ଇଚ୍ଛା ଡ୍ୟାମ୍ ନିର୍ମାଣ ପ୍ରକଳ୍ପ : ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଝାଡ଼ଖଣ୍ଡ ସରକାରଙ୍କ ଦ୍ୱାରା ନିର୍ମାଣଧୀନ ଇଚ୍ଛା ଡ୍ୟାମ୍ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ୍ ଯୋଗେ କଥା ହୋଇଛନ୍ତି। ଏହାସହିତ ଚିଠି ଲେଖି ସୁବର୍ଣ୍ଣରେଖା ବହୁମୁଖୀ ଜଳସେଚନ ପ୍ରକଳ୍ପର ଚାନ୍ଦିଲ ଡ୍ୟାମରେ ବନ୍ୟା ନିୟନ୍ତ୍ରଣ, ଇଚ୍ଛା ଡ୍ୟାମ୍ ନିର୍ମାଣ କାର୍ଯ୍ୟ ପାଇଁ ଓଡ଼ିଶା ସରକାର ଅଧିଗ୍ରହଣ କରିଥିବା ୫୧୬୯ଏକର ଜମି ସମ୍ପର୍କରେ ଚିଠି ଲେଖି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ […]

hemant-soren

hemant-soren

Manoranjan Sial
  • Published: Saturday, 21 November 2020
  • Updated: 21 November 2020, 09:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଝାଡ଼ଖଣ୍ଡ ସରକାରଙ୍କ ଦ୍ୱାରା ନିର୍ମାଣଧୀନ ଇଚ୍ଛା ଡ୍ୟାମ୍ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ୍ ଯୋଗେ କଥା ହୋଇଛନ୍ତି। ଏହାସହିତ ଚିଠି ଲେଖି ସୁବର୍ଣ୍ଣରେଖା ବହୁମୁଖୀ ଜଳସେଚନ ପ୍ରକଳ୍ପର ଚାନ୍ଦିଲ ଡ୍ୟାମରେ ବନ୍ୟା ନିୟନ୍ତ୍ରଣ, ଇଚ୍ଛା ଡ୍ୟାମ୍ ନିର୍ମାଣ କାର୍ଯ୍ୟ ପାଇଁ ଓଡ଼ିଶା ସରକାର ଅଧିଗ୍ରହଣ କରିଥିବା ୫୧୬୯ଏକର ଜମି ସମ୍ପର୍କରେ ଚିଠି ଲେଖି ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଇଚ୍ଛା ଡ୍ୟାମ୍ ଓ ସୁବର୍ଣ୍ଣରେଖା ବହୁମୁଖୀ ପ୍ରକଳ୍ପର ଚାନ୍ଦିଲ ଡ୍ୟାମରେ ବନ୍ୟା ନିୟନ୍ତ୍ରଣ ନେଇ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ତ୍ରିପାକ୍ଷିକ ଚୁକ୍ତି ଅନୁସାରେ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇବା ସହ ଝାଡ଼ଖଣ୍ଡ ସରକାରଙ୍କୁ ଓଡ଼ିଶା ନିଜର ଅଂଶଧନ ବାବଦ ୧୦୨୭କୋଟି ଟଙ୍କା ଦେଇଥିବା ସୂଚନା ଅବଗତ କରିଛନ୍ତି। ନିର୍ମାଣାଧୀନ ଇଚ୍ଛା ଡ୍ୟାମ୍ କାର୍ଯ୍ୟ ଶୀଘ୍ର ସରିଲେ ଓଡ଼ିଶାରର ଜଳସେଚନ, ବନ୍ୟା ପରିଚାଳନା ଓ କୃଷି କ୍ଷେତ୍ର ଉପକୃତ ହେବ ବୋଲି ନବୀନ କହିଛନ୍ତି।

ଶ୍ରୀ ପଟ୍ଟନାୟକ ମଧ୍ୟ ଟେଲିଫୋନ୍ ଯୋଗେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ସୋରେନଙ୍କ ସହ ଆଲୋଚନା କରି ଦୁଇ ରାଜ୍ୟର ବରିଷ୍ଠ ପଦାଧିକାରୀମାନଙ୍କ ମଧ୍ୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି। ଇଚ୍ଛା ଡ୍ୟାମ ସମ୍ପୂର୍ଣ୍ଣ ହେବାପରେ ଓଡ଼ିଶାର ସୁବର୍ଣ୍ଣରେଖା ପ୍ରକଳ୍ପ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚିଠିରେ ଉଲ୍ଲେଖ କରିଛନ୍ତି। ଉଭୟ ରାଜ୍ୟକୁ ଲାଭ ଦେଉଥିବା ଡ୍ୟାମର କାର୍ଯ୍ୟ ଶୀଘ୍ର ସାରିବା ପାଇଁ ସେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ କାମନା କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story