ପିଲାଙ୍କୁ ଦିଆଯିବ ଟିକା, ତାଲିମ ନେବେ ସ୍ୱାସ୍ଥ୍ୟକର୍ମୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିଶୁମାନଙ୍କୁ କୋଭିଡ୍‌ ଟିକା ଦିଆଯିବ। ସେଥିପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ତାଲିମ। ବିନା ଛୁଞ୍ଚିରେ ଦିଆଯିବାକୁ ଥିବା ଜାଇକୋଭ୍‌ ଡି ଭ୍ୟାକ୍ସିନ୍‌ କେମିତି ପିଲାଙ୍କୁ ଦିଆଯିବ? ସେନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭିଡ଼ିଓ କନଫରେନ୍ସିଂରେ ତାଲିମ ପ୍ରଦାନ କରାଯିବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ତେବେ ପିଲାଙ୍କୁ କେଉଁ ଭ୍ୟାକ୍ସିନ ପ୍ରଥମେ ଦିଆଯିବ? ସେନେଇ କେନ୍ଦ୍ରରୁ ସବିଶେଷ ଗାଇଡ୍‌ଲାଇନ୍‌ ଆସିଲେ ରାଜ୍ୟରେ ଏନେଇ ବ୍ୟବସ୍ଥା କରାଯିବ। ରାଜ୍ୟରେ ୨ରୁ ୧୮ […]

Vaccine for child

Vaccine for child

Manoranjan Sial
  • Published: Friday, 22 October 2021
  • Updated: 22 October 2021, 08:08 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିଶୁମାନଙ୍କୁ କୋଭିଡ୍‌ ଟିକା ଦିଆଯିବ। ସେଥିପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ତାଲିମ। ବିନା ଛୁଞ୍ଚିରେ ଦିଆଯିବାକୁ ଥିବା ଜାଇକୋଭ୍‌ ଡି ଭ୍ୟାକ୍ସିନ୍‌ କେମିତି ପିଲାଙ୍କୁ ଦିଆଯିବ? ସେନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭିଡ଼ିଓ କନଫରେନ୍ସିଂରେ ତାଲିମ ପ୍ରଦାନ କରାଯିବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ତେବେ ପିଲାଙ୍କୁ କେଉଁ ଭ୍ୟାକ୍ସିନ ପ୍ରଥମେ ଦିଆଯିବ? ସେନେଇ କେନ୍ଦ୍ରରୁ ସବିଶେଷ ଗାଇଡ୍‌ଲାଇନ୍‌ ଆସିଲେ ରାଜ୍ୟରେ ଏନେଇ ବ୍ୟବସ୍ଥା କରାଯିବ। ରାଜ୍ୟରେ ୨ରୁ ୧୮ ବର୍ଷ ମଧ୍ୟରେ ପିଲାଙ୍କ ସଂଖ୍ୟା ୧ କୋଟି ୪୦ ଲକ୍ଷରୁ ଅଧିକ ରହିଛନ୍ତି। ଯଦି ସମସ୍ତଙ୍କ ସହ ପିଲାଙ୍କ ଟିକାକରଣ କରାଯାଏ, ତେବେ ରାଜ୍ୟରେ ଟିକା କେନ୍ଦ୍ର ବଢାଇବାକୁ ପଡ଼ିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।

ଜାଇକୋଭ୍‌ ଡି ଭ୍ୟାକ୍ସିନ ହେଉଛି DNA ପ୍ଲାଜମାରେ ପ୍ରସ୍ତୁତ ଟିକା। ୧୨ ବର୍ଷରୁ ଅଧିକ ବୟସ୍କଙ୍କ ଦେହରେ ଏହାର ପରୀକ୍ଷଣ ସରିଥିବା ବେଳେ ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପାଇସାରିଛି। ଅନ୍ୟପଟେ କୋଭାକ୍ସିନ ୨ରୁ ୧୮ ବର୍ଷ ବୟସ୍କଙ୍କ ଦେହରେ ପରୀକ୍ଷଣ ପରେ ସବଜେଟ୍‌ କମିଟିର ଆପ୍ରୁଭାଲ୍‌ ପାଇଥିବା ବେଳେ ଏଯାଏ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପାଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story