ଦେଶପ୍ରେମ ଆଗରେ ତୁଚ୍ଛ ହେଲା ବେପାର: ଚୀନ୍‌ ଜିନିଷ କିଣିବେନି କି ବିକିବେନି ଓଡ଼ିଶା ବେପାରୀ

କଟକ: ଦେଶପ୍ରେମ ଆଗରେ ତୁଚ୍ଛ ହେଲା ବେପାର। ଚୀନ୍‌ ଜିନିଷ କିଣିବେ ନାହିଁ କି ବିକିବେ ନାହିଁ। କଟକ ମାଲଗୋଦାମରେ ଆୟୋଜିତ ବ୍ୟବସାୟୀ ମହାସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜନସାଧାରଣଙ୍କୁ ମଧ୍ୟ ସଚେତନ କରିବା ପାଇଁ ଗୋଟିଏ ଦିନ ରାଜ୍ୟରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ମହାସଂଘ ଖୁବଶୀଘ୍ର ଭୁବନେଶ୍ୱରରରେ ବ୍ୟବସାୟୀ ମହାସଂଘର ସାଧାରଣ ପରିଷଦ ବୈଠକ ବସିବ। କେଉଁ ଦିନ ରାଜ୍ୟବ୍ୟାପୀ ସମସ୍ତ ଦୋକାନ ବନ୍ଦ ରହିବ […]

BL03PANI1_825356f

Rakesh Mallick
  • Published: Saturday, 22 July 2017
  • , Updated: 22 July 2017, 05:58 PM IST

କଟକ: ଦେଶପ୍ରେମ ଆଗରେ ତୁଚ୍ଛ ହେଲା ବେପାର। ଚୀନ୍‌ ଜିନିଷ କିଣିବେ ନାହିଁ କି ବିକିବେ ନାହିଁ। କଟକ ମାଲଗୋଦାମରେ ଆୟୋଜିତ ବ୍ୟବସାୟୀ ମହାସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜନସାଧାରଣଙ୍କୁ ମଧ୍ୟ ସଚେତନ କରିବା ପାଇଁ ଗୋଟିଏ ଦିନ ରାଜ୍ୟରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ମହାସଂଘ ଖୁବଶୀଘ୍ର ଭୁବନେଶ୍ୱରରରେ ବ୍ୟବସାୟୀ ମହାସଂଘର ସାଧାରଣ ପରିଷଦ ବୈଠକ ବସିବ। କେଉଁ ଦିନ ରାଜ୍ୟବ୍ୟାପୀ ସମସ୍ତ ଦୋକାନ ବନ୍ଦ ରହିବ ତାହା ବୈଠକରେ ସ୍ଥିର ହେବ। ସୀମାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବାରମ୍ବାର ଆକ୍ରମଣ ଧମକ ଦେଉଛି ଚୀନ୍, ତେଣୁ ବ୍ୟବସାୟୀ ମହାସଂଘ ଏହି ନିଷ୍ପିତ୍ତି ହୋଇଛି।

Related story