ଅଡିଓ ନ୍ୟୁଜ୍‌ ମାମଲାରେ ଓଡ଼ିଶା ରିପୋର୍ଟରକୁ ନୋଟିସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଡ଼ିଓ ନ୍ୟୁଜ୍‌ ମାମଲାରେ ଓଟିଭିକୁ ନୋଟିସ୍‌ କରିଥିବା କମିଶନରେଟ୍‌ ପୁଲିସ ଏଥିରେ ଓଡ଼ିଶା ରିପୋର୍ଟରକୁ ପକ୍ଷଭୁକ୍ତ କରିଛି। ଆସନ୍ତାକାଲି ଅପରାହ୍ନ ୩ଟା ସୁଦ୍ଧା ଥାନାରେ ହାଜର ହୋଇ ପକ୍ଷ ରଖିବାକୁ ଓଡ଼ିଶା ରିପୋର୍ଟର ସମ୍ପାଦକଙ୍କୁ କ୍ୟାପିଟାଲ୍‌ ଥାନା ପକ୍ଷରୁ କୁହାଯାଇଛି। ନୋଟିସ୍‌ ପାଇବା ପରେ ଓଡ଼ିଶା ରିପୋର୍ଟର ସମ୍ପାଦକ ଦେବେନ୍ଦ୍ର ପୃଷ୍ଟି ଆସନ୍ତାକାଲି ଅପରାହ୍ନ ୩ଟା ସୁଦ୍ଧା କ୍ୟାପିଟାଲ୍‌ ଥାନାରେ ହାଜର ହେବେ ବୋଲି ସୂଚନା ଦେଇଛନ୍ତି।

or

or

Manoranjan Sial
  • Published: Tuesday, 18 August 2020
  • Updated: 18 August 2020, 10:10 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଡ଼ିଓ ନ୍ୟୁଜ୍‌ ମାମଲାରେ ଓଟିଭିକୁ ନୋଟିସ୍‌ କରିଥିବା କମିଶନରେଟ୍‌ ପୁଲିସ ଏଥିରେ ଓଡ଼ିଶା ରିପୋର୍ଟରକୁ ପକ୍ଷଭୁକ୍ତ କରିଛି। ଆସନ୍ତାକାଲି ଅପରାହ୍ନ ୩ଟା ସୁଦ୍ଧା ଥାନାରେ ହାଜର ହୋଇ ପକ୍ଷ ରଖିବାକୁ ଓଡ଼ିଶା ରିପୋର୍ଟର ସମ୍ପାଦକଙ୍କୁ କ୍ୟାପିଟାଲ୍‌ ଥାନା ପକ୍ଷରୁ କୁହାଯାଇଛି। ନୋଟିସ୍‌ ପାଇବା ପରେ ଓଡ଼ିଶା ରିପୋର୍ଟର ସମ୍ପାଦକ ଦେବେନ୍ଦ୍ର ପୃଷ୍ଟି ଆସନ୍ତାକାଲି ଅପରାହ୍ନ ୩ଟା ସୁଦ୍ଧା କ୍ୟାପିଟାଲ୍‌ ଥାନାରେ ହାଜର ହେବେ ବୋଲି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos