ରେଳ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ଆଗାମୀ ବଜେଟ୍‌ରେ ନୂଆପଡ଼ା-ଗୁଣପୁର ଲାଇନ୍‌ରେ ରେଳ ଷ୍ଟେସନ୍‌ ପୁନଃକାର୍ଯ୍ୟକ୍ଷମ ଓ ପାରଳାଖେମୁଣ୍ଡି, କାଶିନଗର ଷ୍ଟେସନ ପୁନଃକାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି। ଗୁଣପୁର ଓ ଥେରୁବାଲି ନୂଆ ରେଳ ଲାଇନ୍‌ ନିର୍ମାଣ କରିବାକୁ ଚିଠିରେ ଉଲ୍ଲେଖ ରହିଛି।

naveen

Rakesh Mallick
  • Published: Saturday, 24 December 2016
  • , Updated: 24 December 2016, 04:30 PM IST

ଭୁବନେଶ୍ୱର: ଆଗାମୀ ବଜେଟ୍‌ରେ ନୂଆପଡ଼ା-ଗୁଣପୁର ଲାଇନ୍‌ରେ ରେଳ ଷ୍ଟେସନ୍‌ ପୁନଃକାର୍ଯ୍ୟକ୍ଷମ ଓ ପାରଳାଖେମୁଣ୍ଡି, କାଶିନଗର ଷ୍ଟେସନ ପୁନଃକାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି।

ଗୁଣପୁର ଓ ଥେରୁବାଲି ନୂଆ ରେଳ ଲାଇନ୍‌ ନିର୍ମାଣ କରିବାକୁ ଚିଠିରେ ଉଲ୍ଲେଖ ରହିଛି।

Related story