ହାବିଲଦାରଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର, ହଜାରେ ଟଙ୍କା ଦେଇ କରାଉଥିଲେ ସବୁ କାମ

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଅଗ୍ନିଶମ ବାହିନୀରେ କାର୍ଯ୍ୟରତ ଜଣେ ସିନିୟର ହାବିଲଦାରଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର। ଦେବଗଡ଼ କଲେଜ ପୁରୁଣା ହଷ୍ଟେଲ ବିଲ୍ଡିଂରେ ରହୁଥିବା ଅଗ୍ନିଶମ ବାହିନୀର ଏହି ସିନିୟର ହାବିଲଦାରଙ୍କ ନାଁ ସନ୍ତୋଷ ମିର୍ଦ୍ଧା। ତାଙ୍କ ଘରେ ଆଜି ସକାଳେ ଦେବଗଡ଼ ଶିଶୁ ସୁରକ୍ଷା ଅଧିକାରୀ ଚଢ଼ାଉ କରି ଉକ୍ତ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ନାବାଳିକା ଜଣଙ୍କ ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ କିଆଝରଣ ଗାଁର ବୋଲି ଜଣାପଡ଼ିଛି। […]

Raid

Raid

Jitendra Garnayak
  • Published: Sunday, 12 December 2021
  • Updated: 12 December 2021, 02:04 PM IST

Sports

Latest News

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଅଗ୍ନିଶମ ବାହିନୀରେ କାର୍ଯ୍ୟରତ ଜଣେ ସିନିୟର ହାବିଲଦାରଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର। ଦେବଗଡ଼ କଲେଜ ପୁରୁଣା ହଷ୍ଟେଲ ବିଲ୍ଡିଂରେ ରହୁଥିବା ଅଗ୍ନିଶମ ବାହିନୀର ଏହି ସିନିୟର ହାବିଲଦାରଙ୍କ ନାଁ ସନ୍ତୋଷ ମିର୍ଦ୍ଧା। ତାଙ୍କ ଘରେ ଆଜି ସକାଳେ ଦେବଗଡ଼ ଶିଶୁ ସୁରକ୍ଷା ଅଧିକାରୀ ଚଢ଼ାଉ କରି ଉକ୍ତ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ।

ଉଦ୍ଧାର ହୋଇଥିବା ନାବାଳିକା ଜଣଙ୍କ ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ କିଆଝରଣ ଗାଁର ବୋଲି ଜଣାପଡ଼ିଛି। ମାସକୁ ମାତ୍ର ଏକ ହଜାର ଟଙ୍କା ଦେଇ ହାବିଲଦାର ସନ୍ତୋଷ ମିର୍ଦ୍ଧାଙ୍କ ପରିବାର ଲୋକେ ତାଙ୍କୁ ଘରର ସବୁ କାମ କରାଉଥିଲେ। ଏମିତିକି ବିଭିନ୍ନ ସମୟରେ ନିର୍ଯାତନା ଦେଉଥିଲେ ବୋଲି ଶିଶୁ ସୁରକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା।

ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ଚାଇଲ୍ଡଲାଇନ ଓ ପୁଲିସ ସହାୟତାରେ ହାବିଲଦାର ସନ୍ତୋଷ ମିର୍ଦ୍ଧାଙ୍କ ଘରେ ଚଢ଼ାଉ କରିଥିଲେ। ଏହି ଘଟଣାରେ ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପାତ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story