ଗଞ୍ଜାମରେ କଙ୍ଗାରୁ କୋର୍ଟ: କମେଣ୍ଟ ମାରିବାରୁ ଦୁଇ ଯୁବକଙ୍କୁ ଲଣ୍ଡା କଲେ ଗ୍ରାମବାସୀ

ଆସିକା: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ହିଣ୍ଡଳ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। କମେଣ୍ଟ ମରାକୁ କେନ୍ଦ୍ର କରି ଦୁଇ ଜଣ ଯୁବକଙ୍କୁ କଙ୍ଗାରୁ କୋର୍ଟରେ ଦଣ୍ଡ ଦେଇଛନ୍ତି ଗ୍ରାମବାସୀ। ଅଭିଯୋଗ ଅନୁସାରେ ଦୁଇ ଯୁବକ ବାଟଘାଟରେ ଗାଁର ମହିଳାଙ୍କୁ କମେଣ୍ଟ ମାରୁଥିଲେ। ଏହାକୁ କେନ୍ଦ୍ର କରି ଗ୍ରାମବାସୀ ଉଭୟଙ୍କୁ ଆଜି ଏକ ଖୁଣ୍ଟରେ ବାନ୍ଧି ରଖିବା ସହ ଲଣ୍ଡା କରି ସମସ୍ତଙ୍କ ସାମ୍ନାରେ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏପରିକି ସେମାନଙ୍କୁ ମାଡ଼ ମାରିଥିବା […]

aska

aska

Rakesh Mallick
  • Published: Friday, 28 July 2017
  • Updated: 28 July 2017, 10:58 PM IST

Sports

Latest News

ଆସିକା: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ହିଣ୍ଡଳ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। କମେଣ୍ଟ ମରାକୁ କେନ୍ଦ୍ର କରି ଦୁଇ ଜଣ ଯୁବକଙ୍କୁ କଙ୍ଗାରୁ କୋର୍ଟରେ ଦଣ୍ଡ ଦେଇଛନ୍ତି ଗ୍ରାମବାସୀ।

ଅଭିଯୋଗ ଅନୁସାରେ ଦୁଇ ଯୁବକ ବାଟଘାଟରେ ଗାଁର ମହିଳାଙ୍କୁ କମେଣ୍ଟ ମାରୁଥିଲେ। ଏହାକୁ କେନ୍ଦ୍ର କରି ଗ୍ରାମବାସୀ ଉଭୟଙ୍କୁ ଆଜି ଏକ ଖୁଣ୍ଟରେ ବାନ୍ଧି ରଖିବା ସହ ଲଣ୍ଡା କରି ସମସ୍ତଙ୍କ ସାମ୍ନାରେ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏପରିକି ସେମାନଙ୍କୁ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି।

ଖବର ପାଇ ପୋଲିସ୍‌ ଗାଁରେ ପହଞ୍ଚି ଯୁବକ ଦ୍ୱୟଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story