ଓଡ଼ିଶାର କାଶ୍ମୀରକୁ ଛୁଇଁଲା ଏବର୍ଷର ପ୍ରଥମ ଶୀତ

<p>ଫୁଲବାଣୀ: ଓଡ଼ିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିକୁ ଛୁଇଁଛି ଏ ବର୍ଷର ପ୍ରଥମ ଶୀତ। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛନ୍ତି ସ୍ଥାନୀୟ ବାସିନ୍ଦା।&nbsp; ଶୀତରୁ ରକ୍ଷା ପାଇବା ପାଇଁ କେହି କେହି ନିଆଁ ଜାଳି ବସୁଥିବା ବେଳେ ଅନେକେ ମର୍ଣ୍ଣିଂ ଓ୍ୱାକ୍&zwnj;ରେ ଯାଉଥିବା ଦେଖିବାକୁ ମିଳୁଛି। ଆଉ କିଛି ଲୋକ ବ୍ୟାୟାମ ଓ ଖେଳକୁଦରେ ମଧ୍ୟ ନିଜକୁ ବ୍ୟସ୍ତ ରଖୁଛନ୍ତି।&nbsp; ଦିନ ତମାମ ଏଠାରେ ଶୀତ ଅନୁଭୂତ ହେଉଛି।</p> <p>ଦାରିଙ୍ଗବାଡ଼ିରେ ଚଳିତବର୍ଷର ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଆଗାମୀ ଦିନରେ ତାପମାତ୍ରା ଖସିଲେ ଶୀତର ପ୍ରକୋପ ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ ଅଧିକାରୀ କହିଛନ୍ତି।</p>

Ordigital Desk
  • Published: Thursday, 02 November 2017
  • Updated: 02 November 2017, 09:15 AM IST

Sports

Latest News

<p>ଫୁଲବାଣୀ: ଓଡ଼ିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିକୁ ଛୁଇଁଛି ଏ ବର୍ଷର ପ୍ରଥମ ଶୀତ। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛନ୍ତି ସ୍ଥାନୀୟ ବାସିନ୍ଦା।&nbsp; ଶୀତରୁ ରକ୍ଷା ପାଇବା ପାଇଁ କେହି କେହି ନିଆଁ ଜାଳି ବସୁଥିବା ବେଳେ ଅନେକେ ମର୍ଣ୍ଣିଂ ଓ୍ୱାକ୍&zwnj;ରେ ଯାଉଥିବା ଦେଖିବାକୁ ମିଳୁଛି। ଆଉ କିଛି ଲୋକ ବ୍ୟାୟାମ ଓ ଖେଳକୁଦରେ ମଧ୍ୟ ନିଜକୁ ବ୍ୟସ୍ତ ରଖୁଛନ୍ତି।&nbsp; ଦିନ ତମାମ ଏଠାରେ ଶୀତ ଅନୁଭୂତ ହେଉଛି।</p><p>ଦାରିଙ୍ଗବାଡ଼ିରେ ଚଳିତବର୍ଷର ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଆଗାମୀ ଦିନରେ ତାପମାତ୍ରା ଖସିଲେ ଶୀତର ପ୍ରକୋପ ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ ଅଧିକାରୀ କହିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos