ବନ୍ଦ ହେଲା ଚିଟ୍‌ଫଣ୍ଡ କମିଶନଙ୍କ କାର୍ଯ୍ୟାଳୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବନ୍ଦ ହେଲା ଚିଟ୍‌ଫଣ୍ଡ କମିଶନଙ୍କ କାର୍ଯ୍ୟାଳୟ। ଆଜିଠାରୁ ବିଧିବଦ୍ଧ ଭାବେ ଚିଟ୍‌ଫଣ୍ଡ କମିଶନଙ୍କ କାର୍ଯ୍ୟାଳୟରେ ତାଲା ପଡିଛି। ଗତ ମାର୍ଚ୍ଚ ୪ ତାରିଖରେ ଜଷ୍ଟିସ ଏମ୍‌.ଏମ୍‌ ଦାସ କମିଶନଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଏହାକୁ ବୃଦ୍ଧି କରାଯାଇନଥିଲା। କମିଶନ କାର୍ଯ୍ୟାଳୟକୁ ନିଜେ ଆସିବା ବନ୍ଦ କରିଥିଲେ ମଧ୍ୟ ଅନ୍ୟ ସମସ୍ତ କାର୍ମଚାରୀ କାର୍ଯ୍ୟରେ ଯୋଗ ଦେଉଥିଲେ।  ଡିଜିଟାଇଜେସନ୍‌ ହେଉ ବା ଆନୁଷଙ୍ଗିକ କାର୍ଯ୍ୟ ପୂର୍ବ ଭଳି ଜାରି ରହିଥିଲା। କମିଶନଙ୍କ କାର୍ଯ୍ୟକାଳ […]

chitfund loose may be return their money

Manoranjan Sial
  • Published: Saturday, 18 July 2020
  • Updated: 18 July 2020, 06:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବନ୍ଦ ହେଲା ଚିଟ୍‌ଫଣ୍ଡ କମିଶନଙ୍କ କାର୍ଯ୍ୟାଳୟ। ଆଜିଠାରୁ ବିଧିବଦ୍ଧ ଭାବେ ଚିଟ୍‌ଫଣ୍ଡ କମିଶନଙ୍କ କାର୍ଯ୍ୟାଳୟରେ ତାଲା ପଡିଛି। ଗତ ମାର୍ଚ୍ଚ ୪ ତାରିଖରେ ଜଷ୍ଟିସ ଏମ୍‌.ଏମ୍‌ ଦାସ କମିଶନଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଏହାକୁ ବୃଦ୍ଧି କରାଯାଇନଥିଲା। କମିଶନ କାର୍ଯ୍ୟାଳୟକୁ ନିଜେ ଆସିବା ବନ୍ଦ କରିଥିଲେ ମଧ୍ୟ ଅନ୍ୟ ସମସ୍ତ କାର୍ମଚାରୀ କାର୍ଯ୍ୟରେ ଯୋଗ ଦେଉଥିଲେ।  ଡିଜିଟାଇଜେସନ୍‌ ହେଉ ବା ଆନୁଷଙ୍ଗିକ କାର୍ଯ୍ୟ ପୂର୍ବ ଭଳି ଜାରି ରହିଥିଲା।

କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ନ ହେବା ସ୍ପଷ୍ଟ ହେବା ପରେ କାର୍ଯ୍ୟାଳୟ ବନ୍ଦ କରିବା ଲାଗି କମିଶନ ରାଜ୍ୟ ସରକାରଙ୍କୁ ଗତ ଜୁନ ୧୭ ତାରିଖରେ ଚିଠି ଲେଖି ଜଣାଇଥିଲେ। କାର୍ଯ୍ୟାଳୟରେ ଥିବା ସମସ୍ତ ମୂଲ୍ୟବାନ ଆସବାବ ପତ୍ର, ଉପକରଣ ଓ ଜମାକାରୀଙ୍କଠାରୁ ଗ୍ରହଣ କରାଯାଇଥିବା ସତ୍ୟପାଠ ଗୁଡିକୁ ଦାୟିତ୍ୱକୁ ନେବା ଲାଗି କମିଶନ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ। ମାସେ ଭିତରେ ସମସ୍ତ ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟା ଶେଷ କରିବାକୁ କମିଶନ ଚିଠିରେ ଉଲ୍ଲେଖ କରିଥିଲେ। ଗତକାଲି ଏହି ଅବଧି ଶେଷ ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ କୌଣସି ଉତ୍ତର ମିଳିନଥିଲା। ଫଳରେ ଆଜିଠାରୁ କମିଶନଙ୍କ କାର୍ଯ୍ୟାଳୟ ବନ୍ଦ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story