ବିଧାନସଭାରେ ପୁଣି ଚାଷୀ ଆତ୍ମହତ୍ୟା ତାତି: ବିଜେଡିର ଦୋମୁହାଁ ନୀତିକୁ ନେଇ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାରେ ପୁଣି ଚାଷୀ ଆତ୍ମହତ୍ୟା ତାତି ଦେଖିବାକୁ ମିଳିଛି। ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ବିଜେଡି ରାଜ୍ୟସଭାରେ ଗୋଟିଏ କଥା କହିବା ଓ ବିଧାନସଭାରେ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିବା ନେଇ ଆଜି କଂଗ୍ରେସ ସରକାରଙ୍କୁ ଘେରିଥିଲା। ସେପଟେ ବିଜେପି ବିଧାୟକ ମାନେ ଜରୁରୀପାଣ୍ଠିରୁ କାଳିଆ ଯୋଜନା ପାଇଁ ଟଙ୍କା ଖର୍ଚ୍ଚ ପ୍ରସଙ୍ଗ ଉଠାଇ ତୁମ୍ବିତୋଫାନ କରିଥିଲେ। ତେବେ କୃଷିମନ୍ତ୍ରୀ ଚାଷୀ ଆତ୍ମହତ୍ୟା ଅଭିଯୋଗକୁ ଖଣ୍ଡନ କରିବା ସହ କଂଗ୍ରେସ ବିଧାୟକ ଦଳ ନେତାଙ୍କୁ […]

b-97

b-97

Tapas Behera
  • Published: Friday, 02 August 2019
  • Updated: 02 August 2019, 09:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାରେ ପୁଣି ଚାଷୀ ଆତ୍ମହତ୍ୟା ତାତି ଦେଖିବାକୁ ମିଳିଛି। ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ବିଜେଡି ରାଜ୍ୟସଭାରେ ଗୋଟିଏ କଥା କହିବା ଓ ବିଧାନସଭାରେ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିବା ନେଇ ଆଜି କଂଗ୍ରେସ ସରକାରଙ୍କୁ ଘେରିଥିଲା। ସେପଟେ ବିଜେପି ବିଧାୟକ ମାନେ ଜରୁରୀପାଣ୍ଠିରୁ କାଳିଆ ଯୋଜନା ପାଇଁ ଟଙ୍କା ଖର୍ଚ୍ଚ ପ୍ରସଙ୍ଗ ଉଠାଇ ତୁମ୍ବିତୋଫାନ କରିଥିଲେ। ତେବେ କୃଷିମନ୍ତ୍ରୀ ଚାଷୀ ଆତ୍ମହତ୍ୟା ଅଭିଯୋଗକୁ ଖଣ୍ଡନ କରିବା ସହ କଂଗ୍ରେସ ବିଧାୟକ ଦଳ ନେତାଙ୍କୁ ଆକ୍ଷେପ କରିଥିଲେ। ଜବାବରେ ଚାଷୀ ଆତ୍ମହତ୍ୟା ରିପୋର୍ଟକୁ ଗୃହରେ ଉପସ୍ଥାପନ କରିବାକୁ ମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ କରିଥିଲେ ନରସିଂହ ମିଶ୍ର।

ଗତ ୭ ଦିନରେ ୪ ଜଣ ଚାଷୀ ଆତ୍ମହତ୍ୟା କରିଥିବାର ଅଭିଯୋଗ ଆସିଛି। ଗତ ଜୁଲାଇ ୧୯ରେ କଲେ ବଲାଙ୍ଗୀର ଚାଷୀ ଭକ୍ତବନ୍ଧୁ ଦଣ୍ଡସେନା, ଜୁଲାଇ ୨୨ରେ ଜଗତସିଂହପୁର କୁଜଙ୍ଗର ମହେଶ୍ୱର ନାଏକ, ଜୁଲାଇ ୨୩ରେ ବାଲେଶ୍ୱରର ସୁମନ୍ତ ବେହେରା ଓ ଜୁଲାଇ ୨୫ରେ ମରୁଡ଼ି ଓ ରଣବୋଝ ସହି ନପାରି ବରଗଡ଼ର ଚାଷୀ ବୈଷ୍ଣବ ଭୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ରାଜ୍ୟର ୪ ଟି ସ୍ଥାନରେ ୪ ଜଣ ଚାଷୀଙ୍କ ଆତ୍ମହତ୍ୟାକୁ ନେଇ ଆଜି ସରକାରଙ୍କୁ ଘେରିଥିଲା କଂଗ୍ରେସ। ଋଣ ବୋଝ ଓ ମରୁଡି ପାଇଁ ଦେଶବ୍ୟାପୀ ଚାଷୀ ଆତ୍ମହତ୍ୟା କରୁଥିବା ନେଇ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭାରେ କହିଥିବା ବେଳେ ରାଜ୍ୟ ସରକାର ଏହାକୁ ସ୍ୱୀକାର ନକରିବା ନେଇ ପ୍ରଶ୍ନ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରିସଂହ ମିଶ୍ର। କେନ୍ଦ୍ରକୁ ବି ସମାନ ପରିମାଣରେ ଦାୟୀ କରିଥିଲା କଂଗ୍ରେସ। ତେବେ କୃଷିମନ୍ତ୍ରୀ ଚାଷୀ ଆତ୍ମହତ୍ୟା ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇ ଦେବା ସହ ନରସିଂହଙ୍କୁ ଚାଷ କ୍ଷେତ୍ରରେ ଅନଭିଜ୍ଞ କହି କଟାକ୍ଷ କରିଥିଲେ। ତେବେ ଚାଷୀ ଆତ୍ମହତ୍ୟା ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରିବାକୁ ମନ୍ତ୍ରୀଙ୍କୁ ଆହ୍ୱାନ କରିଥିଲେ ନରସିଂହ।

ଏପଟେ ଆଜି ମୁଖ୍ୟ ବିରୋଧୀ ଦଳ ବିଜେପି ମୁଲତବୀ ଆଲୋଚନାରେ ଅଂଶ ଗ୍ରହଣ ନ କରି ସେଇ ସମୟରେ ବିପର୍ଯ୍ୟୟ ପାଣ୍ଠିରୁ କାଳିଆ ଯୋଜନା ପାଇଁ ଟଙ୍କା ଖର୍ଚ୍ଚ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲା। ବିନା ଆଲୋଚନାରେ ଅତିରିକ୍ତ ବ୍ୟୟ ବରାଦ ପାରିତ ହେବାକୁ ଅସାମ୍ବିଧାନିକ ଦର୍ଶାଇ ଦଳୀୟ ବିଧାୟକ ବାଚସ୍ପତିଙ୍କ ପୋ଼ଡିୟମ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ। ୩୫ ମିନିଟ ଧରି ବିଧାୟକ ଓ ବିଧାନସଭା ମାର୍ଶାଲଙ୍କ ଭିତରେ ଚାଲିଥିଲା ବଳ କଷାକଷି। ପରେ ଅପରାହ୍ନ ଅଧିବେଶନରେ ପୁଣି ଏହି ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ବିପର୍ଯ୍ୟୟ ପାଣ୍ଟିରୁ ୧୨୪୪ କୋଟି ନେଇ 'କାଳିଆ' ଟଙ୍କା ବାଣ୍ଟିଥିବା ଯୋଗୁ ଫୋନିର ମୁକାବିଲା ପାଇଁ ଅର୍ଥ ନିଅଣ୍ଟ ପ଼ଡିଲା। ଏଭଳି କରି ସରକାର ସମ୍ବିଧାନ ଓ ଆଇନର ଉଲ୍ଲଂଘନ କରିଛନ୍ତି ବୋଲି ଅଭିଯୋଗ କରି ବିଜେପି ବିଧାୟକମାନେ କକ୍ଷତ୍ୟାଗ କରିବା ସହ ରାଜ୍ୟପାଳଙ୍କୁ ଭେଟି ଘଟଣାରେ ହସ୍ତକ୍ଷେପ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story