‘ବିଶ୍ୱବିଦ୍ୟାଳୟ, କଲେଜରେ ହେବାକୁଥିବା ପାଠପଢ଼ାର ରେକର୍ଡ ଭର୍ସନ ରହିବ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ। ଜାନୁଆରୀ ୧୧ ତାରିଖରୁ କେବଳ +୩ ଫାଇନାଲ୍‌ ଓ ପିଜିର ଶେଷ କ୍ଲାସ୍‌ ହେବ। ଏହି ଦୁଇ ଶ୍ରେଣୀର ପିଲାମାନେ ଆସି କ୍ଲାସ କରିପାରିବେ। କ୍ଲାସ୍‌ ରୁମ୍‌ରେ ହେଉଥିବା ପାଠପଢ଼ାର ରେକର୍ଡ ଭର୍ସନ ରହିବ ବୋଲି କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ଶ୍ରୀ ସାହୁ କହିଛନ୍ତି-“+୩ ଶେଷବର୍ଷର ପଞ୍ଚମ ସେମିଷ୍ଟାର ପରୀକ୍ଷା ମାର୍ଚ୍ଚ ୧୬ ତାରିଖରେ ଆରମ୍ଭ ହୋଇ ୩୧ ତାରିଖରେ ସରିବ। ଫାଇନାଲ୍‌ […]

aruna-sahoo

aruna-sahoo

Manoranjan Sial
  • Published: Sunday, 03 January 2021
  • Updated: 03 January 2021, 09:18 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ। ଜାନୁଆରୀ ୧୧ ତାରିଖରୁ କେବଳ +୩ ଫାଇନାଲ୍‌ ଓ ପିଜିର ଶେଷ କ୍ଲାସ୍‌ ହେବ। ଏହି ଦୁଇ ଶ୍ରେଣୀର ପିଲାମାନେ ଆସି କ୍ଲାସ କରିପାରିବେ। କ୍ଲାସ୍‌ ରୁମ୍‌ରେ ହେଉଥିବା ପାଠପଢ଼ାର ରେକର୍ଡ ଭର୍ସନ ରହିବ ବୋଲି କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।

ଶ୍ରୀ ସାହୁ କହିଛନ୍ତି-“+୩ ଶେଷବର୍ଷର ପଞ୍ଚମ ସେମିଷ୍ଟାର ପରୀକ୍ଷା ମାର୍ଚ୍ଚ ୧୬ ତାରିଖରେ ଆରମ୍ଭ ହୋଇ ୩୧ ତାରିଖରେ ସରିବ। ଫାଇନାଲ୍‌ ସେମିଷ୍ଟାର ପରୀକ୍ଷା ଜୁନ ୧୬ରୁ ଆରମ୍ଭ ହୋଇ ୩୦ ତାରିଖରେ ସରିବ। ସେହିପରି ପିଜି ଶେଷ ବର୍ଷର ୩ୟ ସେମିଷ୍ଟାର ମାର୍ଚ୍ଚ ୧୬ରୁ ଆରମ୍ଭ ହୋଇ ୩୧ ତାରିଖରେ ସରିବ। ଫାଇନାଲ୍‌ ସେମିଷ୍ଟାର ଜୁନ ୧୬ରେ ଆରମ୍ଭ ହୋଇ ୩୦ ତାରିଖରେ ସରିବ। ଯେଉଁମାନଙ୍କର ସେମିଷ୍ଟାର ବ୍ୟବସ୍ଥା ନାହିଁ, ସେମାନଙ୍କର ପରୀକ୍ଷା ଜୁନ ୧୧ରେ ଆରମ୍ଭ ହୋଇ ଜୁନ ୩୦ରେ ସରିବ।”

ସେ ଆହୁରି କହିଛନ୍ତି-“କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ କ୍ଲାସ ହେବ। କ୍ଲାସ୍‌ ରୁମ୍‌ରେ ହେଉଥିବା ପାଠପଢ଼ାର ରେକର୍ଡ ଭର୍ସନ ରହିବ। ଯାହାଫଳରେ କୌଣସି ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଲେ, ସେଥିରୁ ଶିକ୍ଷା ଲାଭ କରିପାରିବେ। ନିଷ୍ପତ୍ତି ଅନୁସାରେ କେବଳ +୩ ଓ ପିଜିର ଶେଷ ବର୍ଷର ପିଲାମାନେ ଆସିବେ। ଅନ୍ୟ ପିଲାମାନେ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଆସିବେ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story