ଦୁଇ ଡାକ୍ତରଙ୍କ ନାଁରେ ଥାନାରେ ଅଭିଯୋଗ

ବାସୁଦେବପୁର (କିରିଟି ଦାସ): ଡାକ୍ତର ଓ ନର୍ସଙ୍କ ଚିକିତ୍ସା ଅବହେଳାରୁ ମାଆ ଗର୍ଭରୁ ମୃତ ଶିଶୁ ଜନ୍ମ ହୋଇଛି! ଆଜି ଏପରି ଅଭିଯୋଗ ଭଦ୍ରକ ଜିଲ୍ଲାରୁ ଆସିଛି। ସେଥିପାଇଁ ଦୁଇ ଡାକ୍ତର ଓ କାର୍ଯ୍ୟରତ ନର୍ସଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗରୁ ପ୍ରକାଶ, ନାୟକାଣିଡିହି ଥାନା ଭଗବାନପୁର ଗ୍ରାମର ସୂର୍ଯ୍ୟକାନ୍ତ ସାହୁଙ୍କ ସ୍ତ୍ରୀ ବୁଧବାର ପ୍ରସବ ବେଦନା ପାଇଥିଲେ। ପରିବାର ଲୋକେ ତାଙ୍କୁ […]

basudevpur

basudevpur

Manoranjan Sial
  • Published: Friday, 29 January 2021
  • Updated: 29 January 2021, 04:18 PM IST

Sports

Latest News

ବାସୁଦେବପୁର (କିରିଟି ଦାସ): ଡାକ୍ତର ଓ ନର୍ସଙ୍କ ଚିକିତ୍ସା ଅବହେଳାରୁ ମାଆ ଗର୍ଭରୁ ମୃତ ଶିଶୁ ଜନ୍ମ ହୋଇଛି! ଆଜି ଏପରି ଅଭିଯୋଗ ଭଦ୍ରକ ଜିଲ୍ଲାରୁ ଆସିଛି। ସେଥିପାଇଁ ଦୁଇ ଡାକ୍ତର ଓ କାର୍ଯ୍ୟରତ ନର୍ସଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଭିଯୋଗରୁ ପ୍ରକାଶ, ନାୟକାଣିଡିହି ଥାନା ଭଗବାନପୁର ଗ୍ରାମର ସୂର୍ଯ୍ୟକାନ୍ତ ସାହୁଙ୍କ ସ୍ତ୍ରୀ ବୁଧବାର ପ୍ରସବ ବେଦନା ପାଇଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେହି ରାତିରେ ଡାକ୍ତର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ନର୍ମାଲ୍‌ ଡେଲିଭରି ହେବ ବୋଲି କହିଥିଲେ। ହେଲେ ଗୁରୁବାର ରାତିରେ ଡାକ୍ତର ପ୍ରସୂତୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିନବା ଅଭିଯୋଗ ହୋଇଛି। କେବଳ ନର୍ସମାନେ ଆସି ପ୍ରସୂତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ଚାଲି ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଆଜି ସକାଳେ ପ୍ରସୂତୀ ଜଣକ ମୃତ ଶିଶୁ ପ୍ରସବ କରିଥିଲେ। ଏହି ଖବର ପ୍ରକାଶ ପାଇବା ପରେ ମେଡିକାଲ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ଡାକ୍ତର ଓ ନର୍ସଙ୍କ ଚିକିତ୍ସା ଅବହେଳାରୁ ମୃତଶିଶୁ ଜନ୍ମ ହେଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ନାୟକାଣିଡିହି ଥାନା ପୁଲିସ ମେଡିକାଲ୍‌ରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ପରିବେଷ ଶାନ୍ତ ପଡ଼ିଥିଲା। ପରେ ପରିବାର ଲୋକେ ମେଡିକାଲର ଦୁଇ ଡାକ୍ତର ଓ କାର୍ଯ୍ୟରତ ନର୍ସଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଚଳାଇଛି।

https://youtu.be/R5xDfpii-Hc

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story