ମୃତ୍ୟୁ ସାଟିର୍ଫିକେଟ କରାଇଦେବାକୁ ନେଉଥିଲେ ଲାଞ୍ଚ, କିରାଣୀ ଓ ଆରଆଇଙ୍କୁ ଧରିଲା ଭିଜିଲାନ୍ସ

ଖୋର୍ଦ୍ଧା/ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ମୃତ୍ୟୁ ସାର୍ଟିଫିକେଟ କରାଇଦେବାକୁ ନେଉଥିଲେ ଲାଞ୍ଚ। ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାକ୍ତରଖାନା କିରାଣୀ ଓ ଆରଆଇ। ଆଜି ଏହି ଦୁଇଟି ଘଟଣା ଭିନ୍ନଭିନ୍ନ ସ୍ଥାନରେ ଘଟିଛି। ଗୋଟିଏ ଖୋର୍ଦ୍ଧାରେ ଘଟିଥିବା ବେଳେ ଅନ୍ୟଟି ବାଲେଶ୍ୱରରେ ଘଟିଛି। ଗିରଫ ଦୁଇଜଣଙ୍କ ଭିତରୁ ଜଣେ ହେଲେ ଖୋର୍ଦ୍ଧା ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କିରାଣୀ ଅନୁପ ଶତପଥୀ। ଅନ୍ୟଜଣକ ହେଲେ ବାଲେଶ୍ୱର ସଦର ବଇଞ୍ଚା ରାଜସ୍ୱ କାର୍ଯ୍ୟାଳୟର ଆରଆଇ ଡଲି ସେଠୀ। ସୂଚନା ମୁତାବକ, ଖୋର୍ଦ୍ଧାରେ ଧରାପଡ଼ିଥିବା ଲାଞ୍ଚୁଆ […]

vigilance

vigilance

Niranjan Mishra
  • Published: Tuesday, 02 August 2022
  • Updated: 02 August 2022, 04:22 PM IST

Sports

Latest News

ଖୋର୍ଦ୍ଧା/ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ମୃତ୍ୟୁ ସାର୍ଟିଫିକେଟ କରାଇଦେବାକୁ ନେଉଥିଲେ ଲାଞ୍ଚ। ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାକ୍ତରଖାନା କିରାଣୀ ଓ ଆରଆଇ। ଆଜି ଏହି ଦୁଇଟି ଘଟଣା ଭିନ୍ନଭିନ୍ନ ସ୍ଥାନରେ ଘଟିଛି। ଗୋଟିଏ ଖୋର୍ଦ୍ଧାରେ ଘଟିଥିବା ବେଳେ ଅନ୍ୟଟି ବାଲେଶ୍ୱରରେ ଘଟିଛି। ଗିରଫ ଦୁଇଜଣଙ୍କ ଭିତରୁ ଜଣେ ହେଲେ ଖୋର୍ଦ୍ଧା ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କିରାଣୀ ଅନୁପ ଶତପଥୀ। ଅନ୍ୟଜଣକ ହେଲେ ବାଲେଶ୍ୱର ସଦର ବଇଞ୍ଚା ରାଜସ୍ୱ କାର୍ଯ୍ୟାଳୟର ଆରଆଇ ଡଲି ସେଠୀ।

ସୂଚନା ମୁତାବକ, ଖୋର୍ଦ୍ଧାରେ ଧରାପଡ଼ିଥିବା ଲାଞ୍ଚୁଆ କିରାଣୀ ଅନୁପ ଶତପଥୀ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସ୍ଥାନୀୟ ଜଣେ ବ୍ୟକ୍ତିଙ୍କୁ ଏହି କିରାଣୀଙ୍କ ଲାଞ୍ଚ ମାଗିଥିଲେ। ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲା।

ଉକ୍ତ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ, ସ୍ୱର୍ଗତ ତାଙ୍କ ଜେଜେ ବାପା ଓ ଜେଜେ ମା’ଙ୍କ ନାମରେ ଥିବା ଜମିକୁ ବିକ୍ରିଖରିଦ କରିବା ନିମନ୍ତେ ମୃତ୍ୟୁ ପ୍ରମାଣପତ୍ର ଆବଶ୍ୟକ ପଡ଼ିଥିଲା। ତେଣୁ  ସେ ସ୍ୱର୍ଗତ ତାଙ୍କ ଜେଜେ ବାପା ଓ ଜେଜେ ମା’ଙ୍କ ମୃତ୍ୟୁ ପ୍ରମାଣପତ୍ର ନିମନ୍ତେ ଆବେଦନ କରିଥିଲେ। ତେବେ ଏହି ପ୍ରମାଣପତ୍ର ଜାରି କରିବା ନିମନ୍ତେ ଏହି କରାଣୀ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ସେ ଭିଜିଲାନ୍ସରେ ଜଣାଇଥିଲେ। ଯୋଜନା ମୁତାବକ ଆଜି ପ୍ରଲେପ ଦିଆଯାଇଥିବା ୫ ହଜାର ଟଙ୍କା ଅଭିଯୋଗକାରୀ ଦେବାକୁ ଯାଇଥିଲେ। କିରାଣୀ ଜଣକ ଏହି ଟଙ୍କା ଖୁବ୍ ଖୁସୀରେ ରଖିଥିଲେ। ପରେ ଭିଜିଲାନ୍ସ ଚଢ଼ାଉ କରି ଏହି ଟଙ୍କା ଜବତ କରିଛି।

ଭିଜିଲାନ୍ସ ପକ୍ଷରୁ ଏ ନେଇ ଏକ ମାମଲା ରୁଜୁ କରାଯିବା ସହ ଲାଞ୍ଚୁଆ କିରାଣୀଙ୍କୁ ପଚରାଉଚରା କରାଯାଉଛି। ମାମଲାର ଅଧିକ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପଟେ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ବଇଞ୍ଚା ରାଜସ୍ୱ କାର୍ଯ୍ୟାଳୟର ଆରଆଇ ଡଲି ସେଠୀ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି।

ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ନିଶ୍ଚିନ୍ତ ଗ୍ରାମରେ ପାଣିରେ ବୁଡି ମୃତ୍ୟୁ ହୋଇଥିବା ଦୀନବନ୍ଧୁ ବେହେରାଙ୍କ ପୁଅର ମୃତ୍ୟୁ ସାର୍ଟିଫିକେଟ ଆବେଦନର ଯାଞ୍ଚ ରିପୋର୍ଟ ଦେବାପାଇଁ ଏହି ଆରଆଇ ୫୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଦୀନବନ୍ଧୁ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ସେ ଆଜି ଡଲିଙ୍କୁ ପ୍ରଲେପ ଦିଆଯାଇଥିବା ଟଙ୍କା ଲାଞ୍ଚ ଦେଇଥିଲେ। ପରେ ଭିଜିଲାନ୍ସ ଚଢ଼ାଉ କରି ଏହି ଟଙ୍କା ଜବତ କରିଛି। ଆଇଆଇଙ୍କ ବାନ୍ଧି ଆଣି ପଚରାଉଚରା କରୁଛି। ଏନେଇ ଭିଜିଲାନ୍ସ ଏକ ମାମଲା କରି ଅଧିକ ଖୋଳାତାଡ଼ ଜାରି ରଖିଛି।

ଆରଆଇ ଡଲି ୫.୫୦ ଲକ୍ଷ ଟଙ୍କା ସରକାରୀ ସହାୟତା କରାଇ ଦେବାକୁ ୫୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପର୍ଯ୍ୟାୟରେ ଆଜି ଦୀନବନ୍ଧୁ ୧୦ ହଜାର ଟଙ୍କା ଦେଉଥିଲେ। ଏହି ସମୟରେ ଭିଜିଲାନ୍ସ ଜାଲରେ ଏହି ଲାଞ୍ଚୁଆ ଆରଆଇ ଧରାପଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story