନେରାଲ୍‌ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଆଶ୍ୱିନ କୁଲୁ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ।

ଚାଷୀଙ୍କ ଜୀବନ ନେଲା ବଜ୍ରାଘାତ। ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଟିହିକୁପାଲି ଗାଁରେ ଚାଷୀ ସୁଙ୍ଗ୍ୟାନୀ ଭୋଇ ଆଜି ନିଜ ଚାଷ ଜମିରେ କାମ କରିବା ପାଇଁ ଯାଉଥିଲେ। ହଠାତ ବଜ୍ରାଘାତ ହୋଇଥିଲା। ଫଳରେ ନିଜ ଚାଷ ଜମିରେ ଟଳିପଡିଥିଲେ ଚାଷୀ ଜଣକ। ପୁଇଁନ୍ତଲା ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ସେପଟେ ମୃତ ଚାଷୀଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଜିଲ୍ଲା ପରିଷଦ।

ସେହିପରି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଭୁଷଳ ଗାଁ ବ୍ରାହ୍ମଣୀ ନଦୀ ପଠାରେ ଥିବା ମାଳବନ୍ଧ ନିକଟରେ ବଜ୍ରାଘାତ ଘଟି ୮ଟି ଗୋରୁଙ୍କ ମୃତ୍ୟୁ ହୋଇଛି। ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ବ୍ରାହ୍ମଣୀ ନଦୀ ପଠାରେ ଗୋରୁ ଗୁଡିକ ଚରୁଥିବା ବେଳେ ବର୍ଷା ସାଙ୍ଗକୁ ବିଜୁଳି ଓ ଘଡଘଡି ମାରିଥିଲା। ବଜ୍ରାଘାତ ଘଟି ୮ଟି ଗୋରୁଙ୍କ ମୃତ୍ୟୁ ହୋଇଛି। ଏଥିରେ ଭୁଷଳ ଗାଁର ନିରାକାର ମାହୁନ୍ତଙ୍କର ଦୁଇଟି, ପ୍ରେମାନନ୍ଦ ଦାଶଙ୍କର ଗୋଟିଏ , ଭଞ୍ଜ ମଳିକଙ୍କର ଗୋଟିଏ, ସତ୍ୟାନନ୍ଦ ମିଶ୍ରଙ୍କର ଗୋଟିଏ, ଶଶି ଶେଖର ପାଣିଗ୍ରାହୀ ଗୋଟିଏ, ପ୍ରଫୁଲ୍ଲ ଦାସଙ୍କର ଗୋଟିଏ ଗୋରୁ ହୋଇଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story