ଦେବୀଙ୍କ ପରେ ଆଗକୁ କାହା ପାଳି ପଡ଼ିବ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିସୋର୍ ଲିଙ୍କ୍ରେ ବରିଷ୍ଠ ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବି ଆଇ ରେଡ୍ ପରେ ବିଜେଡିରେ ଛାନିଆ । ଆଗକୁ କାହା ପାଳି ପଡିବ? ସିବିଆଇ ତାର ତଦନ୍ତ ଆଗକୁ ବଢ଼ାଇବା ପରେ ଚିଟ୍ଫଣ୍ଡ ଲିଙ୍କ୍ରେ ପୂର୍ବରୁ ଜେରା ହୋଇଥିବା ଓ ସମନ ପାଇଥିବା ବିଜେଡିର କିଛି ହେଭିଓ୍ୱଟ୍ ନେତାଙ୍କ ଛାତି ଏବେ ଧଡ଼ଧଡ଼  । ସିବିଆଇ ଆଗ ଭଳି କେବଳ ଜଣେ ଦୁଇଜଣଙ୍କୁ ଜେରା କରି ରହିଯିବ ନା ଏଥର ତଦନ୍ତକୁ ନିର୍ଣ୍ଣାୟକ […]

debi-mishra

debi-mishra

Tapas Behera
  • Published: Saturday, 19 September 2020
  • Updated: 19 September 2020, 07:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିସୋର୍ ଲିଙ୍କ୍ରେ ବରିଷ୍ଠ ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବି ଆଇ ରେଡ୍ ପରେ ବିଜେଡିରେ ଛାନିଆ । ଆଗକୁ କାହା ପାଳି ପଡିବ? ସିବିଆଇ ତାର ତଦନ୍ତ ଆଗକୁ ବଢ଼ାଇବା ପରେ ଚିଟ୍ଫଣ୍ଡ ଲିଙ୍କ୍ରେ ପୂର୍ବରୁ ଜେରା ହୋଇଥିବା ଓ ସମନ ପାଇଥିବା ବିଜେଡିର କିଛି ହେଭିଓ୍ୱଟ୍ ନେତାଙ୍କ ଛାତି ଏବେ ଧଡ଼ଧଡ଼  । ସିବିଆଇ ଆଗ ଭଳି କେବଳ ଜଣେ ଦୁଇଜଣଙ୍କୁ ଜେରା କରି ରହିଯିବ ନା ଏଥର ତଦନ୍ତକୁ ନିର୍ଣ୍ଣାୟକ ମୋଡ଼ ପର୍ଯ୍ୟନ୍ତ ନେବାକୁ ପ୍ରୟାସ କରିବ? ସେପଟେ ସିବିଆଇ ଫେରିବା ପରେ ଜୋର୍ ଧରିଛି ରାଜ୍ୟ ରାଜନୀତି ।

ସିସୋର୍  ଲିଙ୍କ୍ରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱଳ ଗିରଫ ହୋଇଥିଲେ । ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ଅନେକ ଥର ଜେରା ହୋଇସାରିଛି । ଦେବୀ ମିଶ୍ରଙ୍କ ସହଯୋଗୀ ଦିଲ୍ଲୀପ ମିଶ୍ର ଓ ବିଜେଡି ନେତା ପ୍ରଫୁଲ୍ଲ ସିଂଙ୍କୁ ବି ଜେରା କରାଯାଇଛି । ତାଛଡ଼ା ନବୀନ ନିବାସରେ କାର୍ଯ୍ୟରତ ସରୋଜ ସାହୁଙ୍କୁ ସିବିଆଇ ଜେରା କରିବା ସହ ତାଙ୍କ ଘରେ ମଧ୍ୟ ରେଡ୍ କରିଥିଲା । ତେଣେ ବର୍ତ୍ତମାନର କୃଷିମନ୍ତ୍ରୀ ଅରୁଣ ସାହୁ ଓ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ମଧ୍ୟ ସମନ କରିଥିଲା ସିବିଆଇ ଏସବୁ ନେତାଙ୍କ ଉପରେ ସିବିଆଇ ଖଣ୍ଡା ଝୁଲୁଥିବାରୁ ସେମାନଙ୍କ ପାଇଁ ଆଗକୁ ବିପଦ ବଢ଼ିପାରେ ।

ସେପଟେ ଏଟି ଲି ଲିଙ୍କ୍ରେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଗିରଫ ହୋଇଥିବାବେଳେ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ବି ଜେରା କରିସାରିଛି ସିବିଆଇ । ଏହି ମାମଲାରେ ସଂଜୟ ଦାସବର୍ମାଙ୍କୁ ବି ସମନ ହୋଇଥିଲା । ମେ ୨୦୧୪ରୁ ଅର୍ଥାତ୍ ୭ ବର୍ଷରୁ ଅଧିକ ସମୟ ଧରି ୪୪ କଂପାନୀର ଚିଟଫଣ୍ଡ୍ ଦୁର୍ନୀତି ମାମଲାର ତଦନ୍ତ ଚାଲିଛି । ହେଲେ କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ତେଣୁ ମଝିରେ ମଝିରେ ସିବିଆଇର ଏଭଳି ଜେରା ଓ ନୋଟିସ୍କୁ ନେଇ ପ୍ରଶ୍ନ ଉଠୁଛି । ତେବେ ଆଇନ ବିଶେଷଜ୍ଞଙ୍କ ମତରେ ସିବିଆଇ ଯେତବେଳେ ଚାହିଁବ ତଦନ୍ତ କରିପାରିବ ଏଥିରେ କୌଣସି ଅସୁବିଧା ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story