ବେଶୀ ଦେଖେଇ ହେଉଛୁ...ଏତକ କହି ଭରାସଭାରେ ସମିତି ସଭ୍ୟଙ୍କୁ ପିଟିଲେ

ଜୟପୁର(ଓଡ଼ିଶା ରିପୋର୍ଟର):ପଞ୍ଚାୟତ ସମିତି ବୈଠକରେ ହାତାହାତି। ପଞ୍ଚାୟତ ସମିତି ସଭ୍ୟଙ୍କୁ ପିଟିଲେ ଜିଲ୍ଲା ପରିଷଦ ସଭ୍ୟ। ଗୁଣପୁର ପଞ୍ଚାୟତ ସମିତି ବୈଠକରେ ଏଭଳି ଘଟଣା ଘଟିଛି। ପଞ୍ଚାୟତ ସମିତି ସଭ୍ୟ ଶ୍ରୀଧର ଶବର ଏବଂ ଜିଲ୍ଲା ପରିଷଦ ସଭ୍ୟ ଅଶ୍ୱିନୀ ଗମାଙ୍ଗମଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛିା ସୂଚନା ଅନୁଯାୟୀ, ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଆଜି ଗୁଣୁପୁର ପଞ୍ଚାୟତ ସମିତି ବୈଠକ ଥିଲା। ନିୟମ ଅନୁଯାୟୀ ଗୁଣପୁର ବ୍ଲକର ୧୯ ଜଣ ସରପଞ୍ଚ, ୧୯ ଜଣ ସମିତି ସଭ୍ୟ […]

540

540

Tapas Behera
  • Published: Wednesday, 21 August 2019
  • Updated: 21 August 2019, 05:05 PM IST

Sports

Latest News

ଜୟପୁର(ଓଡ଼ିଶା ରିପୋର୍ଟର):ପଞ୍ଚାୟତ ସମିତି ବୈଠକରେ ହାତାହାତି। ପଞ୍ଚାୟତ ସମିତି ସଭ୍ୟଙ୍କୁ ପିଟିଲେ ଜିଲ୍ଲା ପରିଷଦ ସଭ୍ୟ। ଗୁଣପୁର ପଞ୍ଚାୟତ ସମିତି ବୈଠକରେ ଏଭଳି ଘଟଣା ଘଟିଛି। ପଞ୍ଚାୟତ ସମିତି ସଭ୍ୟ ଶ୍ରୀଧର ଶବର ଏବଂ ଜିଲ୍ଲା ପରିଷଦ ସଭ୍ୟ ଅଶ୍ୱିନୀ ଗମାଙ୍ଗମଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛିା

ସୂଚନା ଅନୁଯାୟୀ, ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଆଜି ଗୁଣୁପୁର ପଞ୍ଚାୟତ ସମିତି ବୈଠକ ଥିଲା। ନିୟମ ଅନୁଯାୟୀ ଗୁଣପୁର ବ୍ଲକର ୧୯ ଜଣ ସରପଞ୍ଚ, ୧୯ ଜଣ ସମିତି ସଭ୍ୟ ସହ ୨ ଜଣ ଜିଲ୍ଲାପରିଷଦ ସଭ୍ୟ ରହିବା କଥା। କିନ୍ତୁ ଆଜିର ବୈଠକରେ ୮ ଜଣ ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ଜଣେ ଜିଲ୍ଲାପରିଷଦ ସଭ୍ୟ ଓ ବିଧାୟକ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ସମିତି ସଭ୍ୟ ଶ୍ରୀଧର ଶବର କହିଥିଲେ ଯେ, ଆଜି କୋରମ ଅଭାବ ରହିଛି। ତେଣୁ ବୈଠକକୁ ବାତିଲ କରାଯାଉ। ବୈଠକରେ ସେ ଏକଥାକୁ ବାରମ୍ବାର ଦାବି କରିଥିଲେ।

ଏଥିରେ ଉତ୍‌କ୍ଷିପ୍ତ ହୋଇ ଅଶ୍ୱିନୀ ଗମାଙ୍ଗ ତାଙ୍କ ପାଖକୁ ଆସିଥିଲେ ଏବଂ ବେଶୀ ଦେଖେଇ ହେଉଛୁ କହି ତାଙ୍କୁ ହଠାତ୍‌ ପିଟିଥିଲେ। ବେଶ କିଛି ସମୟ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ମାଡ଼ମରାମରି ଚାଲିଥିଲା। ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଉପସ୍ଥିତ ଲୋକେ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story