ନିଜ ଗୀତରେ ସିଙ୍ଗର ମହିଳାଙ୍କୁ ଆକ୍ଷେପ କରିଥିବା ଅଭିଯୋଗ, ତାତିଲେ ଲୋକେ

ନବରଙ୍ଗପୁର(ନବଘନ ବିଶୋୟୀ): ଗୀତ, ସଂଗୀତ ଓ ନୃତ୍ୟ ହେଉଛି ପବିତ୍ର ସାରସ୍ୱତ କଳା । ତାହାକୁ ବିକୃତ କରାଯିବା ଉଚିତ ନୁହେଁ। ଏପରିକି ଗୀତ ଦ୍ୱାରା ନାରୀ ସମାଜକୁ ଆକ୍ଷେପ କରି ଅପମାନସୂଚକ ମନ୍ତବ୍ୟ ଦେବା ଧର୍ତ୍ତବ୍ୟ ଅପରାଧ । ହେଲେ ବାଲେଶ୍ୱର ଜିଲ୍ଲା କୁଚିଣ୍ଡା ବାସିନ୍ଦା ଶଙ୍କର ଓମ୍ ଶରଣଙ୍କ ନାମରେ ଆସିଛି ଏପରି ସାଂଘାତିକ ଅଭିଯୋଗ । ୟୁଟ୍ୟୁବରେ ସଂଗୀତ ପରିବେଷଣ ମାଧ୍ୟମରେ ଶଙ୍କର ଅଶ୍ଳୀଳ ଭାଷା ପ୍ରୟୋଗ କରି ଓଡିଶାର ବିଭିନ୍ନ ଜିଲ୍ଲାର […]

alligation

alligation

Niharika Rout
  • Published: Saturday, 17 September 2022
  • Updated: 17 September 2022, 11:16 AM IST

Sports

Latest News

ନବରଙ୍ଗପୁର(ନବଘନ ବିଶୋୟୀ): ଗୀତ, ସଂଗୀତ ଓ ନୃତ୍ୟ ହେଉଛି ପବିତ୍ର ସାରସ୍ୱତ କଳା । ତାହାକୁ ବିକୃତ କରାଯିବା ଉଚିତ ନୁହେଁ। ଏପରିକି ଗୀତ ଦ୍ୱାରା ନାରୀ ସମାଜକୁ ଆକ୍ଷେପ କରି ଅପମାନସୂଚକ ମନ୍ତବ୍ୟ ଦେବା ଧର୍ତ୍ତବ୍ୟ ଅପରାଧ । ହେଲେ ବାଲେଶ୍ୱର ଜିଲ୍ଲା କୁଚିଣ୍ଡା ବାସିନ୍ଦା ଶଙ୍କର ଓମ୍ ଶରଣଙ୍କ ନାମରେ ଆସିଛି ଏପରି ସାଂଘାତିକ ଅଭିଯୋଗ । ୟୁଟ୍ୟୁବରେ ସଂଗୀତ ପରିବେଷଣ ମାଧ୍ୟମରେ ଶଙ୍କର ଅଶ୍ଳୀଳ ଭାଷା ପ୍ରୟୋଗ କରି ଓଡିଶାର ବିଭିନ୍ନ ଜିଲ୍ଲାର ମହିଳାମାନଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି।  ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆନ୍ଦୋଳନ ଦାବି କରିଛନ୍ତି ସାଧାରଣ ଲୋକେ। ଏନେଇ ଥାନାରେ ମାମଲା ରୁଜୁ ହୋଇଛି।

ସୂଚନା ଅନୁଯାୟୀ, ୟୁଟ୍ୟୁବରେ ଶସ୍ତା ଲୋକପ୍ରିୟତା ହାସଲ କରିବା ଲକ୍ଷ୍ୟରେ ବାଲେଶ୍ୱରର ଶଙ୍କର ଓଡିଶାର ବିଭିନ୍ନ ଜିଲ୍ଲାର ଝିଅ ଭଉଣୀଙ୍କ ପ୍ରତି ଅଶାଳୀନ, ଅଭଦ୍ର, ଅସାମାଜିକ କଟୁ ଆକ୍ଷେପ କରି ଗୀତ ପରିବେଷଣ କରୁଛନ୍ତି । ସେଥିରେ ନବରଙ୍ଗପୁର ତଥା ଅବିଭକ୍ତ କୋରାପୁଟ ଜିଲ୍ଲାର ଝିଅମାନଙ୍କୁ ବି ସାମିଲ କରିଥିବାରୁ  ଏହା ଜିଲ୍ଲାବାସୀଙ୍କୁ ବ୍ୟଥିତ କରିଛି। ତେଣୁ ଶଙ୍କରଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ  ଥାନାରେ ନବରଙ୍ଗପୁର ମା’ ଘର ସଂଘ ଓ ନବରଙ୍ଗପୁର କଳାକାର ସଂଘ ପକ୍ଷରୁ ଅଭିଯୋଗ ହୋଇଛି ।

ମା, ଭଉଣୀ ଙ୍କୁ ନେଇ ଏ ଭଳି ଅସଭ୍ୟ ଚିନ୍ତାଧାରା ରଖୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଯଦି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ,  ତେବେ ଆଗାମୀ ଦିନରେ ମା’ ଭଉଣୀ ଙ୍କୁ ନେଇ ଏଭଳି ଉପହାସ କରିବାକୁ କେହି ଭୟ କରିବେ ନାହିଁ "। ତେଣୁ ଯଥାଶୀଘ୍ର ଆଇନ ଅନୁଯାୟୀ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ନବରଙ୍ଗପୁର ଜିଲ୍ଲା ମା’ ଘର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ।

ଏଥିସହ ସେ କହିଛନ୍ତି, ‘ଯେଉଁ ଦେଶରେ ରାଜ୍ୟରେ ଝିଅକୁ ମା’ ଓ ଦେବୀର ସମ୍ମାନ ଦିଆଯାଉଛି, ଏପରି ରାଜ୍ୟରେ ଜଣେ ଯୁବକ ପ୍ରତି ଜିଲ୍ଲାର ଝିଅଙ୍କୁ ଆକ୍ଷେପ କରି ଅଶ୍ଳୀଳ ଭାଷାରେ ଗାଳି କରିଛନ୍ତି। ତାହାକୁ ଦୃଢ ନିନ୍ଦା କରୁଛୁ। ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଏଫଆଇଆର ଦେଇଛୁ।  ସେ କ୍ଷମା ମାଗନ୍ତୁ, ଯେଉଁ ଗୀତ ଗାଇଛନ୍ତି ତାକୁ ପ୍ରତ୍ୟାହାର କରାଯାଉ । ନଚେତ ତାଙ୍କ ସାହସ ବଢ଼ିଯିବ ।’

ଏନେଇ ନବରଙ୍ଗପୁରର ବରିଷ୍ଠ କଳାକାର ଦେବଦାସ ମହାଙ୍କୁଡ କହିଛନ୍ତି,  ବିଭିନ୍ନ ଜିଲ୍ଲା ସହ ଅବିଭକ୍ତ କୋରାପୁଟ ଜିଲ୍ଲାର ମା’ ଭଉଣୀଙ୍କୁ ଆକ୍ଷେପ କରି ଅପମାନସୂଚକ, କଟୁ କଥା ପ୍ରୟୋଗ କରି ସଙ୍ଗୀତ ଗାନ କରିଛନ୍ତି। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବିପତ୍ର ପ୍ରଦାନ କରିଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story