ଚିଲିକା ମଇଁଷି କ୍ଷୀରକୁ ନେଇ ଆସିଲା ଭଲ ଖବର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଲିକା ଅଞ୍ଚଳରେ ରହୁଥିବା ମଇଁଷି ସମଗ୍ର ଦେଶରେ ସ୍ୱତନ୍ତ୍ର ଓ ବିରଳ। ଏମାନଙ୍କ କ୍ଷୀରରେ ରହିଛି କ୍ୟାନସର ପ୍ରତିରୋଧୀ ବ୍ୟାକ୍ଟେରିଆ। କ୍ୟାନସର ସହ ସଂକ୍ରମଣ ବିରୋଧୀ ବହୁ ଉପାଦେୟ ଉପାଦନ ମଧ୍ୟ ଭରି ରହିଛି। ଏ ତଥ୍ୟ ଦେଇଛନ୍ତି ହରିୟାଣାସ୍ଥିତ ନ୍ୟାସନାଲ ବ୍ୟୁରୋ ଅଫ୍‌ ଆନିମଲ ଜେନେଟିକ୍ସ ରିସୋର୍ସ ସଂସ୍ଥାର ଗବେଷକ ଡକ୍ଟର ମହେଶ ଡିଗେ। ଡକ୍ଟର ଡିଗେ ଚିଲିକା ମଇଁଷୀଙ୍କ ଉପରେ ୭ ବର୍ଷ ଧରି ନିରବଚ୍ଛିନ୍ନ ଗବେଷଣା କରି ଆସୁଛନ୍ତି। ତାଙ୍କ […]

chilika buffalo

chilika buffalo

Manoranjan Sial
  • Published: Tuesday, 18 October 2022
  • Updated: 18 October 2022, 08:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଲିକା ଅଞ୍ଚଳରେ ରହୁଥିବା ମଇଁଷି ସମଗ୍ର ଦେଶରେ ସ୍ୱତନ୍ତ୍ର ଓ ବିରଳ। ଏମାନଙ୍କ କ୍ଷୀରରେ ରହିଛି କ୍ୟାନସର ପ୍ରତିରୋଧୀ ବ୍ୟାକ୍ଟେରିଆ। କ୍ୟାନସର ସହ ସଂକ୍ରମଣ ବିରୋଧୀ ବହୁ ଉପାଦେୟ ଉପାଦନ ମଧ୍ୟ ଭରି ରହିଛି। ଏ ତଥ୍ୟ ଦେଇଛନ୍ତି ହରିୟାଣାସ୍ଥିତ ନ୍ୟାସନାଲ ବ୍ୟୁରୋ ଅଫ୍‌ ଆନିମଲ ଜେନେଟିକ୍ସ ରିସୋର୍ସ ସଂସ୍ଥାର ଗବେଷକ ଡକ୍ଟର ମହେଶ ଡିଗେ।

ଡକ୍ଟର ଡିଗେ ଚିଲିକା ମଇଁଷୀଙ୍କ ଉପରେ ୭ ବର୍ଷ ଧରି ନିରବଚ୍ଛିନ୍ନ ଗବେଷଣା କରି ଆସୁଛନ୍ତି। ତାଙ୍କ ମତରେ ଦେଶରେ ମଇଁଷିଙ୍କର ମୋଟ ୧୯ଟି ପ୍ରଜାତି ରହିଛନ୍ତି। ସେଥିରୁ ଚିଲିକା ଅଞ୍ଚଳରେ ଦେଖାଯାଉଥିବା ମଇଁଷି ସ୍ୱତନ୍ତ୍ର। ଏମାନଙ୍କ କ୍ଷୀରରେ ମେଟାବୋଲାଇଟ୍ସ ଓ ଅନ୍ୟାନ୍ୟ ଉପକାରୀ ବ୍ୟାକ୍ଟେରିଆ ଭରି ରହିଛି। ଯାହାକି ମାନବ ଶରୀର ପାଇଁ ଅତ୍ୟନ୍ତ ଉପାଦେୟ। ଚିଲିକା ଭିତରେ ଥିବା ଦଳ ଓ ଘାସ ଖାଉଥିବାରୁ ସେମାନଙ୍କ କ୍ଷୀରରେ ଏଭଳି ଉପାଦାନ ମିଳିଥାଏ। ଡକ୍ଟର ଡିଗେ ପୂର୍ବରୁ ଗୋଟିଏ ଦୁଇଟି ମଇଁଷିଙ୍କ କ୍ଷୀର ନମୂନା ସଂଗ୍ରହ କରୁଥିବା ବେଳେ ଏଥର ଏ ଅଞ୍ଚଳରୁ ପ୍ରାୟ ୨୦ଟି ମଇଁଷୀଙ୍କ କ୍ଷୀର ନମୂନା ସଂଗ୍ରହ କରି ନେଇଛନ୍ତି।

ଚିଲିକା ମଇଁଷିଙ୍କ ଉପରେ ପୂର୍ବରୁ ଗବେଷଣା କରି ଏମାନେ ବିରଳ ପ୍ରଜାତିର ବୋଲି ପ୍ରଥମେ ତଥ୍ୟ ପାଇଥିଲେ ଓୟୁଏଟିର ଆନିମଲ ଜେନେଟିକ୍‌ ବିଭାଗର ବରିଷ୍ଠ ଗବେଷକ ପ୍ରଫେସର ସୁଶାନ୍ତ ଦାସ। ତାଙ୍କ ମତରେ ଭାରତରେ ଦେଖାଦେଉଥିବା ବିଭିନ୍ନ ପ୍ରଜାତିର ମଇଁଷୀଙ୍କ ମଧ୍ୟରୁ ଚିଲିକା ମଇଁଷିଙ୍କ କ୍ଷୀରରେ ରହିଛି ଅଧିକ ପରିମାଣର ଓମେଗା ଥ୍ରୀ ଫ୍ୟାଟି ଏସିଡ୍‌। ସେମାନଙ୍କ କ୍ଷୀରରେ ଆଉ ୩ଟି ଅତି ଉପକାରୀ ଉପାଦାନ ସହ ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିର ଅତ୍ୟଧିକ କ୍ଷମତା ରଖେ। ଯାହା ଅନ୍ୟ ମଇଁଷୀଙ୍କଠାରେ ଦେଖାଯାଏନି ପ୍ରଫେସର ଦାସ ମତବ୍ୟକ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story