ଭୁଲ୍‌ ଇଞ୍ଜେକ୍‌ସନ୍‌ ନେଲା କୁନି ଝିଅର ଜୀବନ!

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ଡାକ୍ତରଙ୍କ ଭୁଲ୍‌ ଇଞ୍ଜେକସନ୍‌ ଓ ଚିକିତ୍ସା ଅବହେଳାରୁ ବର୍ଷକର ଝିଅର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଟିଟିଲାଗଡ଼ରୁ ଆସିଛି। ଏହା ପରେ ମେଡିକାଲ୍‌ରେ ଉତ୍ତେଜନା ପ୍ରକାଶ ପାଇଛି। ଆଜି ମୁରିବାହାଲ ବ୍ଲକ ଲେବଡା ଗାଁର ରୋହିତ ବାରିକଙ୍କ ବର୍ଷକର ଝିଅକୁ ଜ୍ୱର ହୋଇଥିଲା। ସେଥିପାଇଁ ରୋହିତ ଓ ତାଙ୍କ ପତ୍ନୀ ଝିଅକୁ ଟିଟିଲାଗଡ଼ ଉପଖଣ୍ଡ ମେଡିକାଲ୍‌ ନେଇଥିଲେ। ମେଡିକାଲର ଆଉଟ୍‌ଡୋରରେ କାର୍ଯ୍ୟରତ ଡାକ୍ତର ଝିଅକୁ ଦେଖିବା ସହିତ ଇଞ୍ଜେକ୍‌ସନ୍‌ […]

titlagarh

titlagarh

Manoranjan Sial
  • Published: Tuesday, 12 January 2021
  • Updated: 12 January 2021, 03:40 PM IST

Sports

Latest News

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ଡାକ୍ତରଙ୍କ ଭୁଲ୍‌ ଇଞ୍ଜେକସନ୍‌ ଓ ଚିକିତ୍ସା ଅବହେଳାରୁ ବର୍ଷକର ଝିଅର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଟିଟିଲାଗଡ଼ରୁ ଆସିଛି। ଏହା ପରେ ମେଡିକାଲ୍‌ରେ ଉତ୍ତେଜନା ପ୍ରକାଶ ପାଇଛି।

ଆଜି ମୁରିବାହାଲ ବ୍ଲକ ଲେବଡା ଗାଁର ରୋହିତ ବାରିକଙ୍କ ବର୍ଷକର ଝିଅକୁ ଜ୍ୱର ହୋଇଥିଲା। ସେଥିପାଇଁ ରୋହିତ ଓ ତାଙ୍କ ପତ୍ନୀ ଝିଅକୁ ଟିଟିଲାଗଡ଼ ଉପଖଣ୍ଡ ମେଡିକାଲ୍‌ ନେଇଥିଲେ। ମେଡିକାଲର ଆଉଟ୍‌ଡୋରରେ କାର୍ଯ୍ୟରତ ଡାକ୍ତର ଝିଅକୁ ଦେଖିବା ସହିତ ଇଞ୍ଜେକ୍‌ସନ୍‌ ଦେଇଥିଲେ। ମେଡିକାଲ୍‌ରେ ଶିଶୁ ବିଶେଷଜ୍ଞ ନଥିବାରୁ ପ୍ରାଇଭେଟ କ୍ଲିନିକକୁ ନେବାକୁ ଡାକ୍ତର ପରାମର୍ଶ ଦେଇଥିବା ଅଭିଯୋଗ ହୋଇଛି।

ଡାକ୍ତରଙ୍କ କଥାରେ ରୋହିତ ଓ ତାଙ୍କ ପତ୍ନୀ ଝିଅକୁ କାଖରେ ଧରି କ୍ଲିନିକ୍‌କୁ ନେଉଥିବା ବେଳେ ରାସ୍ତାରେ ମୃତ୍ୟୁ ଘଟିଛି। ଏହି ଖବର ପ୍ରକାଶ ପାଇବା ପରେ ମେଡିକାଲ୍‌ରେ ଉତ୍ତେଜନା ପ୍ରକାଶ ପାଇଛି। ମେଡିକାଲ୍‌ ଆଗରେ ଝିଅର ମୃତଦେହ ରଖି ଧାରଣା ଦେଇଥିଲେ। ପରେ ଉତ୍ତ୍ୟକ୍ତ ଲୋକେ ରାୟପୁର-ଗୋପାଳପୁର ରାଜପଥ ଅବରୋଧ କରିଥିଲେ। ଖବର ପାଇ ସ୍ଥାନୀୟ ତହସିଲଦାର ଉତ୍ତ୍ୟକ୍ତ ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ହେଲେ ଉତ୍ତ୍ୟକ୍ତ ଲୋକେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ଭୁଲ୍‌ ଇଞ୍ଜେକସନ୍‌ ଦେଇଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story