ସ୍ୱତନ୍ତ୍ର ଏୟାରକ୍ରାଫ୍ଟରେ ମୁମ୍ବାଇ ଯିବେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ହାଇଦ୍ରାବାଦରୁ ସିଧାସଳଖ ସ୍ୱତନ୍ତ୍ର ଏୟାରକ୍ରାଫ୍ଟ ଯୋଗେ ମୁମ୍ବାଇ ଯିବେ । ସେଠାରୁ ୧୯ତାରିଖ ସନ୍ଧ୍ୟାରେ ଓଡ଼ିଶା ଫେରିବେ । ଆସନ୍ତାକାଲି ରାତିରେ ନବୀନ ନିଜର ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହ ହୋଟେଲ ଟ୍ରାଇଡେଣ୍ଟରେ ସମୟ ବିତାଇବେ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ଆଜି ହାଇଦ୍ରାବାଦର ତାଜ୍ କ୍ରିଷ୍ଣା ହୋଟେଲରେ ଆୟୋଜିତ ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗ ଦେବା ପରେ ଆସନ୍ତାକାଲି ସକାଳ […]

CM Naveen Patnaik

CM Naveen Patnaik

Ordigital Desk
  • Published: Monday, 17 October 2022
  • Updated: 17 October 2022, 10:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ହାଇଦ୍ରାବାଦରୁ ସିଧାସଳଖ ସ୍ୱତନ୍ତ୍ର ଏୟାରକ୍ରାଫ୍ଟ ଯୋଗେ ମୁମ୍ବାଇ ଯିବେ । ସେଠାରୁ ୧୯ତାରିଖ ସନ୍ଧ୍ୟାରେ ଓଡ଼ିଶା ଫେରିବେ । ଆସନ୍ତାକାଲି ରାତିରେ ନବୀନ ନିଜର ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହ ହୋଟେଲ ଟ୍ରାଇଡେଣ୍ଟରେ ସମୟ ବିତାଇବେ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ଆଜି ହାଇଦ୍ରାବାଦର ତାଜ୍ କ୍ରିଷ୍ଣା ହୋଟେଲରେ ଆୟୋଜିତ ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗ ଦେବା ପରେ ଆସନ୍ତାକାଲି ସକାଳ ହାଇଦ୍ରାବାଦ ବିମାନ ବନ୍ଦରରୁ ସ୍ୱତନ୍ତ୍ର ଏୟାରକ୍ରାଫ୍ଟ ଯୋଗେ ମୁମ୍ବାଇ ଯିବେ । ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସକାଳ ୧୧ଟାରେ ପହଂଚିବା ପରେ ସେଠାରୁ ସିଧାସଳଖ ଟ୍ରାଇଟେଣ୍ଟ ହୋଟେଲକୁ ଯିବେ । ଦିନତମାମ ମୁଖ୍ୟମନ୍ତ୍ରୀଙ୍କର କୌଣସି କାର୍ଯ୍ୟସୂଚୀ ନଥିବାବେଳେ ରାତିରେ ନିଜର କିଛି ଘନିଷ୍ଠ ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହ ଭେଟଘାଟ କରିବେ ବୋଲି ଜଣାପଡ଼ିଛି । ଶ୍ରୀ ପଟ୍ଟନାୟକଙ୍କୁ ଭେଟିବା ପାଇଁ ତାଙ୍କର କିଛି ଘନିଷ୍ଠ ବନ୍ଧୁଙ୍କ ସହ ତାଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକ ଓ ତାଙ୍କ ପୁଅ ଅରୁଣ ପଟ୍ଟନାୟକ ମଧ୍ୟ ଆସନ୍ତାକାଲି ମୁମ୍ବାଇ ପହଂଚିବେ ବୋଲି ସୂଚନା ମିଳିଛି ।

ଶ୍ରୀ ପଟ୍ଟନାୟକ ୧୯ତାରିଖ ସକାଳ ୧୧ଟାରେ ମୁମ୍ବାଇସ୍ଥିତ ଓଡ଼ିଶା ଭବନ ଯାଇ ସେଠାରେ କୋଠା ସମ୍ପ୍ରସାରଣ ଶିଳାନ୍ୟାସରେ ଯୋଗ ଦେବେ । ଅପରାହ୍ନ ୪ଟା ୫୦ମିନିଟରେ ମୁମ୍ବାଇ ଆର୍ନ୍ତଜାତିକ ବିମାନ ବନ୍ଦରରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ନବୀନ ୧୬ତାରିଖରେ ସ୍ୱତନ୍ତ୍ର ଏୟାରକ୍ରାଫ୍ଟରେ ହାଇଦ୍ରାବାଦ ଗସ୍ତ କରିଛନ୍ତି । ସେଠାରୁ ଆସନ୍ତାକାଲି ମୁମ୍ବାଇ ଯିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story