ମୁଖ୍ୟମନ୍ତ୍ରୀ ବୁଲିଲେ ଓଲି ଲ୍ୟାଣ୍ଡ, ଦର୍ଶକ ପାଇବେ ଭରପୂର ମଜା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେବ ହକି ମହାକୁମ୍ଭ । ବିଶ୍ୱର ବଛା ବଛା ୧୬ ଟିମ୍ ମଧ୍ୟରେ ହେବ ଟକ୍କର। ଏହାକୁ ନେଇ ରାଜ୍ୟରେ ଏବେ ହକି ଫିଭର ।  ଆଜି ଉଦ୍‌ଘାଟନୀ ଦିବସରେ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍ ଓ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବ ୪ଟି ମ୍ୟାଚ୍  । ହକି ବିଶ୍ୱକପ୍ ସମୟରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ହୋଇଛି ଫ୍ୟାନ୍ ପାର୍କ ଓଲି ଲ୍ୟାଣ୍ଡ । ଦର୍ଶକମାନେ ମ୍ୟାଚ୍ […]

oli

oli

Niharika Rout
  • Published: Friday, 13 January 2023
  • Updated: 13 January 2023, 01:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେବ ହକି ମହାକୁମ୍ଭ । ବିଶ୍ୱର ବଛା ବଛା ୧୬ ଟିମ୍ ମଧ୍ୟରେ ହେବ ଟକ୍କର। ଏହାକୁ ନେଇ ରାଜ୍ୟରେ ଏବେ ହକି ଫିଭର ।  ଆଜି ଉଦ୍‌ଘାଟନୀ ଦିବସରେ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍ ଓ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବ ୪ଟି ମ୍ୟାଚ୍  ।

ହକି ବିଶ୍ୱକପ୍ ସମୟରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ହୋଇଛି ଫ୍ୟାନ୍ ପାର୍କ ଓଲି ଲ୍ୟାଣ୍ଡ । ଦର୍ଶକମାନେ ମ୍ୟାଚ୍ ଦିନ ହକି ଦେଖିବା ସହ ମନୋରଂଜନର ଭରପୁର ମଜା ନେଇପାରିବେ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  କଳିଙ୍ଗ ଷ୍ଟାଡିୟମ୍ ପରିସରରେ ହୋଇଥିବା ଫ୍ୟାନ୍ ପାର୍କ ଓଲି ଲ୍ୟାଣ୍ଡ ବୁଲିଛନ୍ତି । ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଫ୍ୟାନ ପାର୍କ ଆସନ୍ତା ୨୯ ତାରିଖ ଯାଏଁ ଖୋଲା ରହିବ।  ମ୍ୟାଚ୍ ବେଳେ ଟିକେଟ୍ ଲାଗୁ ହୋଇଥିବା ବେଳେ ଅନ୍ୟ ସମୟରେ ବିନା ଟିକେଟ୍‌ରେ ଓଲି ଲ୍ୟାଣ୍ଡ ମଜା ଉଠାଇପାରିବେ ଦର୍ଶକ।

ଷ୍ଟାଡିୟମ୍‌ର ମୁଖ୍ୟ ଗେଟ୍ ଦେଇ ପ୍ରବେଶ ପରେ ଉଭୟ ପାର୍ଶ୍ୱରେ ଓଲି ଲ୍ୟାଣ୍ଡ କରାଯାଇଛି । ଏଠାରେ ସୁନ୍ଦର ଆଲୋକ ସଜା ସହ ଲାଇଟ୍‌ରେ ବିଶ୍ୱକପ୍ ଟ୍ରଫିର ପ୍ରତିକୃତି ବି କରାଯାଇଛି । ସନ୍ଧ୍ୟା ସମୟରେ ଓଲି ଲ୍ୟାଣ୍ଡରେ ଜମୁଛି ଦର୍ଶକଙ୍କ ପ୍ରବଳ ଗହଳି । ଖାଲି ଓଲି ଲ୍ୟାଣ୍ଡ କାହିଁକି କଳିଙ୍ଗ ଷ୍ଟାଡିୟମ୍‌ର  ଆଖପାଖ ଅଞ୍ଚଳକୁ ମଧ୍ୟ ବେଶ  ସୁନ୍ଦର ଭାବେ ଆଲୋକମାଳାରେ ସଜାଯାଇଛି ।

ହକି ବିଶ୍ୱକପ୍ ଲାଗି ରାଜଧାନୀ ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।  ବିଶ୍ୱକପ ପାଇଁ ନିୟୋଜିତ ହୋଇଛନ୍ତି ୮୧ ପ୍ଲାଟୁନ ପୁଲିସ ଫୋର୍ସ । ଡିସିପିଙ୍କ ନେତୃତ୍ୱରେ ୧୩ ଜଣ ଅତିରିକ୍ତ ଡିସିପି, ୩୩ ଜଣ ଏସିପି, ୬୨ ଇନ୍ସପେକ୍ଟର, ୩୩୬ ସବ-ଇନ୍ସପେକ୍ଟର ଓ ୩ ୟୁନିଟ ଏସଓଜି ନିୟୋଜିତ ହୋଇଛନ୍ତି ।

ଟ୍ରାଫିକ ପରିଚାଳନା ଲାଗି ୨୬୧ ଜଣ କନେଷ୍ଟବଳ, ୬୦ଜଣ ହାବିଲଦାର ଓ ୨୫୭ ଏପିଆର କନେଷ୍ଟବଳ ମୁତୟନ ହୋଇଛନ୍ତି । ସେହିପରି ଜରୁରୀକାଳୀନ ସେବା ପାଇଁ ଓଡ୍ରାଫ୍ ଓ ଅଗ୍ନିଶମବାହିନୀ ନିୟୋଜିତ ହୋଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story