ଅଚାନକ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଲେ ଜିଲ୍ଲାପାଳ ଓ ଏସ୍‌ପି

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ରାତିରେ ଅଚାନକ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଗଜପତି ଜିଲ୍ଲାପାଳ ଓ ଏସ୍‌ପି। ସେତେବେଳେ ମେଡ଼ିକାଲ୍‌ରେ ନା ଡାକ୍ତର ଥିଲେ ନା ଅନ୍ୟ ଷ୍ଟାଫ୍‌! ଖାଲି ପଡ଼ିଥିଲା ପୂରା ମେଡ଼ିକାଲ! ଏହା ଦେଖି ଜିଲ୍ଲାପାଳ ଉଦ୍‌ବେଗ ପ୍ରକାଶ କରିବା ସହିତ ରିପୋର୍ଟ ତଲବ କରିଛନ୍ତି। ଶନିବାର ରାତି ପ୍ରାୟ ୮ଟା ହେବ। ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଓ ଏସ୍‌ପି ଜୟରାମ ଶତପଥୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ସେତେବେଳେ ଡାକ୍ତରଖାନାରେ ନା ଥିଲେ […]

Gajapati

Gajapati

Manoranjan Sial
  • Published: Saturday, 15 October 2022
  • Updated: 15 October 2022, 10:50 PM IST

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ରାତିରେ ଅଚାନକ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଗଜପତି ଜିଲ୍ଲାପାଳ ଓ ଏସ୍‌ପି। ସେତେବେଳେ ମେଡ଼ିକାଲ୍‌ରେ ନା ଡାକ୍ତର ଥିଲେ ନା ଅନ୍ୟ ଷ୍ଟାଫ୍‌! ଖାଲି ପଡ଼ିଥିଲା ପୂରା ମେଡ଼ିକାଲ! ଏହା ଦେଖି ଜିଲ୍ଲାପାଳ ଉଦ୍‌ବେଗ ପ୍ରକାଶ କରିବା ସହିତ ରିପୋର୍ଟ ତଲବ କରିଛନ୍ତି।

ଶନିବାର ରାତି ପ୍ରାୟ ୮ଟା ହେବ। ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଓ ଏସ୍‌ପି ଜୟରାମ ଶତପଥୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ସେତେବେଳେ ଡାକ୍ତରଖାନାରେ ନା ଥିଲେ ଡ଼ାକ୍ତର ନା ଥିଲେ ଅନ୍ୟ କର୍ମଚାରୀ। ଏପରିକି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମଧ୍ୟ ନଥିଲେ। ଖବର ପାଇ ସମସ୍ତେ ମେଡ଼ିକାଲ୍‌ରେ ପହଞ୍ଚିଥିଲେ। ଡାକ୍ତର ଓ କର୍ମଚାରୀଙ୍କ ଅନୁପସ୍ଥିତି ନେଇ ଜିଲ୍ଲାପାଳ ଉଦ୍‌ବେଗ ପ୍ରକାଶ କରିଥିଲେ।

ପରେ ଜିଲ୍ଲାପାଳ ଓ ଏସ୍‌ପି ରୋଗୀଙ୍କ ୱାର୍ଡ ବୁଲିବାକୁ ଯାଇଥିଲେ। ୱାର୍ଡର ଦୟନୀୟ ସ୍ଥିତି ଦେଖି ତାଜୁକ ହୋଇ ଯାଇଥିଲେ। କେଉଁଠି ରୋଗୀ ତଳେ ଶୋଇଛନ୍ତି ତ ଆଉ କେଉଁଠି ପାଇଖାନାରେ ଲାଇଟ୍‌ ନାହିଁ। ରୋଗୀମାନେ ଅନ୍ଧାରେ ଶୌଚ ପାଇଁ ଯାଉଛନ୍ତି। ଆଉ କେଉଁଠି ରୋଗୀଙ୍କ ଫ୍ୟାନ୍‌ ବୁଲୁନି। ରୋଗୀଙ୍କୁ ଖାଇବାକୁ ଦିଆ ଯାଉଥିବା ଡାଲି ସିଝିନଥିବା ଦେଖିବାକୁ ପାଇଥିଲେ। ଏହା ଦେଖି ଖାଦ୍ୟ ଯୋଗାଉଥିବା ଭେଣ୍ଡରକୁ ତାଗିଦ କରିଥିଲେ ଜିଲ୍ଲାପାଳ।

ମେଡିକାଲ କର୍ମଚାରୀ ବିଭିନ୍ନ ଆଳରେ ହଜାର ହଜାର ଟଙ୍କା ଲାଞ୍ଚ ନେଉଥିବା ରୋଗୀମାନେ ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ କରିଥିଲେ। ରୋଗୀଙ୍କଠାରୁ ଏପରି ଅଭିଯୋଗ ଶୁଣି ଜିଲ୍ଲାପାଳ ନିଜ ମୁଣ୍ଡରେ ହାତ ଦେଇଥିଲେ। କେବଳ ରୋଗୀ ନୁହଁନ୍ତି, ଖୋଦ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ମଧ୍ୟ କ୍ୟାମେରା ସାମ୍ନାରେ କହୁଛନ୍ତି ଯେ ତାଙ୍କ କର୍ମଚାରୀମାନେ ବିଭିନ୍ନ ମାଧ୍ୟମରେ ରୋଗୀଙ୍କୁ ଲୁଟୁଛନ୍ତି।

ତିନି ଦିନ ତଳେ ସଠିକ ଚିକିତ୍ସା ଅଭାବରୁ ଜଣେ ଶିଶୁର ମୃତ୍ୟୁ ଅଭିଯୋଗ ହୋଇଥିଲା। ସେହି ଘଟଣାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story