ନବୀନ ବାବୁ ଆଗରୁ କେଉଁଠି ଶୋଇଥିଲେ: ସୁର

ଭୁବନେଶ୍ୱର :(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଏବଂ ଜଗତସିଂହପୁର ଉପନିର୍ବାଚନ ସମୟରେ ସରକାର ତିର୍ତ୍ତୋଲରେ ପୋଲ ନିର୍ମାଣ ପାଇଁ ଟେଣ୍ଡର ଡାକିବା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ୍ କୁମାର ରାଉତରାୟ ନବୀନଙ୍କ ଉପରେ ବର୍ଷିଛନ୍ତି । ଛଅ ମାସ ପୂର୍ବରୁ ତିର୍ତ୍ତୋଲରେ ପୋଲ ନିର୍ମାଣ ପାଇଁ ଘୋଷଣା ନକରି ନିର୍ବାଚନ ସମୟରେ ଘୋଷଣା କାହିଁକି କରାଗଲାବୋଲି ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଶ୍ରୀ ରାଉତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ନବୀନ୍ ବାବୁ ଆଗରୁ […]

sura-1-1-100000000000

sura-1-1-100000000000

Tapas Behera
  • Published: Friday, 25 September 2020
  • Updated: 25 September 2020, 07:05 PM IST

Sports

Latest News

ଭୁବନେଶ୍ୱର :(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଏବଂ ଜଗତସିଂହପୁର ଉପନିର୍ବାଚନ ସମୟରେ ସରକାର ତିର୍ତ୍ତୋଲରେ ପୋଲ ନିର୍ମାଣ ପାଇଁ ଟେଣ୍ଡର ଡାକିବା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ୍ କୁମାର ରାଉତରାୟ ନବୀନଙ୍କ ଉପରେ ବର୍ଷିଛନ୍ତି । ଛଅ ମାସ ପୂର୍ବରୁ ତିର୍ତ୍ତୋଲରେ ପୋଲ ନିର୍ମାଣ ପାଇଁ ଘୋଷଣା ନକରି ନିର୍ବାଚନ ସମୟରେ ଘୋଷଣା କାହିଁକି କରାଗଲାବୋଲି ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଶ୍ରୀ ରାଉତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ନବୀନ୍ ବାବୁ ଆଗରୁ କେଉଁଠି ଶୋଇଥିଲ  ? ସେ ଆହୁରୀ କହିଛନ୍ତି ଯେ,  ଭୋଟରଙ୍କୁ ଭୁତେଇବା ପାଇଁ ଏ ଘୋଷଣା ବୋଲି ସେ କହିଛନ୍ତି। ଭୋଟ ପୂର୍ବରୁ କାଳିଆ ଯୋଜନା, ପିଠା ଯୋଜନା ଓ  ବିଜୁ ଯୁବ ବାହିନୀ ନାଁରେ ଦୁର୍ନୀତି କଲ।

ଏବେ ବଳିଆ ଯୋଜନା କରି ଖାଇବାକୁ ବସିଛ ବୋଲି ସେ କହିଛନ୍ତି। ପୁଣି ନିର୍ବାଚନ ସମୟରେ ୧୧୮ କୋଟି ଟଙ୍କାର ଟେଣ୍ଡର ଡାକି ତିର୍ତ୍ତୋଲରେ ପୋଲ ନିର୍ମାଣ କରିବା ପାଇଁ ଘୋଷଣା କରି ଭୋଟରଙ୍କୁ ନିଜ ଆଡ଼କୁ ନେବାକୁ ନବୀନ ବାବୁ ଚାହୁଁଥିବା ସେ କହିଛନ୍ତି । ଏହାଛଡ଼ା ସେ କଂଗ୍ରେସର ପାର୍ଥୀଙ୍କ ସମ୍ପର୍କରେ ପ୍ରକାଶ କରିଛନ୍ତି ସୁର । କଂଗ୍ରେସ ଦୁଇଟି ଯାକ ଅଞ୍ଚଳ ପାଇଁ ପ୍ରାର୍ଥୀ ଚୟନ କରିସାରିଛି। ବାଲେଶ୍ୱର ପାଇଁ ନବଜ୍ୟୋତି ପଟ୍ଟନାୟକ ଓ ତିର୍ତ୍ତୋଲ ପାଇଁ ଛଅ ଜଣଙ୍କ ନାଁ ସୋନିଆ ଗାନ୍ଧୀଙ୍କ ପାଖକୁ ପଠାଯାଇଛି। ତେବେ ନିର୍ବାଚନ ତାରିଖ ଘୋଷଣା ହେଲେ ଦୁଇ ଚାରିଦିନ ଭିତରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବ ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story