କୋଇଲା ମନ୍ତ୍ରଣାଳୟ ପକ୍ଷରୁ କୋଇଲା ଖଣି ନିଲାମୀ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଦେଶର ୨୭ଟି କୋଇଲା ଖଣି ନିଲାମ ଏବଂ ୧୫ଟି କୋଇଲା ଖଣି କେନ୍ଦ୍ର ଓ ରାଜ୍ୟର ରାଷ୍ଟ୍ରାୟତ୍ତ କୋଇଲା ଖଣିକୁ ଆବଣ୍ଟନ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। କୋଇଲା ଖଣି ନିଲାମର ଲକ୍ଷ୍ୟ ଅନୁଯାୟୀ ସରକାର ୨୧ଟି କୋଇଲା ଖଣିକୁ ଅନିୟନ୍ତ୍ରିତ କ୍ଷେତ୍ର ଓ ୬ଟି କୋଇଲା ଖଣିକୁ ଲୌହ ଏବଂ ଇସ୍ପାତ କ୍ଷେତ୍ରର ଉପଯୋଗ ପାଇଁ ନିଲାମ କରିବା ଆରମ୍ଭ କରିଛନ୍ତି। ୫ଟି କୋଇଲା ଖଣି ବିଦ୍ୟୁତ କ୍ଷେତ୍ର, […]

mcl

mcl

Manoranjan Sial
  • Published: Monday, 05 August 2019
  • Updated: 05 August 2019, 08:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଦେଶର ୨୭ଟି କୋଇଲା ଖଣି ନିଲାମ ଏବଂ ୧୫ଟି କୋଇଲା ଖଣି କେନ୍ଦ୍ର ଓ ରାଜ୍ୟର ରାଷ୍ଟ୍ରାୟତ୍ତ କୋଇଲା ଖଣିକୁ ଆବଣ୍ଟନ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। କୋଇଲା ଖଣି ନିଲାମର ଲକ୍ଷ୍ୟ ଅନୁଯାୟୀ ସରକାର ୨୧ଟି କୋଇଲା ଖଣିକୁ ଅନିୟନ୍ତ୍ରିତ କ୍ଷେତ୍ର ଓ ୬ଟି କୋଇଲା ଖଣିକୁ ଲୌହ ଏବଂ ଇସ୍ପାତ କ୍ଷେତ୍ରର ଉପଯୋଗ ପାଇଁ ନିଲାମ କରିବା ଆରମ୍ଭ କରିଛନ୍ତି। ୫ଟି କୋଇଲା ଖଣି ବିଦ୍ୟୁତ କ୍ଷେତ୍ର, ୯ଟି ଖଣି କୋଇଲା ବିକ୍ରି ଏବଂ ଗୋଟିଏ କୋଇଲା ଖଣି ଲୌହ ଏବଂ ଇସ୍ପାତ କ୍ଷେତ୍ର ପାଇଁ ଆବଣ୍ଟନ କରାଯାଇଛି ।

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ସ୍ଥିତିରେ ଏହି ୪୨ଟି କୋଇଲା ଖଣିରୁ ବାର୍ଷିକ ୭୦ ମେଟ୍ରିକ ଟନ କୋଇଲା ଉତ୍ତୋଳନ କରାଯିବ। ଟେଣ୍ଡର ଆହ୍ୱାନ ନୋଟିସ ଓ ଆବେଦନ ଆହ୍ୱାନ ନୋଟିସ ଅଗଷ୍ଟ ୩-୪ରେ ପ୍ରକାଶିତ ଖବର କାଗଜରେ ପ୍ରକାଶ ପାଇଛି। ମେଟାଲ ସ୍କ୍ରାପ୍‌ ଟ୍ରେଡିଂ କର୍ପୋରେସନ (ଏମଏସଟିସି) ପ୍ଲାଟଫର୍ମରେ ବୈଦ୍ୟୁତିକ ନିଲାମୀ ଆୟୋଜନ କରାଯିବ। ନିଲାମରେ ଅଂଶଗ୍ରହଣକାରୀଙ୍କ ପଞ୍ଜୀକରଣ ଓ ଟେଣ୍ଡର ଡକ୍ୟୁମେଣ୍ଟ ବିକ୍ରିର ଶେଷ ତାରିଖ ୧୩ ସେପ୍ଟେମ୍ବରକୁ ଧାର୍ଯ୍ୟ କରାଯାଇଥିବା ବେଳେ ବିଡ୍ ଦାଖଲ କରିବାର ଶେଷ ତାରିଖ ୧୯ ସେପ୍ଟେମ୍ବର, ୨୦୧୯ ରଖାଯାଇଛି। ୧୦ ଅକ୍ଟୋବର ୨୦୧୯ରୁ ୮ ନଭେମ୍ବର ୨୦୧୯ ମଧ୍ୟରେ ଏମଏସଟିସି ପ୍ଲାଟଫର୍ମ ଜରିଆରେ ବୈଦ୍ୟୁତିକ ନିଲାମୀ ଅନୁଷ୍ଠିତ ହେବ। ଅନ୍ୟସମସ୍ତ ବିବରଣୀ କୋଇଲା ମନ୍ତ୍ରଣାଳୟର ୱେବସାଇଟ https://www.coal.nic.in/ରେ ଉପଲବ୍ଧ ରହିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story