ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପ-ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରସୋର ପ୍ରଚାର ଚାଲିଛି। ଆଜି ଗାଇସିଲାଟ ବ୍ଲକ୍ରେ ହୋଇଥିଲା ଜୋରଦାର ପ୍ରଚାର। ଏଠାରେ ଆଜି ପ୍ରଚାରର ଚିତ୍ର ଟିକେ ଭିନ୍ନ ଥିଲା। ବ୍ଲକ୍ର ଶ୍ରଦ୍ଧାପୁର ଗାଁରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ଶଗଡ଼ରେ ପ୍ରଚାର କରିଥିଲେ। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ରାଜ୍ୟ କଂଗ୍ରେସର ସହ ପ୍ରଭାରୀ ଶୁଭଙ୍କର ସରକାର ମଧ୍ୟ ଶଗଡ଼ ବସି ପ୍ରଚାର କରିଥିଲେ।
ଦେଖନ୍ତୁ ସେମାନଙ୍କର କିଛି ପ୍ରଚାର ଫଟୋ:
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଜିଲ୍ଲାପାଳଙ୍କୁ ଦିଆଯାଇଛି ଟଙ୍କା, ୫ଦିନ ସୁଦ୍ଧା ଚାଷୀଙ୍କୁ ମିଳିବ କ୍ଷତିପୂରଣ : ରାଜସ୍ୱ ମନ୍ତ୍ରୀ
ଚାଷୀଙ୍କୁ କ୍ଷତିପୂରଣ ଦେବା ପ୍ରକ୍ରିୟା ସରକାର ଆରମ୍ଭ କରିସାରିଛନ୍ତି । ଆସନ୍ତା ୪-୫ ଦିନ ଭିତରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏହି ସହାୟତା ରାଶି ବଂଟନ କାର୍ଯ୍ୟ ଶେଷ ହେବ ।
Politics
'ମୋତେ ମୁଖ୍ୟମନ୍ତ୍ରୀ ଆବାସରୁ ବାହାର କରାଯାଇଛି'; ଆତିଶୀଙ୍କ ସଂଗୀନ ଅଭିଯୋଗ
ଆବଶ୍ୟକ ହେଲେ ଯାଇ ସାଧାରଣ ଲୋକଙ୍କ ଘରେ ରହିବି, କିନ୍ତୁ ଦିଲ୍ଲୀର କାମ ବନ୍ଦ ହେବ ନାହିଁ ବୋଲି କହିଲେ ଆତିଶୀ। ମିଡିଆ ନେଇ ମୁଖ୍ୟମନ୍ତ୍ରୀ ଆବାସକୁ ଯିବୁ କହିଲେ ସଂଜୟ ସିଂହ।
Politics
‘ବାହାନା ନୁହେଁ, ପରିବର୍ତ୍ତନ ଦରକାର’ ଗୀତ ରିଲିଜ କଲା ବିଜେପି
ଗୀତ ଜରିଆରେ ଆପ ନେତୃତ୍ୱାଧୀନ ଦିଲ୍ଲୀ ସରକାରଙ୍କୁ ବିଜେପି ଟାର୍ଗେଟ କରିଛି। ଆପ୍ ସରକାର ସମୟରେ ଦିଲ୍ଲୀରେ ହୋଇଥିବା ସମସ୍ୟାକୁ ଗୀତ ଜରିଆରେ ବିଜେପି ଦେଖାଇବାକୁ ଚେଷ୍ଟା କରିଛି।
Politics
ଅମିତ ଶାହଙ୍କୁ 'ନିର୍ବାଚନୀ ମୁସଲମାନ' କହି ଫଟୋ ପୋଷ୍ଟ କଲା ଆପ୍
ଦିଲ୍ଲୀ ନିର୍ବାଚନ ପୂର୍ବରୁ ଆପ୍ ଓ ବିଜେପି ମଧ୍ୟରେ ପୋଷ୍ଟର ୱାର୍ ଜାରି ରହିଛି। କିଛିଦିନ ତଳେ କେଜ୍ରିୱାଲଙ୍କୁ ନିର୍ବାଚନୀ ହିନ୍ଦୁ ବୋଲି କଟାକ୍ଷ କରି ଏକ ପୋଷ୍ଟର ଜାରି କରିଥିଲା ବିଜେପି। ଆଜି ଶାହଙ୍କୁ ନିର୍ବାଚନୀ ମୁସଲମାନ କହି ଫଟୋ ପୋଷ୍ଟ କରିଛି ଆପ୍।
Politics
ଅର୍ଥକୁ ଅନର୍ଥ କରି ମୋହନ ମାଝୀଙ୍କୁ କରାଯାଇଛି ଟ୍ରୋଲ
ଜାଣିଶୁଣି ସୋଶାଲ ମିଡିଆରେ ମୋହନଙ୍କୁ କରାଯାଉଛି ଟ୍ରୋଲ୍!