‘୪୦୦ ଜିଲ୍ଲାରେ ପହଞ୍ଚିସାରିଲାଣି ସିଟି ଗ୍ୟାସ୍‌ ବିତରଣ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବରୁ ସମଗ୍ର ଦେଶରେ ପ୍ରାୟ ୯୦ଟି ଜିଲ୍ଲାରେ ସିଟି ଗ୍ୟାସ୍‌ ବିତରଣ (ସିଜିଡି) ପହଞ୍ଚିଥିଲା। ନୂଆ ସରକାର ଆସିବା ପରେ ଏହା ବୃଦ୍ଧି ପାଇ ୪୦୦ ଜିଲ୍ଲାରେ ପହଞ୍ଚି ସାରିଲାଣି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି,“ବର୍ଜ୍ୟବସ୍ତୁରୁ ବାୟୋ ସିଏନ୍‌ଜି ଓ ବାୟୋ ଗ୍ୟାସ୍‌ ତିଆରି ହୋଇପାରିବ। ଏଥିପାଇଁ କଞ୍ଚାମାଲ୍‌ର ଆବଶ୍ୟକତା ନାହିଁ। ବର୍ଷକ ପୂର୍ବରୁ ବାୟୋ ସିଏନ୍‌ଜି ଉପରେ କେବଳ […]

petrol

petrol

Manoranjan Sial
  • Published: Wednesday, 27 February 2019
  • Updated: 27 February 2019, 10:26 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବରୁ ସମଗ୍ର ଦେଶରେ ପ୍ରାୟ ୯୦ଟି ଜିଲ୍ଲାରେ ସିଟି ଗ୍ୟାସ୍‌ ବିତରଣ (ସିଜିଡି) ପହଞ୍ଚିଥିଲା। ନୂଆ ସରକାର ଆସିବା ପରେ ଏହା ବୃଦ୍ଧି ପାଇ ୪୦୦ ଜିଲ୍ଲାରେ ପହଞ୍ଚି ସାରିଲାଣି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି,“ବର୍ଜ୍ୟବସ୍ତୁରୁ ବାୟୋ ସିଏନ୍‌ଜି ଓ ବାୟୋ ଗ୍ୟାସ୍‌ ତିଆରି ହୋଇପାରିବ। ଏଥିପାଇଁ କଞ୍ଚାମାଲ୍‌ର ଆବଶ୍ୟକତା ନାହିଁ। ବର୍ଷକ ପୂର୍ବରୁ ବାୟୋ ସିଏନ୍‌ଜି ଉପରେ କେବଳ ଚର୍ଚ୍ଚା ହେଉଥିଲା। ମାତ୍ର ଏବେ ଏହି କ୍ଷେତ୍ରରେ ୧୦୦ଟି କମ୍ପାନୀ ନିର୍ମାଣ କରିବାର ପଦକ୍ଷେପ ନେଇ ନେଟୱର୍କ ତିଆରି ସରିଲାଣି। ଏହି ପ୍ରକଳ୍ପ ଆଗାମୀ ୬ ମାସ ମଧ୍ୟରେ ବୃଦ୍ଧି ପାଇବ। ୧୦୦ରୁ ଏହି ସଂଖ୍ୟା ୫୦୦୦ କରିବାର ଲକ୍ଷ୍ୟ ରଖାଯାଇଛି। ଦେଶର ପ୍ରତି ଜିଲ୍ଲାରେ ହାରାହାରି ୧୦ଟି ପ୍ଲାଣ୍ଟ୍‌ କରିବାର ଆବଶ୍ୟକତା ରହିଛି।”

ଶ୍ରୀ ପ୍ରଧାନ କହିଛନ୍ତି, “ବାୟୋ ସିଏନ୍‌ଜି ଓ ବାୟୋ ଗ୍ୟାସ୍‌ ତିଆରି ତିଆରି ପାଇଁ ବଡ଼ବଡ଼ ସହରରେ ୧୦୦ ପ୍ଲାଣ୍ଟ୍‌ ନିର୍ମାଣ ହେଲେ ଅନେକ ସୁବିଧା ମିଳିପାରିବ। ୨୦୨୩ ସୁଦ୍ଧା ଦେଶରେ ୫୦୦୦ ସିବିଜି ପ୍ରକଳ୍ପ ହେବା ଉଚିତ। ଏଥିରେ ହାରାହାରି କ୍ୟାପିଟାଲ୍‌ ୧ ଲକ୍ଷ ୧୭ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ପ୍ରକଳ୍ପ ହେବା ଦ୍ୱାରା ଦେଶର ସମସ୍ତ ବର୍ଜ୍ୟବସ୍ତୁ ସଫା ହୋଇଯିବ। ଏହାଛଡ଼ା ପ୍ରଦୂଷଣ ନିୟନ୍ତ୍ରଣ, ନୂଆ ନିଯୁକ୍ତି ସୃଷ୍ଟି ଓ ପ୍ରଦୂଷଣ ମୁକ୍ତ ଇନ୍ଧନ ତିଆରି ମଧ୍ୟ ସମ୍ଭବ ହୋଇପାରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story