ବିଏମ୍‌ସି କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ଦ୍ଵନ୍ଦ୍ୱ, ଅଭିଯୋଗ ଆଣିଲେ ସେବାୟତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାର୍ଚ୍ଚ ୧ ତାରିଖରେ ପଡୁଛି ମହାପ୍ରଭୁଙ୍କ ଶିବରାତ୍ରୀ। ଏହାକୁ ଶାନ୍ତିଶୃଙ୍ଖଳିତ ଭାବେ କରିବା ପାଇଁ ଆଜି ବସିଥିଲା ସମନ୍ୱୟ ବୈଠକ। ଏଥିରେ ପୁଲିସ୍‌ କମିଶନର, ଅନ୍ୟ ବିଭାଗର ଅଧିକାରୀ ଓ ସେବାୟତମାନେ ଯୋଗଦେଇ ଶିବରାତ୍ରୀ ଦିନ ନୀତିକାନ୍ତି କେମିତି ଶୃଙ୍ଖଳିତ ଭାବେ କରାଯିବ, ତାହା ଉପରେ ଆଲୋଚନା କରିଥିଲେ। ତେବେ କୋଭିଡ୍‌ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଜାରି କରିଥିବା ଗାଇଡ୍‌ଲାଇନ୍‌ରେ ଦ୍ଵନ୍ଦ୍ୱ ଥିବା ସେବାୟତମାନେ ଅଭିଯୋଗ କରିଥିଲେ। ଆଡ଼କଠ ପାଖରେ […]

Lingaraj Temple

Lingaraj Temple

Manoranjan Sial
  • Published: Saturday, 26 February 2022
  • Updated: 26 February 2022, 04:21 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାର୍ଚ୍ଚ ୧ ତାରିଖରେ ପଡୁଛି ମହାପ୍ରଭୁଙ୍କ ଶିବରାତ୍ରୀ। ଏହାକୁ ଶାନ୍ତିଶୃଙ୍ଖଳିତ ଭାବେ କରିବା ପାଇଁ ଆଜି ବସିଥିଲା ସମନ୍ୱୟ ବୈଠକ। ଏଥିରେ ପୁଲିସ୍‌ କମିଶନର, ଅନ୍ୟ ବିଭାଗର ଅଧିକାରୀ ଓ ସେବାୟତମାନେ ଯୋଗଦେଇ ଶିବରାତ୍ରୀ ଦିନ ନୀତିକାନ୍ତି କେମିତି ଶୃଙ୍ଖଳିତ ଭାବେ କରାଯିବ, ତାହା ଉପରେ ଆଲୋଚନା କରିଥିଲେ।

ତେବେ କୋଭିଡ୍‌ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଜାରି କରିଥିବା ଗାଇଡ୍‌ଲାଇନ୍‌ରେ ଦ୍ଵନ୍ଦ୍ୱ ଥିବା ସେବାୟତମାନେ ଅଭିଯୋଗ କରିଥିଲେ। ଆଡ଼କଠ ପାଖରେ ଦର୍ଶନ ହେଉ କିନ୍ତୁ ଭକ୍ତଙ୍କୁ ମନ୍ଦିର ବେଢ଼ାରେ ଦୀପ ଓ ଭୋଗ କରାଯିବାକୁ ଅନୁମତି ଦିଆଯାଉ ବୋଲି ବ୍ରାହ୍ମଣ ନିଯୋଗ ଏବଂ ପୂଜା ପଣ୍ଡା ନିଯୋଗ ଦାବି କରିଥିଲା। ଜାଗର ଯାତ୍ରା ପୂର୍ବରୁ ଏହି ଦ୍ଵନ୍ଦ୍ୱ ଦୂର କରାଯାଉ ବୋଲି ସେମାନେ ଦାବି କରିଥିଲେ।

ଅନ୍ୟପକ୍ଷରେ ପୁଲିସ୍‌ କମିଶନର ଟ୍ରାଫିକ ବ୍ୟବସ୍ଥା ଓ ଶାନ୍ତି ଶୃଙ୍ଖଳାର ସମୀକ୍ଷା କରିଥିଲେ। ରାତି ୧୦ ଟାରେ ପୂର୍ବନିର୍ଦ୍ଧାରିତ ସମୟରେ  ଜାଗର ଦୀପ ଯେପରି ଉଠିବ, ତାହା ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଇଛି। ପାର୍କିଂ ବ୍ୟବସ୍ଥା ସହ ଦର୍ଶନ ଯେପରି ସୁରୁଖୁରୁରେ ହୋଇପାରିବ ସେ ଉପରେ ମଧ୍ୟ ଧ୍ୟାନ ଯାଇଥିଲା।

ବିଏମ୍‌ସିର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି, କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ଜାଗରଯାତ୍ରା ପାଳନ କରାଯିବ। ଖରା ପ୍ରବଳ ହେଉଥିବାରୁ ଜଳ ସିଞ୍ଚନ କରାଯିବା ସହ କୁତ୍ରିମ ଛାଇର ବ୍ୟବସ୍ଥା କରିବାକୁ ଗୁରୁତ୍ଵ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story