ଚିଟ୍‌ଫଣ୍ଡ ଠକଙ୍କ ନୂଆ ଫର୍ମୁଲା: ଦୋଷ ସ୍ୱୀକାର କର, ଖସି ଯାଅ

ଭୁବନେଶ୍ୱର: ଚିଟ୍‌ଫଣ୍ଡ ଠକାମୀରେ ଫସି ଥିବା ଅଭିଯୁକ୍ତମାନେ ଦୋଷ ସ୍ୱୀକାର ଫର୍ମୁଲାକୁ ଆପଣେଇଛନ୍ତି। ଜଣକ ପରେ ଜଣେ ଅଭିଯୁକ୍ତ କୋର୍ଟରେ ଦୋଷ ସ୍ୱୀକାର କରି ଜେଲରୁ ମୁକୁଳିବାକୁ ଏକମାତ୍ର ରାସ୍ତା ବାଛି ନେଉଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ସିବିଆଇ ଉପରେ ନିର୍ଭର କରୁଥିବା ଜମାକାରୀ କଣ ସେମାନଙ୍କ କଷ୍ଟ ଉପାର୍ଜିତ ଅର୍ଥ ଫେରି ପାଇବେ? ଚିଠ୍‌ଫଣ୍ଡ୍‌ କମ୍ପାନୀ ମାଇକ୍ରୋ ଫାଇନାନ୍ସ ୫୦୦ କୋଟିରୁ ଅଧିକ ଟଙ୍କା ଠକି ନେଇଛି। ଏହି ଫ୍ରଡ୍ ସଂସ୍ଥାର ମୁଖ୍ୟ ଦୁର୍ଗା […]

nabadeanta chitfund

nabadeanta chitfund

Rakesh Mallick
  • Published: Wednesday, 19 July 2017
  • Updated: 19 July 2017, 08:22 PM IST

Sports

Latest News

ଭୁବନେଶ୍ୱର: ଚିଟ୍‌ଫଣ୍ଡ ଠକାମୀରେ ଫସି ଥିବା ଅଭିଯୁକ୍ତମାନେ ଦୋଷ ସ୍ୱୀକାର ଫର୍ମୁଲାକୁ ଆପଣେଇଛନ୍ତି। ଜଣକ ପରେ ଜଣେ ଅଭିଯୁକ୍ତ କୋର୍ଟରେ ଦୋଷ ସ୍ୱୀକାର କରି ଜେଲରୁ ମୁକୁଳିବାକୁ ଏକମାତ୍ର ରାସ୍ତା ବାଛି ନେଉଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ସିବିଆଇ ଉପରେ ନିର୍ଭର କରୁଥିବା ଜମାକାରୀ କଣ ସେମାନଙ୍କ କଷ୍ଟ ଉପାର୍ଜିତ ଅର୍ଥ ଫେରି ପାଇବେ?

ଚିଠ୍‌ଫଣ୍ଡ୍‌ କମ୍ପାନୀ ମାଇକ୍ରୋ ଫାଇନାନ୍ସ ୫୦୦ କୋଟିରୁ ଅଧିକ ଟଙ୍କା ଠକି ନେଇଛି। ଏହି ଫ୍ରଡ୍ ସଂସ୍ଥାର ମୁଖ୍ୟ ଦୁର୍ଗା ପ୍ରସାଦ ମିଶ୍ରଙ୍କୁ ଗତକାଲି ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଦଣ୍ଡିତ ହୋଇଛନ୍ତି। କୋର୍ଟ ତାଙ୍କୁ ୩ବର୍ଷ ଜେଲ୍ ଦଣ୍ଡ ଦେଇଛନ୍ତି। ଏଥିସହ  ୨୧୫ କୋଟିର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ଅଶୋକ ପଟ୍ଟନାୟକଙ୍କୁ କୋର୍ଟ ସାଢେ ୩ ବର୍ଷ ଜେଲ ଦଣ୍ଡ ଦେଇଛନ୍ତି। ଏଥିସହ ୧୦୫ କୋଟିର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଉଭୟ ଅଭିଯୁକ୍ତ ଇତି ମଧ୍ୟରେ ଅଢେଇ ବର୍ଷରୁ ଅଧିକ ସମୟ ଜେଲ୍‌ ଦଣ୍ଡ ଭୋଗି ସାରିଲେଣି। ଯଦି ଦଣ୍ଡକୁ ହିସାବ କରାଯାଏ ତାହାହେଲେ ଅଭିଯୁକ୍ତମାନେ ଖୁବଶୀଘ୍ର ମୁକୁଳିଯିବେ।

ଅର୍ଥତତ୍ତ୍ୱ(ଏଟି) ୪୦୦ କୋଟିରୁ ଅଧିକ ଟଙ୍କା ଠକି ନେଇଥଲା। ଏନେଇ ଅଭିଯୋଗ ହେବା ପରେ ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀ ଗିରଫ ହୋଇଥିଲେ। ପ୍ରଦୀପ ଦୋଷ ସ୍ୱୀକାର କରିବା ପରେ କୋର୍ଟ ତାଙ୍କୁ ୭ ବର୍ଷ ଜେଲ ଦଣ୍ଡା ଦେଶ ଦେଇଛନ୍ତି। ଏଥିସହ ୨୫୯ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଇତି ମଧ୍ୟରେ ପ୍ରଦୀପ ୪ ବର୍ଷ ଜେଲରେ ବିତେଇ ସାରିଲେଣି। ଆଉ ମାତ୍ର ୩ ବର୍ଷ ପରେ ଖଲାସ ହେବେ। ତେବେ ଏଠି ପ୍ରଶ୍ନ ଉଠୁଛି, କୋଟି କୋଟି ଟଙ୍କାର ସ୍କାମ୍ କରି ଏମିତି ଜଣକ ପରେ ଜଣେ ଠକ ଜେଲରୁ ମୁକୁଳିଗଲେ ଜମାକାରୀ ସେମାନଙ୍କ ଅର୍ଥ ପାଇବେ ତ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story