କଂଗ୍ରେସ ଦଖଲରେ ଝାରସୁଗୁଡ଼ା ଜିଲ୍ଲା ପରିଷଦ ଜୋନ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ପରିଷଦ ଜୋନ କଂଗ୍ରେସ ଅକ୍ତିଆର କରିଛି । ଦ୍ୱିତୀୟ ପର୍ଯ୍ୟାୟରେ ୩ଟି ଯାକ ଜୋନରେ ଦଳ ବିଜୟୀ ହୋଇଛି। ଆଜି ହୋଇଥିବା ନିର୍ବାଚନରେ କିରିମରାର ଗୋଟିଏ ଓ ଝାରସୁଗୁଡ଼ା ବ୍ଲକର ୨ଟି ଜୋନରେ ଦଳ ଜିତିଛି। ପ୍ରଥମ ପର୍ଯ୍ୟାୟରେ ୩ଟି ଜୋନରୁ କଂଗ୍ରେସ ୨ଟି ଜିତିଥିବା ବେଳେ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଥିଲା। ମୋଟ ୯ଟି ଜିଲ୍ଲା ପରିଷଦ ଜୋନରୁ କଂଗ୍ରେସ ୫ଟି ଜିତି ଜିଲ୍ଲା ପରିଷଦ ଗଠନ କରିବାକୁ ସକ୍ଷମ […]

h

Rakesh Mallick
  • Published: Wednesday, 15 February 2017
  • , Updated: 15 February 2017, 08:31 PM IST

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ପରିଷଦ ଜୋନ କଂଗ୍ରେସ ଅକ୍ତିଆର କରିଛି । ଦ୍ୱିତୀୟ ପର୍ଯ୍ୟାୟରେ ୩ଟି ଯାକ ଜୋନରେ ଦଳ ବିଜୟୀ ହୋଇଛି। ଆଜି ହୋଇଥିବା ନିର୍ବାଚନରେ କିରିମରାର ଗୋଟିଏ ଓ ଝାରସୁଗୁଡ଼ା ବ୍ଲକର ୨ଟି ଜୋନରେ ଦଳ ଜିତିଛି। ପ୍ରଥମ ପର୍ଯ୍ୟାୟରେ ୩ଟି ଜୋନରୁ କଂଗ୍ରେସ ୨ଟି ଜିତିଥିବା ବେଳେ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଥିଲା। ମୋଟ ୯ଟି ଜିଲ୍ଲା ପରିଷଦ ଜୋନରୁ କଂଗ୍ରେସ ୫ଟି ଜିତି ଜିଲ୍ଲା ପରିଷଦ ଗଠନ କରିବାକୁ ସକ୍ଷମ ହୋଇଛି।

ଜିଲ୍ଲାର ଆଉ ୩ଟି ଜୋନ୍‌ ପାଇଁ ଆସନ୍ତା ୧୭ ତାରିଖରେ ନିର୍ବାଚନ ହେବ।

Related story