ବନ୍ଦ କାର୍‌ରେ ଛୁଆକୁ ଛାଡ଼ି ପଳାଇଥିଲେ ବାପାମା’...

ଢେଙ୍କାନାଳ(ରାଜଶ୍ରୀ ଶତପଥୀ):  ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି ମଧ୍ୟାହ୍ନ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଦେଢ ବର୍ଷର ଛୁଆକୁ କାର୍‌ ଭିତରେ ଛାଡ଼ି ଦେଇ ବାପାମା’ କେଉଁଆଡ଼େ ଚାଲି ଯାଇଥିଲେ। ଏହାଦେଖି ସ୍ଥାନୀୟ ଲୋକେ ମୁମୂର୍ଷୁ ଅବସ୍ଥାରେ କାର୍‌ ଭିତରୁ ଶିଶୁ କନ୍ୟାକୁ ଉଦ୍ଧାର କଲେ। ଛୁଆଟିକୁ ଗୁରୁତର ଅବସ୍ଥାରେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି  କରାଯାଇଛି। ଅପରପକ୍ଷେ କିଛି ସମୟ ପରେ ଛୁଆର ବାପାମା’ ଫେରି ସେମାନଙ୍କ ଛୁଆ ସେମାନଙ୍କ ଦାୟିତ୍ୱ […]

dkl

dkl

Jyoshna Pradhan
  • Published: Tuesday, 03 December 2019
  • Updated: 03 December 2019, 01:38 PM IST

Sports

Latest News

ଢେଙ୍କାନାଳ(ରାଜଶ୍ରୀ ଶତପଥୀ):  ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି ମଧ୍ୟାହ୍ନ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଦେଢ ବର୍ଷର ଛୁଆକୁ କାର୍‌ ଭିତରେ ଛାଡ଼ି ଦେଇ ବାପାମା’ କେଉଁଆଡ଼େ ଚାଲି ଯାଇଥିଲେ। ଏହାଦେଖି ସ୍ଥାନୀୟ ଲୋକେ ମୁମୂର୍ଷୁ ଅବସ୍ଥାରେ କାର୍‌ ଭିତରୁ ଶିଶୁ କନ୍ୟାକୁ ଉଦ୍ଧାର କଲେ। ଛୁଆଟିକୁ ଗୁରୁତର ଅବସ୍ଥାରେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି  କରାଯାଇଛି। ଅପରପକ୍ଷେ କିଛି ସମୟ ପରେ ଛୁଆର ବାପାମା’ ଫେରି ସେମାନଙ୍କ ଛୁଆ ସେମାନଙ୍କ ଦାୟିତ୍ୱ ବୋଲି କହିଛନ୍ତି।  ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି  ଏକ ଧଳା କାର୍‌  ରହିଥିଲା। ଉକ୍ତ କାର୍‌ ଭିତରେ  ଏକ ଦେଢ ବର୍ଷର ଶିଶୁ କନ୍ୟା ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ବନ୍ଦ ରହିଥିଲା। ହେଲେ କାର୍‌ ନିକଟକୁ କେହି ନ ଆସିବାରୁ ସ୍ଥାନୀୟ ଲୋକଙ୍କର ସନ୍ଦେହ ହେଲା। ସେମାନେ କାର୍‌ର କାଚ ଭାଙ୍ଗି ଶିଶୁ କନ୍ୟାଟିକୁ ଉଦ୍ଧାର କରିଥିଲେ।  ସେତେବେଳକୁ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ସଙ୍ଗେ ସଙ୍ଗେ ତାକୁ  ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

କିଛି ସମୟ ପରେ ଏକ ଦମ୍ପତ୍ତି ସେଠାରେ ପହଞ୍ଚି ଶିଶୁଟି ସେମାନଙ୍କର ବୋଲି ଦାବି କରିଥିଲେ। ସେମାନଙ୍କ ଘର ଢେଙ୍କନାଳ ସହର ଆନନ୍ଦ ନଗରଠାରେ ବୋଲି ସୂଚନା ମିଳିଛି। ଏ ସମ୍ପର୍କରେ ଉଦ୍ଧାର ଶିଶୁର ବାପା କହିଛନ୍ତି, “ମୋ ଛୁଆ ମୋ ଦାୟିତ୍ୱ। ଛୁଆର ଫିଡ୍ସ ଥିବାରୁ ଆମେ ତାକୁ ଗହଳିକୁ ନେଲୁନି। ମୋର ଇସିଜି ହେଉଥିଲା। ତେଣୁ ଆମେ ୧୧ଟା ୧୫ରେ ଛୁଆକୁ ଛାଡ଼ି ମେଡିକାଲ ଭିତରକୁ ଯାଇଥିଲୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story