ରାଜଧାନୀରୁ ଜବତ ଟଙ୍କାର ଲିଙ୍କରେ କଟକ ନକଲି ଜର୍ଦ୍ଦା କମ୍ପାନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ଦିନ ତଳେ ରାଜଧାନୀର ବରମୁଣ୍ଡା ଅଞ୍ଚଳରୁ ଜଣେ ଯୁବକଙ୍କଠାରୁ କମିଶନରେଟ୍‌ ପୁଲିସ ବେନାମୀ ୩୦ ଲକ୍ଷ ଟଙ୍କା ଜବତ କରିଥିଲା। ଏହାର ଲିଙ୍କ କଟକରୁ ଠାବ ହୋଇଥିବା ନକଲି ଜର୍ଦ୍ଦା ଓ ଗୁଟଖା କାରଖାନା ସହ ରହିଛି। ଆଜି ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ। କଟକ ଜଗତପୁର ଶିଳ୍ପାଞ୍ଚଳରେ ଚାଲିଥିଲା ଏକ ନକଲି ଜର୍ଦ୍ଦା କାରଖାନା। ଏ ସମ୍ପର୍କରେ ପୁଲିସ ଜାଣିପାରି ଆଜି ଅଚାନକ ଚଢ଼ଉ କରିଥିଲା। ଚଢ଼ଉ […]

cuttack

cuttack

Manoranjan Sial
  • Published: Monday, 23 November 2020
  • Updated: 23 November 2020, 08:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ଦିନ ତଳେ ରାଜଧାନୀର ବରମୁଣ୍ଡା ଅଞ୍ଚଳରୁ ଜଣେ ଯୁବକଙ୍କଠାରୁ କମିଶନରେଟ୍‌ ପୁଲିସ ବେନାମୀ ୩୦ ଲକ୍ଷ ଟଙ୍କା ଜବତ କରିଥିଲା। ଏହାର ଲିଙ୍କ କଟକରୁ ଠାବ ହୋଇଥିବା ନକଲି ଜର୍ଦ୍ଦା ଓ ଗୁଟଖା କାରଖାନା ସହ ରହିଛି। ଆଜି ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ।

କଟକ ଜଗତପୁର ଶିଳ୍ପାଞ୍ଚଳରେ ଚାଲିଥିଲା ଏକ ନକଲି ଜର୍ଦ୍ଦା କାରଖାନା। ଏ ସମ୍ପର୍କରେ ପୁଲିସ ଜାଣିପାରି ଆଜି ଅଚାନକ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ପୁଲିସ ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା, ପାନ ମସଲା ସରଞ୍ଜାମ ଓ ଯନ୍ତ୍ରାଂଶ  ଜବତ କରିଥିଲା। ତେବେ ଚଢ଼ଉ ସମ୍ପର୍କରେ ଜାଣିପାରି କାରଖାନା ମାଲିକ ଓ କର୍ମଚାରୀମାନେ ସେଠାରୁ ଚମ୍ପଟ ମାରିଥିଲେ। ବରମୁଣ୍ଡା ଅଞ୍ଚଳରୁ ଜବତ ହୋଇଥିବା ଟଙ୍କା ସହିତ କଟକରୁ ଠାବ ହୋଇଥିବା ନକଲି ଜର୍ଦ୍ଦା କାରଖାନାରର ଲିଙ୍କ ରହିଛି ବୋଲି ପୁଲିସ କହିଛି। କାରଣ ଜବତ ହୋଇଥିବା ଟଙ୍କା ଏକ ପାନ ମସଲା କାରବାରର ବୋଲି ଦାବି କରି ଜଣେ ଦାବିଦାର ଥାନାରେ ଆବଶ୍ୟକୀୟ କାଗଜପତ୍ର ଦେବେ ବୋଲି କହିଥିଲେ। ହେଲେ ଏ ସମ୍ପର୍କିତ କାଗଜପତ୍ର ସେ ଦେଇପାରିନଥିବା ପୁଲିସ କହିଛି।

ସେହିପରି କଟକ ନିର୍ଗୁଣ୍ଡିଠାରେ ଥିବା ଏକ ନକଲି ଗୁଟଖା କାରଖାନାରେ ପୁଲିସର ସ୍ପେଶାଲ ସ୍କ୍ୱାଡ ଓ ଟାଙ୍ଗୀ ପୁଲିସର ମିଳିତ ଭାବେ ଚଢଉ କରିଥିଲା। ଏହି ସମୟରେ ପୁଲିସ ବ୍ୟାପକ ପରିମାଣର ନକଲି ଗୁଟଖା ଜବତ କରିଥିଲା। ଏପରିକି ଗୁଟଖା ପ୍ରସ୍ତୁତି ଲାଗି ବିପୁଳ ପରିମାଣର କଞ୍ଚାମାଲ୍‌ ଜବତ କରିଛି ପୁଲିସ। ଗୁଟଖା ପ୍ୟାକିଂ ଲାଗି ବ୍ୟବହୃତ ଅନେକ ମେସିନ ମଧ୍ୟ ସିଜ କରିଛି ପୁଲିସ। ମାମଲାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ସ୍ପେଶାଲ ସ୍କ୍ୱାଡ୍‌ ଓ ଟାଙ୍ଗୀ ପୁଲିସ। ଜବତ ଗୁଟଖାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story