ସୋନିଆଙ୍କୁ ଭେଟିବାକୁ ବୁଧବାର ଦିଲ୍ଲୀ ଯିବେ ଗମାଙ୍ଗ

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ବୁଧବାର ଦିଲ୍ଲୀ ଯାଉଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ତାଙ୍କୁ ଆଲୋଚନା ଲାଗି ଦିଲ୍ଲୀ ଡକାଇଛନ୍ତି ବାଲି ଚିରିଧରଙ୍କ ପୁଅ ଶିଶିର କହିଛନ୍ତି। ତେବେ ଗମାଙ୍ଗ ବାପ, ପୁଅ ବିଜେପିକୁ ଯିବାକୁ ଆଶାୟୀ ଥିବା ଜଣାପଡୁଛି। ଏହି ଗସ୍ତବେଳେ ଦିଲ୍ଲୀରେ ବିଜେପିର କିଛି କେନ୍ଦ୍ରୀୟ ନେତାଙ୍କୁ ସେମାନଙ୍କର ଭେଟିବାର କାର୍ଯ୍ୟକ୍ରମ ରହିଛି ବୋଲି ସିଧାସଳଖ ନ ହେଲେ ବି ପରୋକ୍ଷରେ ସୂଚନା […]

gamang

gamang

Rakesh Mallick
  • Published: Tuesday, 09 June 2015
  • Updated: 09 June 2015, 10:16 AM IST

Sports

Latest News

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ବୁଧବାର ଦିଲ୍ଲୀ ଯାଉଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ତାଙ୍କୁ ଆଲୋଚନା ଲାଗି ଦିଲ୍ଲୀ ଡକାଇଛନ୍ତି ବାଲି ଚିରିଧରଙ୍କ ପୁଅ ଶିଶିର କହିଛନ୍ତି। ତେବେ ଗମାଙ୍ଗ ବାପ, ପୁଅ ବିଜେପିକୁ ଯିବାକୁ ଆଶାୟୀ ଥିବା ଜଣାପଡୁଛି। ଏହି ଗସ୍ତବେଳେ ଦିଲ୍ଲୀରେ ବିଜେପିର କିଛି କେନ୍ଦ୍ରୀୟ ନେତାଙ୍କୁ ସେମାନଙ୍କର ଭେଟିବାର କାର୍ଯ୍ୟକ୍ରମ ରହିଛି ବୋଲି ସିଧାସଳଖ ନ ହେଲେ ବି ପରୋକ୍ଷରେ ସୂଚନା ଦେଇଛନ୍ତି ଶିଶିର।ସେଠାରେ କାଲି ପରବର୍ତ୍ତୀ କାର୍ଯ୍ୟପନ୍ଥା ବିଷୟରେ ଜଣାଇବୁ। ବିଶ୍ୱାସ ଅଛି ବିଜେପି ଆମକୁ ଗ୍ରହଣ କରିନେବ ବୋଲି ଶିଶିର କହିଛନ୍ତି।ଏହାସହ ଆସନ୍ତା ଦୁଇଦିନ ଭିତରେ ସେମାନେ କେଉଁ ଦଳକୁ ଯିବେ ସେ ନେଇ ଆଭିମୁଖ୍ୟ ସ୍ପଷ୍ଟ ହୋଇଯିବ ବୋଲି ଶିଶିର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story