୪ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ଦୁଇଟି ଆସନରେ ବଦଳିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆଜି କଂଗ୍ରେସ ପକ୍ଷରୁ ୪ଟି ବିଧାନସଭା ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଜି.ଉଦୟଗିରିରୁ ଶ୍ୟାମଘନ ପ୍ରଧାନ, ରାଉରକେଲାରୁ ବୀରେନ ସେନାପତି, ପାଟଣାଗଡ଼ରୁ ରମେଶ ପୁରୋହିତ ଓ ହିଂଜିଳିରୁ ଶମ୍ଭୁନାଥ ପାଣିଗ୍ରାହୀଙ୍କ ନାମ ଘୋଷଣା କରାଯାଇଛି। ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥିପତ୍ରର ଦାଖଲର ଶେଷ ଦିନ ରହିଛି। ତେବେ ଆଜି ସନ୍ଧ୍ୟାରେ ତରବରିଆ ଭାବେ କଂଗ୍ରେସ ଏହି ୪ ଜଣଙ୍କ ନାମ ଘୋଷଣା କରିଛି। ରାଉରକେଲାରେ ମୁକ୍ତିକାନ୍ତ ବିଶ୍ୱାଳଙ୍କ ପ୍ରାର୍ଥିତ୍ୱକୁ ବଦଳାଯାଇ ବୀରେନ ସେନାପତି ନାମ […]

Congress

Congress

Tapas Behera
  • Published: Monday, 25 March 2019
  • Updated: 25 March 2019, 07:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆଜି କଂଗ୍ରେସ ପକ୍ଷରୁ ୪ଟି ବିଧାନସଭା ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଜି.ଉଦୟଗିରିରୁ ଶ୍ୟାମଘନ ପ୍ରଧାନ, ରାଉରକେଲାରୁ ବୀରେନ ସେନାପତି, ପାଟଣାଗଡ଼ରୁ ରମେଶ ପୁରୋହିତ ଓ ହିଂଜିଳିରୁ ଶମ୍ଭୁନାଥ ପାଣିଗ୍ରାହୀଙ୍କ ନାମ ଘୋଷଣା କରାଯାଇଛି। ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥିପତ୍ରର ଦାଖଲର ଶେଷ ଦିନ ରହିଛି।

ତେବେ ଆଜି ସନ୍ଧ୍ୟାରେ ତରବରିଆ ଭାବେ କଂଗ୍ରେସ ଏହି ୪ ଜଣଙ୍କ ନାମ ଘୋଷଣା କରିଛି। ରାଉରକେଲାରେ ମୁକ୍ତିକାନ୍ତ ବିଶ୍ୱାଳଙ୍କ ପ୍ରାର୍ଥିତ୍ୱକୁ ବଦଳାଯାଇ ବୀରେନ ସେନାପତି ନାମ ଘୋଷଣା କରାଯାଇଛି। ସେହିପରି ହିଞ୍ଜିଳିରେ ମଧ୍ୟ ପ୍ରାର୍ଥୀ ବଦଳାଯାଇଛି। ଏଠାରେ ପ୍ରଥମେ ରାମକୃଷ୍ଣ ପଣ୍ଡାକୁ ଟିକେଟ ଦିଆଯାଇଥିଲା। ଏବେ ସେଠାରେ ଶମ୍ଭୁନାଥ ପାଣିଗ୍ରାହୀଙ୍କ ନାମ ଘୋଷଣା କରାଯାଇଛି। ସେହିପରି ଜି.ଉଦୟଗିରି ବିଧାୟକ ଜାକବ ପ୍ରଧାନଙ୍କୁ ଟିକେଟ ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story