୩୫ ସାଂଗଠନିକ ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ୩୫ଟି ସାଂଗଠନିକ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତି ଦେଇଛନ୍ତି। ଏହି ପର୍ଯ୍ୟବେକ୍ଷକମାନେ ସେମାନଙ୍କୁ ଆବଣ୍ଟିତ ଜିଲ୍ଲାକୁ ଗସ୍ତ କରି ଦଳର ଜିଲ୍ଲା ଓ ବ୍ଲକ୍ କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଚଳିତମାସ ଶେଷ ସୁଦ୍ଧା ରିପୋର୍ଟ ଦାଖଲ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଅନୁଗୋଳ ଜିଲ୍ଲା ପାଇଁ ପ୍ରକାଶ ଚନ୍ଦ୍ର ଦେବତା ପର୍ଯ୍ୟବେକ୍ଷକ ହୋଇଥିବାବେଳେ ବାଲେଶ୍ୱର- ବିଧାୟକ ତାରା […]

CONGRESS

CONGRESS

Manoranjan Sial
  • Published: Friday, 11 December 2020
  • Updated: 11 December 2020, 11:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ୩୫ଟି ସାଂଗଠନିକ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତି ଦେଇଛନ୍ତି। ଏହି ପର୍ଯ୍ୟବେକ୍ଷକମାନେ ସେମାନଙ୍କୁ ଆବଣ୍ଟିତ ଜିଲ୍ଲାକୁ ଗସ୍ତ କରି ଦଳର ଜିଲ୍ଲା ଓ ବ୍ଲକ୍ କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଚଳିତମାସ ଶେଷ ସୁଦ୍ଧା ରିପୋର୍ଟ ଦାଖଲ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଅନୁଗୋଳ ଜିଲ୍ଲା ପାଇଁ ପ୍ରକାଶ ଚନ୍ଦ୍ର ଦେବତା ପର୍ଯ୍ୟବେକ୍ଷକ ହୋଇଥିବାବେଳେ ବାଲେଶ୍ୱର- ବିଧାୟକ ତାରା ପ୍ରସାଦ ବାହିନୀପତି, ବରଗଡ଼ - ରାଜକିଶୋର ଶଡ଼ଙ୍ଗୀ, ଭଦ୍ରକ- ଉମାବଲ୍ଲଭ ରଥ, ଭୁବନେଶ୍ୱର- ଗଣେଶ୍ୱର ବେହେରା, ବଲାଙ୍ଗୀର- ସତ୍ୟଭୂଷଣ ସାହୁ, ବୌଦ୍ଧ- ହମିଦ ହୁସେନ, କଟକ- ସଂଗ୍ରାମ କେଶରୀ ଜେନା, କଟକ ନଗର- ଦେବାଶିଷ ପଟ୍ଟନାୟକ, ଦେବଗଡ଼- ସସ୍ମିତା ବେହେରା, ଢ଼େଙ୍କାନାଳ- ରଜତ ଚୌଧୁରୀ, ଆସ୍କା ସଂସଦୀୟ କ୍ଷେତ୍ର- ସପ୍ତଗିରୀ ଉଲ୍ଲାକା, ଗଞ୍ଜାମ ଜିଲ୍ଲାର ଅବଶିଷ୍ଟ ୬ଗୋଟି ବିଧାନସଭା କ୍ଷେତ୍ର – ଅକ୍ଷୟ କୁମାର ଆଚାର୍ଯ୍ୟ, ଗଜପତି- ଶୁଭେନ୍ଦୁ ମହାନ୍ତି, ଜଗତସିଂହପୁର- ଭୁଜବଳ ମାଝୀ, ଯାଜପୁର- ଜ୍ଞାନଦେବ ବେଉରା, ଝାରସୁଗୁଡ଼ା- ଦୁଲାଲ ପ୍ରଧାନ, କଳାହାଣ୍ଡି- ସମରେନ୍ଦ୍ର ମିଶ୍ର, କନ୍ଧମାଳ- ବିସ୍ମୟ ମହାପାତ୍ର, କେନ୍ଦ୍ରାପଡ଼ା- ପଂଚାନନ କାନୁନଗୋ, କେନ୍ଦୁଝର- ପ୍ରଫୁଲ ମାଝୀ, ଖୋର୍ଦ୍ଧା- ସୁରେଶ ମହାପାତ୍ର, କୋରାପୁଟ- ଅଧିରାଜ ମୋହନ ପାଣିଗ୍ରାହୀ, ମୟୁରଭଞ୍ଜ ଜିଲ୍ଲାର ସଦର ଓ ଉଦଳା ସବଡିଭିଜନ- ସୁଦର୍ଶନ ଦାସ, ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଓ ରାଇରଙ୍ଗପୁର ସବଡିଭିଜନ- ବିଷ୍ଣୁଚରଣ ବାରିକ, ମାଲକାନଗିରି- ଶ୍ରୀଚନ୍ଦ୍ରଶେଖର ମାଝୀ, ନବରଙ୍ଗପୁର- ପିତବାସ ପଣ୍ଡା, ନୂଆପଡ଼ା- ଚିନ୍ମୟ ସୁନ୍ଦର ଦାସ, ନୟାଗଡ଼- ନିଶିକାନ୍ତ ମିଶ୍ର,ପୁରୀ- ବିଜୟଲକ୍ଷ୍ମୀ ସାହୁ, ରାୟଗଡ଼ା- ବିଧାୟକ ସନ୍ତୋଷ ସିଂ ସାଲୁଜା, ରାଉରକେଲା-ପଦ୍ମାକର ଗୁରୁ, ସମ୍ବଲପୁର- ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ସୁବର୍ଣ୍ଣପୁର-ମନୋରଞ୍ଜନ ଦାଶ, ସୁନ୍ଦରଗଡ଼- ଯଜେ୍ଞଶ୍ୱର ବାବୁ ପ୍ରମୁଖଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story