ଅମାନିଆ ସାବଧାନ, ଜଗିଛି ସିସିଟିଭି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କୋଭିଡ୍‌ ଅମାନିଆଙ୍କୁ ସାବାଡ୍ କରିବା ପାଇଁ ଗଠନ ଗଲା ସ୍ୱତନ୍ତ୍ର ଟିମ୍‌। ସିସିଟିଭି ଆଧାରରେ ଅମାନିଆଙ୍କଠାରୁ ଫାଇନ୍‌ କାଟିବ ପୁଲିସ। ନିୟମ ଉଲ୍ଲଙ୍ଘନ ହେଉଥିଲେ ସିସିଟିଭି ଆଧାରରେ ପୁଲିସ ସେଠାରେ ପହଞ୍ଚିବ ଓ ନୂଆ ନିୟମ ଅନୁସାରେ ଫାଇନ କାଟିବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ମହାମାରୀ କରୋନା ବ୍ୟାପି ଚାଲିଛି। ଅମାନିଆଙ୍କୁ ସାବାଡ଼ କରିବା ପାଇଁ ରାଜ୍ୟ ସରକାର ଓ […]

bbsr

bbsr

Manoranjan Sial
  • Published: Saturday, 10 April 2021
  • Updated: 10 April 2021, 06:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କୋଭିଡ୍‌ ଅମାନିଆଙ୍କୁ ସାବାଡ୍ କରିବା ପାଇଁ ଗଠନ ଗଲା ସ୍ୱତନ୍ତ୍ର ଟିମ୍‌। ସିସିଟିଭି ଆଧାରରେ ଅମାନିଆଙ୍କଠାରୁ ଫାଇନ୍‌ କାଟିବ ପୁଲିସ। ନିୟମ ଉଲ୍ଲଙ୍ଘନ ହେଉଥିଲେ ସିସିଟିଭି ଆଧାରରେ ପୁଲିସ ସେଠାରେ ପହଞ୍ଚିବ ଓ ନୂଆ ନିୟମ ଅନୁସାରେ ଫାଇନ କାଟିବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ।

ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ମହାମାରୀ କରୋନା ବ୍ୟାପି ଚାଲିଛି। ଅମାନିଆଙ୍କୁ ସାବାଡ଼ କରିବା ପାଇଁ ରାଜ୍ୟ ସରକାର ଓ କମିଶନରେଟ୍‌ ପୁଲିସ ବହୁ କଟକଣା ଲଗାଇଛି। ହେଲେ ଅମାନିଆମାନେ ସାବାଡ଼ ହେଉନାହାନ୍ତି। ବିନା ମାସ୍କରେ ବୁଲା ବୁଲି କରୁଛନ୍ତି। ଯାହାଫଳରେ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗତ ୪ ଦିନ ଧରି ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଅତିକ୍ରମ କରିଛି। ଯାହାକୁ ନେଇ ବିଏମ୍‌ସି ପ୍ରଶାସନ ଚିନ୍ତାରେ ପଡ଼ି ଯାଇଛି।

ସେପଟେ କରୋନା ସଂକ୍ରମଣରେ ବ୍ରେକ୍‌ ଲଗାଇବା ପାଇଁ ୧୪ ଦିନିଆ ମାସ୍କ ଅଭିଯାନ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ। କରୋନାକୁ ହରାଇବାକୁ ହେଲେ ସମସ୍ତେ ମାସ୍କ ପିନ୍ଧିବା ପାଇଁ ସଂକଳ୍ପ ନେବା ଦରକାର ଏବଂ ମାସ୍କକୁ ସଠିକ୍ ଭାବେ ପିନ୍ଧିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ମାସ୍କକୁ ବେକରେ ନ ଝୁଲାଇ ନାକକୁ ଘୋଡ଼ାଇ ପିନ୍ଧିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପରେ ରାଜ୍ୟ ସରକାର ଜାରି କରିଥିଲେ ନୂଆ ନିର୍ଦ୍ଦେଶନାମା। ନୂଆ ନିୟମ ଅନୁସାରେ ମାସ୍କ ନପିନ୍ଧିଲେ ଦେବାକୁ ପଡ଼ିବ ଦୁଇଗଣା ଜରିମାନା। ଅର୍ଥାତ ଯେଉଁ ଅମାନିଆ ବିନା ମାସ୍କରେ ବୁଲୁଛନ୍ତି, ସେମାନଙ୍କୁ ମୋଟା ଅଙ୍କର ଫାଇନ୍ ଦେବାକୁ ପଡ଼ିବ। ଜଣେ ବ୍ୟକ୍ତି ପ୍ରଥମ ଓ ଦ୍ୱିତୀୟଥର ବିନା ମାସ୍କରେ ଧରା ପଡ଼ିଲେ ୨୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ତେବେ ପରବର୍ତ୍ତୀ ଥର ଧରାପଡ଼ିଲେ ୫୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ପୂର୍ବରୁ ପ୍ରଥମ ଓ ଦ୍ୱିତୀୟଥର ପାଇଁ ଜରିମାନା ୧୦୦୦ ଟଙ୍କା ଥିଲା। ଯାହାକୁ ଏବେ ଡବଲ କରିଦିଆଯାଇଛି। ତେବେ ରାଜ୍ୟ ସରକାରଙ୍କ ଏହି ନୂଆ ଗାଇଡ୍‌ଲାଇନ୍‌ ଅମାନିଆଙ୍କୁ ସାବାଡ଼ କରିବା ପାଇଁ କେତେ ଫଳପ୍ରଦ ହେଉଛି, ତାହା ସମୟ କହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story