ସାଇବର୍‌ କ୍ରାଇମ୍‌ ପୋଲିସ ପାଇଁ ଚ୍ୟାଲେଞ୍ଜ: ମୁଖ୍ୟମନ୍ତ୍ରୀ

କଟକ: ଓଡ଼ିଶା ପୋଲିସର ୮୨ତମ ପ୍ରତିଷ୍ଠା ଦିବସ କଟକ ରିଜର୍ଭ ଗ୍ରାଉଣ୍ଡରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ । ପରେ ଲୋକାର୍ପିତ ହୋଇଥିଲା ଜୟ ଓଡ଼ିଶା ପୋଲିସ୍‌ ଶୀର୍ଷକ ଥିମ୍‌ ସଙ୍ଗ । ଏଥିସହ ପୋଲିସ କର୍ମଚାରୀଙ୍କୁ ଆଧାର ଲିଙ୍କ୍‌ ଥିବା ସ୍ୱତନ୍ତ୍ର ପରିଚୟପତ୍ର ପ୍ରଦାନ କରାଯାଇଛି । ଓଡିଶାରେ ମାଓ ଦମନ କ୍ଷେତ୍ରରେ ସଫଳତା ମିଳିଥିବା ବେଳେ ସାଇବର କ୍ରାଇମ ପୋଲିସ […]

cm

Rakesh Mallick
  • Published: Saturday, 01 April 2017
  • , Updated: 01 April 2017, 10:33 PM IST

କଟକ: ଓଡ଼ିଶା ପୋଲିସର ୮୨ତମ ପ୍ରତିଷ୍ଠା ଦିବସ କଟକ ରିଜର୍ଭ ଗ୍ରାଉଣ୍ଡରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ । ପରେ ଲୋକାର୍ପିତ ହୋଇଥିଲା ଜୟ ଓଡ଼ିଶା ପୋଲିସ୍‌ ଶୀର୍ଷକ ଥିମ୍‌ ସଙ୍ଗ । ଏଥିସହ ପୋଲିସ କର୍ମଚାରୀଙ୍କୁ ଆଧାର ଲିଙ୍କ୍‌ ଥିବା ସ୍ୱତନ୍ତ୍ର ପରିଚୟପତ୍ର ପ୍ରଦାନ କରାଯାଇଛି ।

ଓଡିଶାରେ ମାଓ ଦମନ କ୍ଷେତ୍ରରେ ସଫଳତା ମିଳିଥିବା ବେଳେ ସାଇବର କ୍ରାଇମ ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଥିବା ଏହି ଅବସରରେ କହିଥିଲେ ମୁଖ୍ୟମନ୍ତ୍ରୀ।

Related story