୨-୪ଟି ମଣ୍ଡପ ଅମାନିଆ ହୋଇ ଅଧିକ ଉଚ୍ଚର ମୂର୍ତ୍ତି ଗଢିଛନ୍ତି : ସିପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଉଚ୍ଚତାରେ ହିଁ ନିର୍ମାଣ ହେବ ଦୁର୍ଗା ମୂର୍ତ୍ତି । କଟକର ୧୬୨ଟି ମଣ୍ଡପ ବୁଲି ଦେଖିବା ପରେ ସିପିଙ୍କ ସୁପାରିସ । କଟକ ସହରର ୧୪୨ଟି ମଣ୍ଡପରେ ଏଯାଏଁ ମୂର୍ତ୍ତିଗଢା ଆର ମ୍ଭ ହୋଇନି ।  ୨/୪ଟି ମଣ୍ଡପ ଅମାନିଆ ହୋଇ ଅଧିକ ଉଚ୍ଚର ମୂର୍ତ୍ତି ଗଢିଛନ୍ତି ।  ଅମାନିଆ ଙ୍କୁ ଅନୁମତି ଦେଲେ ଅନ୍ୟମାନେ ଅସମ୍ମାନିତ ହେବେ । ସରକାରଙ୍କ ନିର୍ଦ୍ଧାରିତ ୪ ଫୁଟ ଉଚ୍ଚତା ଲାଗି ହାଇକୋର୍ଟଙ୍କୁ […]

Durga_Puja

Durga_Puja

Tapas Behera
  • Published: Thursday, 17 September 2020
  • Updated: 17 September 2020, 10:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଉଚ୍ଚତାରେ ହିଁ ନିର୍ମାଣ ହେବ ଦୁର୍ଗା ମୂର୍ତ୍ତି । କଟକର ୧୬୨ଟି ମଣ୍ଡପ ବୁଲି ଦେଖିବା ପରେ ସିପିଙ୍କ ସୁପାରିସ ।
କଟକ ସହରର ୧୪୨ଟି ମଣ୍ଡପରେ ଏଯାଏଁ ମୂର୍ତ୍ତିଗଢା ଆର ମ୍ଭ ହୋଇନି ।  ୨/୪ଟି ମଣ୍ଡପ ଅମାନିଆ ହୋଇ ଅଧିକ ଉଚ୍ଚର ମୂର୍ତ୍ତି ଗଢିଛନ୍ତି ।  ଅମାନିଆ ଙ୍କୁ ଅନୁମତି ଦେଲେ ଅନ୍ୟମାନେ ଅସମ୍ମାନିତ ହେବେ । ସରକାରଙ୍କ ନିର୍ଦ୍ଧାରିତ ୪ ଫୁଟ ଉଚ୍ଚତା ଲାଗି ହାଇକୋର୍ଟଙ୍କୁ ଜଣାଇଲେ ବୋଲି ସିପି କହିଛନ୍ତି । ହାଇକୋର୍ଟଙ୍କ ଆଦେଶ ପରେ ପୂଜାକମିଟି ବୁଲି ଦେଖିଥିଲେ ସିପି । ବିଭିନ୍ନ ପୂଜା କମିଟି ସହ ମଧ୍ୟ ଆ ଲୋଚନା କରିଥିଲେ ସିପି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story