ଚିଟଫଣ୍ଡ ଠକେଇ ତଦନ୍ତର ସମୀକ୍ଷା କରିବେ ସିବିଆଇର ଇଷ୍ଟଜୋନ୍ ଜଏଣ୍ଟ ଡାଇରେକ୍ଟର ଅମରେନ୍ଦ୍ର ସିଂହ

ଭୁବନେଶ୍ୱର: ଭୁବନେଶ୍ୱରରେ ସିବିଆଇର ଇଷ୍ଟଜୋନ୍ ଜଏଣ୍ଟ ଡାଇରେକ୍ଟର ଅମରେନ୍ଦ୍ର ସିଂହ ଚିଠଫଣ୍ଡ ଠକେଇ ତଦନ୍ତର ଅଗ୍ରଗତି ନେଇ ସମୀକ୍ଷା କରିବାକୁ ଭୁବନେଶ୍ୱର ଆସିଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ସିବିଆଇ ଆଇଓଙ୍କ ସହ ଚିଟଫଣ୍ଡ ତଦନ୍ତର ଅଗ୍ରଗତି ନେଇ ଆଲୋଚନା କରିବେ।

CBI-Bhubaneswar

Rakesh Mallick
  • Published: Wednesday, 23 December 2015
  • , Updated: 23 December 2015, 09:41 AM IST

Related story