ପଦଯାତ୍ରାକୁ ନେଇ ତାରାଙ୍କ କଟାକ୍ଷ: କହିଲେ-ମୁଖ୍ୟମନ୍ତ୍ରୀ କାଚଘରେ ଅଛନ୍ତି, ହିଞ୍ଜିଳିକାଟୁରେ କିଏ ପଦଯାତ୍ରା କରିବ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହୋଇଛି ବିଜେଡିର ପଦଯାତ୍ରା। ଏହାକୁ କଂଗ୍ରେସ ଓ ବିଜେପି ସମାଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କୁ କଟାକ୍ଷ କରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ମୁଖ୍ୟମନ୍ତ୍ରୀ ତ କାଚ ଘରୁ ବାହାରୁ ନାହାନ୍ତି। ହିଞ୍ଜିଳିକାଟୁରେ କିଏ ପଦଯାତ୍ରା କରାଇବ? ବିଜେପି କହିଛି, ବିଫଳତା ଲୁଚାଇବାକୁ ପ୍ରୟାସ ଚାଲିଛି। କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି-“କୋଭିଡ୍‌ରେ କୋଟିକୋଟି ଟଙ୍କା ଆତ୍ମସାତ୍ କରିଛନ୍ତି। ଏହାକୁ ଲୁଚେଇବାକୁ ସଚେତନତାର ନାଟକ କରାଯାଉଛି। ଲୋକେ ଯେଭଳି […]

tara-and-naveen

tara-and-naveen

Manoranjan Sial
  • Published: Friday, 02 October 2020
  • Updated: 02 October 2020, 04:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହୋଇଛି ବିଜେଡିର ପଦଯାତ୍ରା। ଏହାକୁ କଂଗ୍ରେସ ଓ ବିଜେପି ସମାଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କୁ କଟାକ୍ଷ କରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ମୁଖ୍ୟମନ୍ତ୍ରୀ ତ କାଚ ଘରୁ ବାହାରୁ ନାହାନ୍ତି। ହିଞ୍ଜିଳିକାଟୁରେ କିଏ ପଦଯାତ୍ରା କରାଇବ? ବିଜେପି କହିଛି, ବିଫଳତା ଲୁଚାଇବାକୁ ପ୍ରୟାସ ଚାଲିଛି।

କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି-“କୋଭିଡ୍‌ରେ କୋଟିକୋଟି ଟଙ୍କା ଆତ୍ମସାତ୍ କରିଛନ୍ତି। ଏହାକୁ ଲୁଚେଇବାକୁ ସଚେତନତାର ନାଟକ କରାଯାଉଛି। ଲୋକେ ଯେଭଳି ଭାବେ ମରିଛନ୍ତି, ସେମାନଙ୍କ କଥା କେହି ବିଶ୍ୱାସ କରିବେନି। କୋଭିଡ୍‌ ଦୁର୍ନୀତି ନେଇ ଲୋକଙ୍କ ପାଖକୁ ଆମେ ଯିବୁ। ଦସ୍ତଖତ ଅଭିଯାନ କରିବୁ। RTIରେ ତଥ୍ୟ ଦିଆଯାଉନି। ଆଉ ବିଧାନସଭାରେ କହୁଛନ୍ତି ସଂଗ୍ରହ ଚାଲିଛି।”

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି-“ବିଫଳତା ଘୋଡ଼ାଇବାକୁ ବିଜେଡି ପ୍ରୟାସ କରୁଛି। ଏହା ଜାତିର ଜନକଙ୍କ ପ୍ରତି ଅପମାନ। କୋଭିଡ୍‌ ପରିଚାଳନା ଠିକ ହେଲାନି। ମୃତ୍ୟୁ ଓ ସଂକ୍ରମଣ ହାର ବଢୁଛି। କେନ୍ଦ୍ର ଭେଣ୍ଟିଲେଟର ଦେଲା। ମାତ୍ର ରୋଗୀ ପାଇବାକୁ ଧାଡ଼ିରେ ଠିଆ ହେଲେ। କରୋନା ପାଇଁ ଏବେ ହା ହତାସ ସ୍ଥିତି ସୃଷ୍ଟି ହୋଇଛି।”

ସୂଚନାରୁ ପ୍ରକାଶ, କୋଭିଡ୍ ମହାମାରୀ ସଂପର୍କରେ ଆଜିଠୁ ଜନ ସଚେତନତା ଅଭିଯାନ ଆରମ୍ଭ କରିଛି ବିଜେଡି। ଅକ୍ଟୋବର ୨ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ମାସେ ବ୍ୟାପୀ ଚାଲିବ ଏହି ସଚେତନତା ଅଭିଯାନ। ଏହି କ୍ରମରେ ଅଜି ଭୁବନେଶ୍ୱର ଝରଣା ବସ୍ତିରେ ବିଜେଡି ନେତା ଓ କର୍ମୀ ପହଞ୍ଚି ଲୋକଙ୍କୁ ମାସ୍କ ବାଣ୍ଟିଛନ୍ତି। ଏଥିସହ କରୋନା ନେଇ ଲୋକଙ୍କୁ ସଚେତନ କରିଛନ୍ତି। ରାଜ୍ୟର ପ୍ରତି ପଞ୍ଚାୟତସ୍ତରରେ ଦଳର ପ୍ରତ୍ୟେକ ବିଧାୟକ ବୁଲି ବୁଲି ମାସ୍କ ବଣ୍ଟନ ସହ ଲୋକଙ୍କୁ ସଚେତନ ପାଇଁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story