ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଉଚ୍ଚତାରେ ହିଁ ନିର୍ମାଣ ହେବ ଦୁର୍ଗା ମୂର୍ତ୍ତି । କଟକର ୧୬୨ଟି ମଣ୍ଡପ ବୁଲି ଦେଖିବା ପରେ ସିପିଙ୍କ ସୁପାରିସ ।
କଟକ ସହରର ୧୪୨ଟି ମଣ୍ଡପରେ ଏଯାଏଁ ମୂର୍ତ୍ତିଗଢା ଆର ମ୍ଭ ହୋଇନି । ୨/୪ଟି ମଣ୍ଡପ ଅମାନିଆ ହୋଇ ଅଧିକ ଉଚ୍ଚର ମୂର୍ତ୍ତି ଗଢିଛନ୍ତି । ଅମାନିଆ ଙ୍କୁ ଅନୁମତି ଦେଲେ ଅନ୍ୟମାନେ ଅସମ୍ମାନିତ ହେବେ । ସରକାରଙ୍କ ନିର୍ଦ୍ଧାରିତ ୪ ଫୁଟ ଉଚ୍ଚତା ଲାଗି ହାଇକୋର୍ଟଙ୍କୁ ଜଣାଇଲେ ବୋଲି ସିପି କହିଛନ୍ତି । ହାଇକୋର୍ଟଙ୍କ ଆଦେଶ ପରେ ପୂଜାକମିଟି ବୁଲି ଦେଖିଥିଲେ ସିପି । ବିଭିନ୍ନ ପୂଜା କମିଟି ସହ ମଧ୍ୟ ଆ ଲୋଚନା କରିଥିଲେ ସିପି ।