ମୁଖ୍ୟମନ୍ତ୍ରୀ ଜଣାଇଲେ ହୋଲି ଶୁଭେଚ୍ଛା; ହେଲେ ସେ ଖେଳିବେନି, କାହିଁକି ପଢ଼ନ୍ତୁ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ରଙ୍ଗର ପର୍ବ ହୋଲି। ହୋଲି ପାଇଁ ଆଜି ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଥଣ୍ଡା ହୋଇଥିବା ଯୋଗୁଁ ସେ ହୋଲି ଖେଳିବାକୁ ପ୍ରସ୍ତୁତ ହୋଇନାହାଁନ୍ତି ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଆଜି ବିଜେପୁରର ନବ ନିର୍ବାଚିତ ବିଧାୟିକା ରୀତା ସାହୁ ଆଜି ନବୀନଙ୍କୁ ଭେଟିଥିଲେ।
Ordigital Desk
• Published: Thursday, 01 March 2018
• Updated: 01 March 2018, 12:41 PM IST
Sports
Latest News
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ରଙ୍ଗର ପର୍ବ ହୋଲି। ହୋଲି ପାଇଁ ଆଜି ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଥଣ୍ଡା ହୋଇଥିବା ଯୋଗୁଁ ସେ ହୋଲି ଖେଳିବାକୁ ପ୍ରସ୍ତୁତ ହୋଇନାହାଁନ୍ତି ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଆଜି ବିଜେପୁରର ନବ ନିର୍ବାଚିତ ବିଧାୟିକା ରୀତା ସାହୁ ଆଜି ନବୀନଙ୍କୁ ଭେଟିଥିଲେ।
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos