ନ କହି ନ ପଚାରି ଜମିରୁ ମାଟି ଖୋଳି ନେଉଛି ARSS କମ୍ପାନୀ !

କାମାକ୍ଷାନଗର (ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଥିବା ଏ.ଆର.ଏସ.ଏସ. କମ୍ପାନୀ ବିରୋଧରେ ଗୁରୁତର ଅଭିଯୋଗ ଆସିଛି। ଏଠାକାର ମହିମାନଗର ବାସିନ୍ଦା ଅଭିଯୋଗ କରିଛନ୍ତି ଯେ, କମ୍ପାନୀ ସେମାନଙ୍କୁ କିଛି ନକହି କି ନ ପଚାରି, ତାଙ୍କ ଜମିରୁ ମାଟି ଖୋଲି ନେଇଛି। ଫଳରେ ଜମି ସବୁ ଭୟଙ୍କର ଭାବରେ ଖାଲ ହୋଇଯାଇଛି। ଏବେ ପ୍ରାୟ ୫ ଫୁଟ ଉପରେ ଜମି ରହୁଛି ପାଣି। ଫଳରେ ଆଉ ଚାଷ କରିହେଉନି। ଗତ ୪ ବର୍ଷ ତଳେ ଏହି […]

5b28ce07-2ea1-4ace-ada7-59e56db51619

5b28ce07-2ea1-4ace-ada7-59e56db51619

Ordigital Desk
  • Published: Monday, 21 May 2018
  • Updated: 21 May 2018, 07:39 PM IST

Sports

Latest News

କାମାକ୍ଷାନଗର (ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଥିବା ଏ.ଆର.ଏସ.ଏସ. କମ୍ପାନୀ ବିରୋଧରେ ଗୁରୁତର ଅଭିଯୋଗ ଆସିଛି। ଏଠାକାର ମହିମାନଗର ବାସିନ୍ଦା ଅଭିଯୋଗ କରିଛନ୍ତି ଯେ, କମ୍ପାନୀ ସେମାନଙ୍କୁ କିଛି ନକହି କି ନ ପଚାରି, ତାଙ୍କ ଜମିରୁ ମାଟି ଖୋଲି ନେଇଛି। ଫଳରେ ଜମି ସବୁ ଭୟଙ୍କର ଭାବରେ ଖାଲ ହୋଇଯାଇଛି। ଏବେ ପ୍ରାୟ ୫ ଫୁଟ ଉପରେ ଜମି ରହୁଛି ପାଣି। ଫଳରେ ଆଉ ଚାଷ କରିହେଉନି। ଗତ ୪ ବର୍ଷ ତଳେ ଏହି ଜମିରୁ କମ୍ପାନୀ ବେନିୟମ ଭାବେ ମାଟି ଖୋଳି ନେଇଛି। ଯାହାଫଳରେ ଚାଷ ସମ୍ପୂର୍ଣ ଭାବେ ପ୍ରଭାବିତ ହୋଇଛି। ପ୍ରାୟ ୫ ଏକରରୁ ଅଧିକ ଜମିର କମ୍ପାନୀ ଏମିତି ଅବସ୍ଥା କରିଛି। ଚାଷୀମାନେ ବାରମ୍ବାର ଦାବି କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି। ଆଜି ଚାଷୀମାନେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ପୁଣିଥରେ ଆସି ଏ ସଂପର୍କରେ କହିଥିଲେ। ଘଟଣା ବିଷୟରେ କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ନୁପ୍ରସାଦ ଆଚାର୍ଯ୍ୟ କହିଛନ୍ତି, ଏଆରଏସଏସ ଅଧିକାରୀଙ୍କୁ ଡକାଯାଇଛି। ତୁରନ୍ତ ଏ ସମସ୍ୟାର କିଛି ସମାଧାନ କରାଯିବ। ତେବେ ଏ ସଂପର୍କରେ ଏ.ଆର୍.ଏସ୍.ଏସ୍. କମ୍ପାନୀ କର୍ତୃପକ୍ଷଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story