‘ବାଲେଶ୍ୱରରେ ବିଜେଡି ଓ ବିଜେପି କରୁଛନ୍ତି ବାଦୀପାଲା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ମୃତ୍ୟୁ ଶାସକ ଦଳ ପାଇଁ ସୁଯୋଗ ଆଣିଥିବା ଭଳି ବିବାଦୀୟ ମନ୍ତବ୍ୟକୁ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଥିବା ବେଳେ ସେହି ନିଆଁରେ ଘିଅ ଢ଼ାଳିଛି କଂଗ୍ରେସ। ବିଜେପି ଓ ବିଜେଡିକୁ ତାଚ୍ଛଲ୍ୟ କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ନିଜର ଅପାରଗତା ଓ ସମ୍ବେଦନହୀନତାକୁ ଲୁଚେଇବା ପାଇଁ ସେମାନେ ଅଦରକାରୀ କଥା ଗୁଡିକୁ ପ୍ରସଙ୍ଗ କରି ବାଦୀପାଲା କରୁଛନ୍ତି।  ଶ୍ରୀ […]

niranjan-1--1

niranjan-1--1

Manoranjan Sial
  • Published: Sunday, 25 October 2020
  • Updated: 25 October 2020, 04:10 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ମୃତ୍ୟୁ ଶାସକ ଦଳ ପାଇଁ ସୁଯୋଗ ଆଣିଥିବା ଭଳି ବିବାଦୀୟ ମନ୍ତବ୍ୟକୁ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଥିବା ବେଳେ ସେହି ନିଆଁରେ ଘିଅ ଢ଼ାଳିଛି କଂଗ୍ରେସ। ବିଜେପି ଓ ବିଜେଡିକୁ ତାଚ୍ଛଲ୍ୟ କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ନିଜର ଅପାରଗତା ଓ ସମ୍ବେଦନହୀନତାକୁ ଲୁଚେଇବା ପାଇଁ ସେମାନେ ଅଦରକାରୀ କଥା ଗୁଡିକୁ ପ୍ରସଙ୍ଗ କରି ବାଦୀପାଲା କରୁଛନ୍ତି।

 ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବାଲେଶ୍ୱରବାସୀଙ୍କ ମୁଖ୍ୟ ସମସ୍ୟା ଓ ପ୍ରସଙ୍ଗ ଗୁଡିକୁ ଏଡାଇଦେବା ପାଇଁ ଏହା ଶାସକ ବିଜେଡି ଏବଂ ବିଜେପିର ସୁଚିନ୍ତିତ ଉଦ୍ଦେଶ୍ୟ। ବାସ୍ତବରେ ଉଭୟ ବାଲେଶ୍ୱର ବାସୀଙ୍କ ପାଇଁ କିଛି ବିକାଶ ମୂଳକ କାମ କରିନାହାନ୍ତି। ତେଣୁ ଲୋକଙ୍କ ପାଖରେ ତାଙ୍କର ନିଜ ସପକ୍ଷରେ କହିବାର କିଛି ନାହିଁ। ବାଲେଶ୍ଵରର ସମସ୍ୟା ସମ୍ପର୍କରେ ସେମାନେ ବ୍ୟଥିତ ନୁହନ୍ତି। ନିଜର ଅପାରଗତା ଓ ସମ୍ବେଦନହୀନତା ଲୁଚେଇବା ପାଇଁ ଉଭୟ ଅଦରକାରୀ କଥା ଗୁଡିକୁ ପ୍ରସଙ୍ଗ କରି ବାଦୀପାଲାରେ ମାତିଛନ୍ତି। ସଚେତନ ବାଲେଶ୍ୱରବାସୀ ଏହି ବାଦୀପାଲାରେ ଆମୋଦିତ ହୁଅନ୍ତୁ। କିନ୍ତୁ ଭୋଟ ଦେଲାବେଳେ ନିଜର ଉଚିତ ବିଚାର ରଖନ୍ତୁ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story