ଦରଦାମ ବୃଦ୍ଧି ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ତାଗିଦ୍

ଭୁବନେଶ୍ୱର ( ଓଡିଶା ରିପୋର୍ଟର ) : ସର୍ବଭାରତୀୟସ୍ତରରେ ଟ୍ରକ ମାଲିକ ସଂଘର ଧର୍ମଘଟ ପ୍ରତ୍ୟାହାର ସତ୍ୱେ  ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖିବ ରାଜ୍ୟ ସରକାର ଆଜି ସମସ୍ତ ଜିଲ୍ଲାପାଳଙ୍କୁ ବଜାର ଉପରେ ତୀକ୍ଷଣ ନଜର ରଖିବା ସହ ଅସାଧୁ ବ୍ୟବସାୟୀଙ୍କ ଉପରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ-୧୯୫୫ ଆଧାରରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଖାଦ୍ୟଯୋଗାଣ ବିଭାଗର ଅତିରିକ୍ତ ସଚିବ ଅନନ୍ତ କୁମାର […]

IMG-3

IMG-3

Rakesh Mallick
  • Published: Saturday, 28 July 2018
  • Updated: 28 July 2018, 10:01 PM IST

Sports

Latest News

ଭୁବନେଶ୍ୱର ( ଓଡିଶା ରିପୋର୍ଟର ) : ସର୍ବଭାରତୀୟସ୍ତରରେ ଟ୍ରକ ମାଲିକ ସଂଘର ଧର୍ମଘଟ ପ୍ରତ୍ୟାହାର ସତ୍ୱେ  ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖିବ ରାଜ୍ୟ ସରକାର ଆଜି ସମସ୍ତ ଜିଲ୍ଲାପାଳଙ୍କୁ ବଜାର ଉପରେ ତୀକ୍ଷଣ ନଜର ରଖିବା ସହ ଅସାଧୁ ବ୍ୟବସାୟୀଙ୍କ ଉପରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ-୧୯୫୫ ଆଧାରରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟ ଖାଦ୍ୟଯୋଗାଣ ବିଭାଗର ଅତିରିକ୍ତ ସଚିବ ଅନନ୍ତ କୁମାର ଭୂୟାଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି କହିଛନ୍ତି ଯେ, ଟ୍ରକ ମାଲିକଙ୍କ ଧର୍ମଘଟ ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ବାଧାପ୍ରାପ୍ତ ହୋଇଥିଲା । ବିଶେଷକରି ଗହମଜାତୀୟ ସାମଗ୍ରୀ, ଡାଲି, ଖାଇବା ତେଲ, ଚିନି, ଆଳୁ ଓ ଟମାଟୋର କୃତ୍ରିମ ମୂଲ୍ୟବୃଦ୍ଧିର ଆଶଙ୍କା ରହିଛି । ତେଣୁ ଏସବୁ ଅତ୍ୟାବଶ୍ୟକ ସାମଗ୍ରୀର ବଜାର ଦର ଓ ଯୋଗାଣ ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ସେ ପରାମର୍ଶ ଦେଇଛନ୍ତି । ଯୋଗାଣ ବିଭାଗର କର୍ମଚାରୀମାନଙ୍କୁ ମଧ୍ୟ ନିୟମିତ ଭାବେ ଦରଦାମ ଉପରେ ନଜର ରଖିବାକୁ ଓ ଅଧିକ ମୁନାଫା ନେଉଥିବା ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାର

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos