ଟିକେଟ ଫେରାଇଥିବା ଦୁଇଟି ଆସନରୁ ନୂଆ ପ୍ରାର୍ଥୀ ଦେଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସରେ ଟିକେଟ୍ ପାଇଁ ଚାଲିଛି ହାଇଡ୍ରାମା। କେଉଁ ନେତା ଟିକେଟ୍ ନ ମିଳିବାରୁ ଦଳ ବଦଳାଉ ଥିବାବେଳେ ଆଉ କେହି ଟିକେଟ୍ ପାଇ ମଧ୍ୟ ଫେରାଇ ଦେଉଛନ୍ତି। ଗତକାଲି ବଡ଼ଚଣା ଓ ନିମାପଡ଼ା ବିଧାନସଭା ଆସନରୁ କଂଗ୍ରେସର ଦୁଇ ଜଣ ପ୍ରାର୍ଥୀ ଟିକେଟ୍ ଫେରାଇ ଦେଇଥିଲେ। ଆଜି କଂଗ୍ରେସ ଏହି ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ପୂର୍ବରୁ ଦଳ ସୀତାକାନ୍ତ ମହାପାତ୍ରଙ୍କୁ ବଡ଼ଚଣା ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା। ତେବେ ସେ […]

connnnnnnnn000000000000

connnnnnnnn000000000000

Tapaswini Nayak
  • Published: Tuesday, 09 April 2019
  • Updated: 09 April 2019, 02:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସରେ ଟିକେଟ୍ ପାଇଁ ଚାଲିଛି ହାଇଡ୍ରାମା। କେଉଁ ନେତା ଟିକେଟ୍ ନ ମିଳିବାରୁ ଦଳ ବଦଳାଉ ଥିବାବେଳେ ଆଉ କେହି ଟିକେଟ୍ ପାଇ ମଧ୍ୟ ଫେରାଇ ଦେଉଛନ୍ତି। ଗତକାଲି ବଡ଼ଚଣା ଓ ନିମାପଡ଼ା ବିଧାନସଭା ଆସନରୁ କଂଗ୍ରେସର ଦୁଇ ଜଣ ପ୍ରାର୍ଥୀ ଟିକେଟ୍ ଫେରାଇ ଦେଇଥିଲେ। ଆଜି କଂଗ୍ରେସ ଏହି ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।

ପୂର୍ବରୁ ଦଳ ସୀତାକାନ୍ତ ମହାପାତ୍ରଙ୍କୁ ବଡ଼ଚଣା ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା। ତେବେ ସେ ଟିକେଟ ଫେରାଇ ଦେଇଥିଲେ। ଆଜି ତାଙ୍କ ସ୍ଥାନରେ ବଡ଼ଚଣାରୁ ଅଜୟ ସାମଲଙ୍କୁ ପ୍ରାର୍ଥୀ କରାଯାଇଛି।  ସେହିପରି ନିମାପଡ଼ା ବିଧାନସଭା ଆସନ ପାଇଁ ସତ୍ୟବ୍ରତ ପାତ୍ରଙ୍କୁ ପ୍ରାର୍ଥୀ କରିଥିଲା ଦଳ। ସେ ଟିକେଟ ଫେରାଇ ଦେଇଥିଲେ। ଆଜି ନିମାପଡ଼ାରୁ ଦିଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି ଦଳ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story