ଜନକଲ୍ୟାଣ ଓ ବିକାଶଶୀଳ ବଜେଟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବିଧାନସଭାରେ ଉପସ୍ଥାପିତ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବଜେଟ୍ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହା ଏକ ଜନକଲ୍ୟାଣ, ବିକାଶଶୀଳ ଓ ରୂପାନ୍ତରିତ ବଜେଟ, ଯାହାକି ନୂଆ ଓଡ଼ିଶା-ସଶକ୍ତ ଓଡ଼ିଶା ଗଠନ ଦିଗରେ ଅଗ୍ରସର ହେଉଛି। ଗତବର୍ଷର ଅଧିକାଂଶ ସମୟ ଆମେ କୋଭିଡ୍ ଲକଡାଉନରେ ହରାଇଛୁ। ସେତେବେଳର ପରିଦୃଶ୍ୟରୁ ବର୍ତ୍ତମାନର ସାମ୍ରଗିକ, ଆର୍ଥିକ ବିବେକପୂର୍ଣ୍ଣ ୧ଲକ୍ଷ ୭୬ହଜାର କୋଟି ଟଙ୍କାର […]

CM

CM

Jitendra Garnayak
  • Published: Monday, 22 February 2021
  • Updated: 22 February 2021, 08:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବିଧାନସଭାରେ ଉପସ୍ଥାପିତ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବଜେଟ୍ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହା ଏକ ଜନକଲ୍ୟାଣ, ବିକାଶଶୀଳ ଓ ରୂପାନ୍ତରିତ ବଜେଟ, ଯାହାକି ନୂଆ ଓଡ଼ିଶା-ସଶକ୍ତ ଓଡ଼ିଶା ଗଠନ ଦିଗରେ ଅଗ୍ରସର ହେଉଛି। ଗତବର୍ଷର ଅଧିକାଂଶ ସମୟ ଆମେ କୋଭିଡ୍ ଲକଡାଉନରେ ହରାଇଛୁ। ସେତେବେଳର ପରିଦୃଶ୍ୟରୁ ବର୍ତ୍ତମାନର ସାମ୍ରଗିକ, ଆର୍ଥିକ ବିବେକପୂର୍ଣ୍ଣ ୧ଲକ୍ଷ ୭୬ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିବା କୌଣସି ଶାନଦାର କାର୍ଯ୍ୟଠୁ କମ୍ ନୁହେଁ।

ଏହା ସହିତ ଏହି ବଜେଟ ପ୍ରସ୍ତୁତି ପ୍ରକ୍ରିୟାରେ ସାମିଲ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story