ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ନିକଟରେ ଏସବୁ ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର) ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, କୋଇଲା ରୟାଲଟି ସଂଶୋଧନ ଏବଂ ପଛୁଆ ଜିଲ୍ଲା ପାଇଁ କେନ୍ଦ୍ରୀୟ  ସହାୟତା ପୁନଃ ପ୍ରଚଳନ କରାଯାଉ।  ଆଜି ଭୁବନେଶ୍ୱରରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ସହ ଆଲୋଚନା ବେଳେ ଏହି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଚିବାଳୟରେ ହୋଇଥିବା ଏହି ବୈଠକରେ ଉଭୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ରାଜ୍ୟ  ବିପର୍ଯ୍ୟୟ ପ୍ରଶମନ ପାଣ୍ଠିର କେନ୍ଦ୍ରୀୟ ଅଂଶଧନ ବୃଦ୍ଧି, କେନ୍ଦ୍ରୀୟ ଯୋଜନାରେ ବାର୍ଷିକ […]

cm_niti ayog vc

Rakesh Mallick
  • Published: Saturday, 17 February 2018
  • , Updated: 17 February 2018, 07:44 PM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର) ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, କୋଇଲା ରୟାଲଟି ସଂଶୋଧନ ଏବଂ ପଛୁଆ ଜିଲ୍ଲା ପାଇଁ କେନ୍ଦ୍ରୀୟ  ସହାୟତା ପୁନଃ ପ୍ରଚଳନ କରାଯାଉ।  ଆଜି ଭୁବନେଶ୍ୱରରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ସହ ଆଲୋଚନା ବେଳେ ଏହି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଚିବାଳୟରେ ହୋଇଥିବା ଏହି ବୈଠକରେ ଉଭୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ରାଜ୍ୟ  ବିପର୍ଯ୍ୟୟ ପ୍ରଶମନ ପାଣ୍ଠିର କେନ୍ଦ୍ରୀୟ ଅଂଶଧନ ବୃଦ୍ଧି, କେନ୍ଦ୍ରୀୟ ଯୋଜନାରେ ବାର୍ଷିକ ଅନୁଦାନ ବିଷୟରେ ଆଗୁଆ ସୂଚନା ଦେବା, କେନ୍ଦ୍ରୀୟ ଯୋଜନାରେ ବାର୍ଷିକ ଅନୁଦାନ ବିଷୟରେ ଆଗୁଆ ସୂଚନା ଦେବା ଏବଂ ଘୋଷିତ ଅନୁଦାନରେ କୌଣସି କାଟଛାଣ୍ଟ ନ କରିବା ଲାଗି ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।

https://youtu.be/eDuF5Ul5_vA

Related story