‘କରୋନାରୁ ସୁସ୍ଥ ପିଲାଙ୍କଠାରେ ଶାରୀରିକ ଜଟିଳତା ଦେଖାଯାଉଛି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତବର୍ଷ ଅପେକ୍ଷା ଚଳିତବର୍ଷ କରୋନା ଅତ୍ୟନ୍ତ ଭୟଙ୍କର ହୋଇଛି। ଏଥିରେ ଶିଶୁ, କିଶୋର ଓ କିଶୋରୀମାନେ ଆକ୍ରାନ୍ତ ହେଉଛନ୍ତି। ଯଦି ଆପଣଙ୍କ ଶିଶୁକୁ କରୋନା ହୁଏ, ତାହାହେଲେ କଣ କରିବେ? ଏହାର ପରାମର୍ଶ ଦେଇଛନ୍ତି କଟକ ଶିଶୁ ଭବନର ଡାକ୍ତର ପ୍ରଭାକର ମିଶ୍ର। ସେ କହିଛନ୍ତି-“ଭାଇରସର ନୂଆ ମ୍ୟୁଟେସନ୍‌ ଯୋଗୁ ଶିଶୁ ଓ କିଶୋରମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି। ରାଜ୍ୟରେ ସମୁଦାୟ କରୋନା ରୋଗୀ ଭିତରୁ ପ୍ରାୟ ୨୦% ଶିଶୁ, କିଶୋର ଓ […]

corona

corona

Manoranjan Sial
  • Published: Wednesday, 05 May 2021
  • Updated: 05 May 2021, 05:42 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତବର୍ଷ ଅପେକ୍ଷା ଚଳିତବର୍ଷ କରୋନା ଅତ୍ୟନ୍ତ ଭୟଙ୍କର ହୋଇଛି। ଏଥିରେ ଶିଶୁ, କିଶୋର ଓ କିଶୋରୀମାନେ ଆକ୍ରାନ୍ତ ହେଉଛନ୍ତି। ଯଦି ଆପଣଙ୍କ ଶିଶୁକୁ କରୋନା ହୁଏ, ତାହାହେଲେ କଣ କରିବେ? ଏହାର ପରାମର୍ଶ ଦେଇଛନ୍ତି କଟକ ଶିଶୁ ଭବନର ଡାକ୍ତର ପ୍ରଭାକର ମିଶ୍ର।

ସେ କହିଛନ୍ତି-“ଭାଇରସର ନୂଆ ମ୍ୟୁଟେସନ୍‌ ଯୋଗୁ ଶିଶୁ ଓ କିଶୋରମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି। ରାଜ୍ୟରେ ସମୁଦାୟ କରୋନା ରୋଗୀ ଭିତରୁ ପ୍ରାୟ ୨୦% ଶିଶୁ, କିଶୋର ଓ କିଶୋରୀ ଏଥିରେ ଆକ୍ରାନ୍ତ ହେଉଛନ୍ତି। ବୟସ୍କଙ୍କ ଅପେକ୍ଷା ଶିଶୁ, କିଶୋର ଓ କିଶୋରୀଙ୍କଠାରେ ସଂକ୍ରମଣ କମ୍‌ ଦେଖାଦେଉଛି। କିନ୍ତୁ କରୋନାରୁ ସୁସ୍ଥ ହେବାର ୨ରୁ ୫ ମାସରେ ଶିଶୁ, କିଶୋର ଓ କିଶୋରୀଙ୍କଠାରେ ଶାରୀରିକ ଜଟିଳତା ଦେଖାଯାଉଛି। ଯେଉଁଥିପାଇଁ ସେମାନଙ୍କ କିଡନୀ ଓ ଫୁସଫୁସ ଗୁରୁତର ଭାବେ ପ୍ରଭାବିତ ହେଉଥିବା ଦେଖାଯାଉଛି। ଯାହାଫଳରେ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରିବାକୁ ପଡ଼ୁଛି। ଶିଶୁଙ୍କୁ ତରଳ ଝାଡ଼ା, ପେଟ ପଥା ହେବା, ବାନ୍ତି ହେବା, ଜିଭ ଲାଲ୍‌ ପଡ଼ିବା, ଆଖି ଲାଲ୍‌ ପଡ଼ିବା, ଚର୍ମ ଲାଲ ପଡ଼ିବା, କୁଣ୍ଡେଇ ହେବା ପରି ଲକ୍ଷଣ ଦେଖାଦେଉଛି।”

ସେ ଆହୁରି କହିଛନ୍ତି-“ବୟସ୍କମାନଙ୍କୁ ଦିଆଯାଉଥିବା କରୋନା ଔଷଧ ପିଲାମାନଙ୍କୁ ଦିଆଯାଇପାରିବ। ପିଲାମାନେ ପୂର୍ବରୁ ଅନେକ ଟିକା ନେଇଥିବାରୁ ଶୀଘ୍ର ଆରୋଗ୍ୟ ହେଉଛନ୍ତି। ପିଲା ଆକ୍ରାନ୍ତ ହେଲେ ମା’ର ଯତ୍ନରେ ସେ ଘରେ ଚିକିତ୍ସିତ ହୋଇପାରିବ। କିନ୍ତୁ ଆକ୍ରାନ୍ତ ଶିଶୁର ଯତ୍ନ ନେଉଥିବା ମା’ ମାସ୍କ ପିନ୍ଧିବା ସହ ସତର୍କ ରହିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story