ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ: ଯିବାବେଳେ କହିଲେ- ଆମେ ବିଜେପୁର ଜିତିବୁ

<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନରେ ବଡ଼ ବ୍ୟବଧାନରେ ଜିତିବ ବିଜେଡି। ବିକାଶମୂଳକ କାର୍ଯ୍ୟ ଓ ଜନମଙ୍ଗଳ କାର୍ଯ୍ୟ ହିଁ ବିଜୟର ମାପକାଠି ହେବ। ଦିଲ୍ଲୀ ଗସ୍ତ ପୂର୍ବରୁ&nbsp; ଏପରି କିଛି ମନ୍ତବ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ମହାଶିବରାତ୍ରୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭ କାମନା ଜଣାଇଛନ୍ତି।</p> <p>ଆଜି ମୁଖ୍ୟମନ୍ତ୍ରୀ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଓଡ଼ିଶାରେ ହେବାକୁ ଥିବା ହକି ଓ୍ୱାର୍ଲ୍ଡ କପ୍ ଆୟୋଜନ ନେଇ ଏକ ସମୀକ୍ଷା ବୈଠକରେ ସେ ଯୋଗଦେବେ।</p>

Ordigital Desk
  • Published: Wednesday, 14 February 2018
  • Updated: 14 February 2018, 04:28 PM IST

Sports

Latest News

<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନରେ ବଡ଼ ବ୍ୟବଧାନରେ ଜିତିବ ବିଜେଡି। ବିକାଶମୂଳକ କାର୍ଯ୍ୟ ଓ ଜନମଙ୍ଗଳ କାର୍ଯ୍ୟ ହିଁ ବିଜୟର ମାପକାଠି ହେବ। ଦିଲ୍ଲୀ ଗସ୍ତ ପୂର୍ବରୁ&nbsp; ଏପରି କିଛି ମନ୍ତବ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ମହାଶିବରାତ୍ରୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭ କାମନା ଜଣାଇଛନ୍ତି।</p><p>ଆଜି ମୁଖ୍ୟମନ୍ତ୍ରୀ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଓଡ଼ିଶାରେ ହେବାକୁ ଥିବା ହକି ଓ୍ୱାର୍ଲ୍ଡ କପ୍ ଆୟୋଜନ ନେଇ ଏକ ସମୀକ୍ଷା ବୈଠକରେ ସେ ଯୋଗଦେବେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos